ଆମ ଜିଲା ଖବର

ସୁନା ବ୍ୟବସାୟୀଙ୍କଠାରୁ ଚୋରିକରି ପଳାଉଥିଲେ ଡ୍ରାଇଭର

ଦେବଗଡ଼,୧୯ା୫(ଡି.ଏନ୍‌.ଏ.)-ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଡ୍ରାଇଭରଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛିି। ତାଙ୍କ ନାମ ମୁକୁଳ ସନ୍ତୋଷ ଦାଶ। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସେନ…

ଶ୍ୱଶୁର ଘର ଯିବାକୁ ବାହାରି ଥିଲେ, ମିଳିଲା ନାଳରୁ ମୃତଦେହ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମ ନିକଟ କୁରେଇଶୁଣି ମନ୍ଦିର ପାର୍ଶ୍ୱରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ସଦର ଥାନା ଅଧୀନ ନୂଆ ବଉଳଝୋଳି ଗ୍ରାମର…

ବିଜେଡି ହାତମୁଠାକୁ ଟାଣ କରିବା ପାଇଁ ବରିଷ୍ଠ ନେତୃବୃନ୍ଦଙ୍କ ଆହ୍ବାନ

ବ୍ରଜରାଜନଗର/ଝାରସୁଗୁଡ଼ା ଅଫିସ,୧୯।୫: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବ୍ରଜରାଜନଗରରେ ବିଜୁ ଜନତା ଦଳର ଏକ କାର୍ଯ୍ୟାଳୟ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରଜରାଜନଗର ମ୍ୟୁନିସିପାଲିଟିରେ ଅବସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ…

ପୂର୍ଣ୍ଣ ଦର୍ଶକରେ ବାରବାଟୀ ମ୍ୟାଚ୍‌

କଟକ ଅଫିସ,୧୯।୫: ପୂର୍ଣ୍ଣ ଦର୍ଶକୀୟ ’କ୍ଷମତାରେ ବାରବାଟୀ କ୍ରିକେଟ୍‌ ମ୍ୟାଚ୍‌ ଖେଳାଯିବ। ଏ ନେଇ ଗୁରୁବାର ବିସିସିଆଇ ପକ୍ଷରୁ ଅନୁମତି ମିଳିଛି। ଜୁନ୍‌ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ହେବ। କରୋନା ସଂକ୍ରମଣକୁ ନେଇ ବିସିସିଆଇ ପକ୍ଷରୁ ବାରବାଟୀ…

୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦିନକର ଦରମା ବନ୍ଦ

ଛତ୍ରପୁର,୧୯।୫(ଡି.ଏନ.ଏ.)-ସ୍କୁଲରେ ଅନୁପସ୍ଥିତ ରହିବା ନେଇ ଗଞ୍ଜାମ ଜିଲାର ୨ ଜଣ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଉକ୍ତ ୨ ଶିକ୍ଷକଙ୍କୁ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ ହେଲେ ଭଞ୍ଜନଗର ବ୍ଳକ…

ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦନ ୩ ଦିନ ବନ୍ଦ ରହିବ

କୋରାପୁଟ,୧୯।୫(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲିଠାରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ୩ ଦିନ ବନ୍ଦ ରଖିବା ପାଇଁ ପ୍ରକଳ୍ପ କର୍ତ୍ତପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ବନ୍ଦ ଯୋଗୁ ଦୈନିକ କ୍ଷତି ୧୮ ଲକ୍ଷ ଅନୁସାରେ ମୋଟ ୫୪…

ଝରିଗାଁ-ଡାବୁଗାଁ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଝରିଗାଁ ୧୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝରିଗାଁ-ଡାବୁଗାଁ ରାସ୍ତାରେ ଏକାଧିକ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ସଦରସ୍ଥିତ ବିଭିନ୍ନ ହୋଟେଲ, ଦୋକାନ ଓ ଘରର…

ସରକାରୀ ଅର୍ଥରେ ବେସରକାରୀ ସଂସ୍ଥାକୁ ରାସ୍ତା

ସୁନାବେଡ଼ା/ସେମିଳିଗୁଡ଼ା, ୧୯।୫ (ସ୍ବ.ପ୍ର.): ସରକାରୀ ଅର୍ଥରେ ବେସରକାରୀ ରାସ୍ତା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ ନିର୍ମାଣ ହୋଇଥିବା ଏବେ ନଜରକୁ ଆସିଛି। ୨୬ ନଂ. ଜାତୀୟ ରାଜପଥ ପାଶର୍‌ବରେ ପୌର ପରିଷଦର ମଲ୍ଟି ଫଙ୍କସନ ହଲ୍‌ ରହିଛି। ଏହା ନିକଟରେ ମା’…

ବଦଳି ସତ୍ତ୍ୱେ ଗାଦି ଛାଡୁନାହାନ୍ତି ଏବିଇଓ

ସେମିଳିଗୁଡ଼ା/ସୁନାବେଡ଼ା, ୧୯।୫(ସ୍ବ.ପ୍ର.): ଅନ୍ୟତ୍ର ବଦଳି ସତ୍ତ୍ୱେ ସେମିଳିଗୁଡ଼ା ଏବିଇଓ ଜସନ ବେନିଆ ଗାଦି ଛାଡୁନାହାନ୍ତି। ମାସେ ହେଲାଣି ସେ ବଦଳି ସ୍ଥାନକୁ ନ ଯାଇ ଏଠାରେ ଅଛନ୍ତି। ତାଙ୍କର ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌କୁ ୨୦ା୪ା୨୨ରେ ବଦଳି ହୋଇଛି। ୧୯୯୧ରେ ସେମିଳିଗୁଡ଼ା…

ପଞ୍ଚାୟତ ଅଫିସରେ ତାଲା ପକାଇଲେ ହିତାଧିକାରୀ

ଟିକିରି,୧୯।୫(ଡି.ଏନ୍‌.ଏ.): ଟାଇଁ ଟାଇଁ ଖରାରେ ଭତ୍ତା ଟଙ୍କା ପାଇଁ ବୟସ୍କ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଛନ୍ତି। ହେଲେ ପଞ୍ଚାୟତ ଅଧିକାରୀ ସେମାନଙ୍କୁ ଭତ୍ତା ଦେବା ବଦଳରେ ବିଭିନ୍ନ ଆଳ ଦେଖାଇ ହଇରାଣ କରୁଛନ୍ତି। ରାୟଗଡ଼ା ଜିଲା କାଶୀପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ…

ସ୍ମାର୍ଟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ଡାବୁଗାଁ,୧୯।୫(ଡି.ଏନ୍‌.ଏ.): ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ନୁଆ ବସ୍‌ଷ୍ଟାଣ୍ଡ ଠାରେ ସ୍ମାର୍ଟ ବସଷ୍ଟାଣ୍ଡନିର୍ମାଣ ହେବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ସରିଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ ବସଷ୍ଟାଣ୍ଡ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଡାବୁଗାଁ…

ପ୍ରଶାସନର ହସ୍ତକ୍ଷେପରେ ହଟାଗଲା ବାଉଁଶ ବାଡ଼

ପାରଳାଖେମୁଣ୍ଡି,୧୯।୫(ଡି.ଏନ୍‌.ଏ.): ଗୋଷାଣୀ ବ୍ଲକ ଅନ୍ତର୍ଗତ ରଣଦେବୀ ଛକ ନିକଟ ମୁଖ୍ୟରାସ୍ତା ଉପରେ ଗତ କିଛି ଦିନ ହେଲା ଜଣେ ବ୍ୟକ୍ତି ନିଜ ଜାଗା ବୋଲି ଦର୍ଶାଇ ରାସ୍ତାକୁ ଲାଗି ବାଉଁଶ ବାଡ ବେଡି ଦେଇଥିଲେ। ବୁଧବାର ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?