ଏଲ୍ଭିଏ ଟେଷ୍ଟର ଶୁଣାଣି ହେଲା, ରାୟ ସଂରକ୍ଷିତ
ନୟାଗଡ଼ ଅଫିସ,୧୩।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷୀୟା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଏଲ୍ଭିଏ) (ଲୟାର ଭଏସ୍ ଆନାଲେସିସ୍) ପାଇଁ ଏସ୍ଆଇଟି କରିଥିବା ଆବେଦନ ଚିଲ୍ଡ୍ରେନ କୋର୍ଟରେ ଶୁକ୍ରବାର...
ମହାଜନଙ୍କ ପରିବାର ଲୋକେ ଆଖି ତାଡ଼ି ଦେଲେ
ନୟାଗଡ ଅଫିସ,୧୩।୨: ସୁଧ ବାବଦରେ ୫ ହଜାର ଟଙ୍କା କମ୍ ଦେବାକୁ କହିବାରୁ ମହାନଜଙ୍କ ପରିବାର ଲୋକେ ଜଣେ ବ୍ୟକ୍ତିଙ୍କ ଆଖି ତାଡି ଦେଇଛନ୍ତି। ନୟାଗଡ ସଦର ଥାନା ଷଠିଆପଲ୍ଲୀ ଗଁାରେ ଗୁରୁବାର ରାତିରେ ଏହି ଅମାନୁଷିକ ଘଟଣା ଘଟିଛି।...
ଧାନ ଉଠାଣ ଦାବିରେ ଭାଜପାର ଚକାଜାମ ଆନ୍ଦୋଳନ
ବରଗଡ଼ ଅଫିସ,୧୩।୨: ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ତିନି ମାସ ବିତିଯାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ବରଗଡ଼ ସମେତ ବିଭିନ୍ନ ଜିଲାରେ ଧାନ କିଣାବିକା ନେଇ ସମସ୍ୟା ତୁଟି ନାହିଁ। ବହୁସଂଖ୍ୟକ ଚାଷୀଙ୍କ ପାଖରେ ଲକ୍ଷ, ଲକ୍ଷ ବସ୍ତା ଧାନ...
ଅହିରାଜକୁ କାମୁଡ଼ି ଘାଇଲା କଲା ନେଉଳ: ଭିଡିଓ ଦେଖିଲେ…
ସଜନାଗଡ଼,୧୩।୨(ଡି.ଏନ୍.ଏ.): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଠାରେ ଏକ ବିରାଟକାୟ ଅହିରାଜ ସାପ ସହିତ ଏକ ନେଉଳର ଘମାଘୋଟ ଲଢ଼େଇ ହୋଇଥିବା ଦେଖାଯାଇଛି। ସାପଙ୍କ ମଧ୍ୟରେ ରାଜା ଅହିରାଜକୁ ଦେଖିଲେ ଯେକେହି ପଛଘୁଞ୍ଚା ଦେବ। ହେଲେ ଏକ...
ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ଭାଜପା କର୍ମୀଙ୍କ ରାସ୍ତାରୋକୋ
ବଲାଙ୍ଗୀର ଅଫିସ, ୧୩।୨: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବଲାଙ୍ଗୀର ସହର ଗାନ୍ଧୀନଗରପଡା ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର-ସମ୍ବଲପୁର ରୋଡକୁ ଭାଜପା ପକ୍ଷରୁ ୩ ଘଣ୍ଟା ବନ୍ଦକରାଯାଇଛି। ସକାଳ ୧୦ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ...
ବର୍ଷାରାଣୀରେ ଲାଗିଲା ନିଆଁ
ରାୟଗଡ଼ା ଅଫିସ,୧୩।୨: ରାୟଗଡ଼ା-କୋରାପୁଟ ରାସ୍ତା ସିରିକଣା ତାରିଣୀ ମନ୍ଦିର ନିକଟରେ ଶୁକ୍ରବାର ବିଳମ୍ବତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ବର୍ଷାରାଣୀରେ ଅଗ୍ନିକାଣ୍ଡ ଘଟି ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା...
ନ୍ୟାୟ ଦାବିରେ ଆମରଣ ଅନଶନ
ହାଟଡିହୀ,୧୩l୨(ଡି.ଏନ୍.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ଏହି ଅନଶନ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି l ଗତ...
ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ
ଭୋଗରାଇ,୧୩।୨,(ଡି.ଏନ୍.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର ଦାବିକରି କଲେଜ ମୁଖ୍ୟ ଫାଟକରେ ପୂର୍ବାହ୍ନ ସାଢ଼େ ୧୧ରୁ ତାଲାପକାଇ ଦେଇଛନ୍ତି। ଆଇନ...
ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ପରିବାରକୁ ଜଣାଇଲେ ସମବେଦନା
ସରଣ୍ଡା,୧୩।୨(ଡି.ଏନ୍.ଏ.): ବରଗଡ଼ ଜିଲା ଅତାବିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୁଣମଣି କର୍ମୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ କର୍ମୀଙ୍କ ପୁତ୍ର ବୁଲୁ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଫୋନ ଯୋଗେ ସମବେଦନା ଜଣାଇଥିଲେ। ସ୍ବର୍ଗତ ଗୁଣମଣି...
ମାନୁନି ବନ ବିଭାଗ, ଜିଦ୍ରେ ଅଟଳ ପରିବାର
ତରବୋଡ଼/ନୂଆପଡ଼ା ଅଫିସ,୧୩।୨(ଡି.ଏନ୍.ଏ.): ସୁନାବେଡ଼ା ଅଭୟାରଣ୍ୟର ଗୋଡ଼ା ଜଙ୍ଗଲକୁ ଲାଗି ରହିଥିବା ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗ୍ରାମର ଭାନୋବାଇ ମାଝି (୪୭) ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ କଲରାପତରିଆ ବାଘ ଆକ୍ରମଣ କରି...
୧ଟଙ୍କା ଫି’ରେ ଡାକ୍ତର ଦମ୍ପତିଙ୍କ ଚିକିତ୍ସା
ସମ୍ବଲପୁର,୧୩।୨(ବ୍ୟୁରୋ): ସମ୍ବଲପୁର ଜିଲା ଭିମସାର ମେଡିକାଲର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନି ଶୁକ୍ରବାରଠାରୁ ୧ ଟଙ୍କା ଫି ନେଇ ଚିକିତ୍ସା ସେବା ଆରମ୍ଭ କରିଛନ୍ତି। ତାଙ୍କ ସ୍ତ୍ରୀ ଡାକ୍ତର ଶିଖା ମଧ୍ୟ ଚିକିତ୍ସା କରିବେ ବୋଲି ଡାକ୍ତର ଚନ୍ଦାନି...
ଗଙ୍ଗାବାଡ଼ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ହେଉ
ପାରଳାଖେମୁଣ୍ଡି,୧୩।୨(ଡି.ଏନ୍.ଏ.): ରାଜ୍ୟ ଭାଜପାର ଏକ ଟିମ୍ ଶୁକ୍ରବାର ଗଜପତି ଜିଲା ଗସ୍ତରେ ଆସି ଆନ୍ଧ୍ରପ୍ରଦେଶ ନିର୍ବାଚନ କରୁଥିବା ଗଙ୍ଗାବାଡ଼ ପଞ୍ଚାୟତ ଗସ୍ତ କରିଥିଲେ। ସେଠାରେ ଓଡ଼ିଶା ଲୋକଙ୍କୁ ଭୋଟଦାନ ପାଇଁ ମନାଉଥିବା ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଯୁକ୍ତିତର୍କ ହେବା...
Archives


