ଆମ ଜିଲା ଖବର

ଖଣି ଖାଦାନରେ କାମ କରୁଛି ଯନ୍ତ୍ର

ଯାଜପୁର ଅଫିସ,୮।୩: ଯାଜପୁର ଜିଲାର ଅଧିକାଂଶ ଖଣି ଖାଦାନରେ ଯନ୍ତ୍ର କାମ କରୁଛି। ଯାନ୍ତ୍ରିକ ବ୍ୟବହାର କାରଣରୁ ଜିଲାର ଖଣି ପ୍ରଭାବିତ ଅଞ୍ଚଳ ଲୋକେ କାମ ପାଉ ନାହାନ୍ତି। ଫଳରେ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ପରିସ୍ଥିତି...

ବେଆଇନ ଗୋରୁ ଚାଲାଣ: କଣ୍ଟେନରରୁ ୧୦୨ ଉଦ୍ଧାର

ବାଲେଶ୍ବର ଅଫିସ, ୮।୩: ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ ନିକଟରୁ ବେଆଇନ ଗୋଚାଲାଣ ବେଳେ ରବିବାର ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଗୋରୁଙ୍କୁ ବାମପଦାସ୍ଥିତ ମା’ ଭାରତୀ ଗୋଶାଳାରେ ରଖାଯାଇଛି। ପ୍ରକାଶ...

ମହିଳା ଦିବସରେ ପାଣି ପାଇଁ ପ୍ରତିବାଦ କଲେ ମହିଳା

ବସ୍ତା,୮।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସରେ ବସ୍ତା ବ୍ଲକ ଅନ୍ତର୍ଗତ ଗୋଡ଼ିଖାଳ ନିକଟ ଜୁଣବଳଦାଠାରେ ପାନୀୟ ଜଳର ସମସ୍ୟା ନେଇ ମହିଳାମାନଙ୍କ ଦ୍ୱାରା ୬୦ ନଂ ଜାତୀୟ ରାଜପଥ ଅବରୋଧ କରାଯାଇ ଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି...

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଯୁବତୀ ମା’ଙ୍କ ଜୀବନ ଗଲା

କେସିଙ୍ଗା, ୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି। କୌଣସି କାରଣକୁ ନେଇ ସୋମବାର ପୂର୍ବାହ୍ନରେ ପ୍ରେମିକ ଉକ୍ତ ଯୁବତୀଙ୍କୁ ଏକ ଛୁରିରେ ଆକ୍ରମଣ କରିଥିଲା। ଯୁବତୀଙ୍କ ମା’ ଝିଅକୁ ବଞ୍ଚାଇବାକୁ ଯାଇ...

କୋଣାର୍କ: ଜ୍ୟୋତିର୍ବିଜ୍ଞାନର ଏକ ମାନମନ୍ଦିର

କୋଣାର୍କରେ ନଦୀର ସଙ୍ଗମସ୍ଥଳରେ ଏକ ଗଣ୍ଡ ଥିଲା। ଏହି ଗଣ୍ଡର ନାମ ପଦ୍ମକେଶର ଗଣ୍ଡ। ପଦ୍ମକେଶର ଗଣ୍ଡରେ ପଦ୍ମକେଶର ମନ୍ଦିରର ନିର୍ମାତା ଥିଲେ ଗଙ୍ଗବଂଶର ଗଜପତି ଲାଙ୍ଗୁଳା ନରସିଂହ ଦେବ। ପଦ୍ମକେଶର ମନ୍ଦିର ନିର୍ମାଣ ସମୟଠାରୁ ଭାରତର ବିଭିନ୍ନ ସାମ୍ରାଜ୍ୟରେ...

ଜଙ୍ଗଲ ନିଆଁରେ ଆକ୍ତାମାକ୍ତା

ଅନୁଗୋଳ ଅଫିସ, ୮।୩: ବନାଗ୍ନି କବଳରେ ରାଜ୍ୟର ଅଧିକାଂଶ ଜଙ୍ଗଲ। ହୁ ହୁ ହୋଇ ଜଳୁଛି ଗଛଲତା। ଜଙ୍ଗଲ ନିଆଁ ପରିବେଶ ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏଥିରୁ ନିର୍ଗତ ଧୂଆଁ ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଜଙ୍ଗଲ ନିଆଁ ପାଇଁ ଅନୁଗୋଳ...

ମାଟିମୂର୍ତ୍ତିର ମ୍ୟୁଜିୟମ

ସାତମାଇଲ,୮।୩: ମହାବୀରଙ୍କଠାରୁ ମହାତ୍ମା ଗାନ୍ଧୀ। ତିଳକଙ୍କଠାରୁ ତେଜସ୍ବିନୀ ଲକ୍ଷ୍ମୀବାଈ। ସୁନ୍ଦର ଆଲୋକରେ ଝଲସୁଛି ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଲୋକକଳା, ସ୍ବାଧୀନତା ସଂଗ୍ରାମର ଗାଥା, ଜନଜୀବନର ଗହନ କଥା। ଜନଗଣଙ୍କ ଜାଣିବା ଲାଗି ପ୍ରତିଟି ବିଷୟରେ ଦର୍ଶାଯାଇଛି ସଂକ୍ଷିପ୍ତ ସୂଚନା। ଫଟୋଚିତ୍ରରେ...

ସଂଘର୍ଷରୁ ସ୍ବୟଂସିଦ୍ଧା

ଢେଙ୍କାନାଳ ଅଫିସ, ୮।୩(ରତନ ନାୟାର): କି ରାତି କି ଦିନ। ଅସରନ୍ତି ସେମାନଙ୍କ ସଂଘର୍ଷର କାହାଣୀ। କେତେ ଝଡ଼ଝଞ୍ଜା ଆସିଛି। ପ୍ରତିକୂଳ ପରିସ୍ଥିତି ପାଚେରି ହୋଇ ଛିଡ଼ାହୋଇଛି। କେତେବେଳେ ଖାକି ପୋଷାକ ତଳେ ଲୁଚିଯାଇଛି ମାତୃତ୍ୱର ବେଦନା ତ ଆଉ...

ପୋଲିସ ଅପାରଗତାରୁ ଗୋଷ୍ଠୀ ସଂଘର୍ଷ

ଚଣ୍ଡିଖୋଲ,୮।୩(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମରେ ଶନିବାର ସନ୍ଧ୍ୟାରେ ସଂଗଠିିତ ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଗାଡ଼ି ପୋଡ଼ି ଘଟଣାରେ ରବିବାର ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଥାନାରେ ୩୦୦ଜଣଙ୍କ ନାମରେ ପୃଥକ୍‌ ଭାବେ ୨...

ଶିମିଳିପାଳ ଏବେ ଲାଲ୍‌ପିଣ୍ଡ: ପାହାଡ଼ ଶୀର୍ଷକୁ ଛୁଇଁଲାଣି

ବାରିପଦା ଅଫିସ,୮।୩: ଶିମିଳିପାଳ ଅଭୟାରଣ୍ୟରେ ଥିବା ପାହାଡ଼ ଶୀର୍ଷକୁ ଛୁଇଁଲାଣି ନିଆଁ। ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ପାହାଡ଼ ପରେ ପାହାଡ଼କୁ ନିଆଁ ବ୍ୟାପି ଚାଲିଥିବା ବେଳେ ବନ କର୍ମଚାରୀ, ସ୍ବେଚ୍ଛାସେବୀ ସଙ୍ଗଠନ, ଦମକଳ ବାହିନୀ, ପୋଲିସ ଓ...

ଜଙ୍ଗଲ ଗିଳି ଚାଲିଛି ନିଆଁ

ଭୁବନେଶ୍ୱର (ବ୍ୟୁରୋ)/ ନୟାଗଡ ଅଫିସ/ସଜନାଗଡ଼/ ବୁଗୁଡ଼ା, (ଡି.ଏନ.ଏ.)୮।୩: ହୁ ହୁ ମାଡ଼ିଚାଲିଛି ନିଆଁ। ଓଡ଼ିଶାର ବିଭିନ୍ନ ଜଙ୍ଗଲକୁ ଚାଟିଯାଉଛି ବିପର୍ଯ୍ୟୟର ଲହ ଲହ ଜିହ୍ବା। ସବୁଠୁ ବଡ଼ ଚିନ୍ତା ହେଉଛି ୨,୭୫୦ ବର୍ଗ କି.ମି. ଅଞ୍ଚଳ ପରିମିତ ଏସିଆ ମହାଦେଶର...

ଗ୍ରାମର ୨୮ ଧନୀ ବ୍ୟକ୍ତିଙ୍କୁ ହତ୍ୟା ଧମକ

ଗୁଣପୁର, ୮ା୩: ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅଧୀନ କତୁରୁ ଗ୍ରାମରେ ଦେଖିବାକୁ ମିଳିଛି ଧମକପୂର୍ଣ୍ଣ ପୋଷ୍ଟର। ୧୭ ନମ୍ବର ଓ୍ବାର୍ଡ କତୁରୁଠାରେ ତେଲୁଗୁ ଭାଷାରେ ୪ଟି ପୋଷ୍ଟର ଲାଗିଛି। ଏଥିରେ ଗାଁର ୨୮ଜଣଙ୍କ ନାମ ଲେଖାଯାଇ ସେମାନଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri