ଆମ ଜିଲା ଖବର

୬ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌, ଦରମା ବନ୍ଦ

ଛତ୍ରପୁର,୨୬।୫(ଡି.ଏନ.ଏ.) ଗଞ୍ଜାମ ଜିଲାରେ ସ୍କୁଲ ସକାଳୁଆ ଚାଲିଛି। ବିଭିନ୍ନ ସମୟରେ ବିଭିନ୍ନ ସ୍କୁଲରେ ଶିକ୍ଷକମାନେ ବିନା ଅନୁମତିରେ ଅନୁପସ୍ଥିତ ରହୁଛନ୍ତି। ଏଥିସହ କେତେକ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ଦେଖିବାକୁ ମିଳୁଛି ା ସକାଳ ୬ ଟାରେ ସ୍କୁଲ ଆସିବା ନିୟମ…

ଦାରିଙ୍ଗବାଡ଼ିରେ ସ୍ବଚ୍ଛ ଭାରତ ମିଶନ ଫେଲ: ବସ୍‌ଷ୍ଟାଣ୍ଡ ଅଞ୍ଚଳ ପୂତିିଗନ୍ଧରେ ନାକ ଫାଟିପଡ଼ୁଛି

ଦାରିଙ୍ଗବାଡ଼ି,୨୬।୫(ଡି.ଏନ.ଏ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ସରସ ସୁନ୍ଦର କରିବାକୁ ବହୁବାର ବୈଠକ ବସୁଛି ହେଲେ ଏବେ ଉକ୍ତ ଅଞ୍ଚଳରେ ସ୍ବଚ୍ଛଭାରତ ମିଶନ ଫେଲ ହେବା ଦେଖିବାକୁ ମିଳୁଛି। ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକ…

ମୌଳିକ ସୁବିଧାରୁ ବଞ୍ଚିତ ନିଲ୍ଡିକ୍ଲିଆ ଗ୍ରାମବାସୀ

ଆର.ଉଦୟଗିରି/ପାରଳାଖେମୁଣ୍ଡି, ୨୬।୫(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡା ଗ୍ରାମ ପଞ୍ଚାୟତର ନିଲ୍ଡିକ୍ଲିଆ ଗ୍ରାମରେ ପହଞ୍ଚି ପାରୁନି ମୌଳିକ ସୁବିଧା। ସରକାରଙ୍କ ମାଳ ମାଳ ଯୋଜନା ଏଠି ବାଟବଣା ହୋଇ ଅଧା ରାସ୍ତାରୁ ଫେରି ଯାଉଛି। ରାସ୍ତା, ପାନୀୟ ଜଳ, ବିଜୁଳି…

ନକଲି ଏମ୍‌ଭିଆଇ ଗିରଫ

ଜଳେଶ୍ୱର, ୨୬।୫(ଡି.ଏନ.ଏ.): ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟବର୍ତ୍ତୀ ଅଞ୍ଚଳରେ ଏମ୍‌ଭିଆଇ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ପଶ୍ଚିମବଙ୍ଗ ସୋନାକଣି ଅଞ୍ଚଳର ଅରିନ୍ଦମ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅରିନ୍ଦମ ଗତବର୍ଷ ତୀର୍ଥଯାତ୍ରୀ…

ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝର, ୨୬।୫ (ସ୍ବ.ପ୍ର.): କିଛି ଦିନ ତଳେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତୋଟାଡିହ ଗ୍ରାମର ଦଶରଥ ଗଡମାଝୀଙ୍କ ଝିଅ କୁନ୍ତଳା(୨୧)। ତାଙ୍କ ମୃତଦେହ…

୩ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ସିମୁଳିଆ, ୨୬।୫(ଡି.ଏନ.ଏ.): ‘ଧରିତ୍ରୀ’ରେ ଖବର ପ୍ରକାଶ ହେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଆଦିବାସୀ ସାହିରେ ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ୩ ନାବାଳକ କୁଆଁର ମୁର୍ମୁ(୬), ଗୋବିନ୍ଦ ମୁର୍ମୁ(୮) ଓ ଡେରୁ ମୁର୍ମୁ(୯)…

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଠିକାଦାର

ଧାମନଗର,୨୬।୫(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଚମ୍ପାବାଗ ଅଙ୍ଗନଓ୍ବାଡି କେନ୍ଦ୍ରରେ ଠିକାଦାର କାମସାରି ବିଲ୍‌ ନ ପାଇବାରୁ ତାଲା ପକାଇ ରଖିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଅଙ୍ଗନଓ୍ବାଡି କେନ୍ଦ୍ର ମରାମତି ପାଇଁ ବୁଲବୁଲ ସହାୟତାରେ ଦୁଇଲକ୍ଷ…

ଅସୁରକ୍ଷିତ ପ୍ରାଣୀ ଚିକିତ୍ସାଳୟ

ଖଇରା, ୨୬।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ସରିବାର ପାଖାପାଖି ସାଢେ ୩ବର୍ଷ ବିତିଗଲାଣି। ନୂଆ କାନ୍ଥରେ ଶିଉଳି ଲାଗି ପୁରୁଣା ଭଳି ଦେଖାଗଲାଣି। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ଥାଣୁ ହୋଇବସିଛି।…

ଶ୍ରୀଜଗନ୍ନାଥ ଷ୍ଟିଲ୍‌ କମ୍ପାନୀରେ ପିଲେଟ୍‌ ଉତ୍ପାଦନ ବନ୍ଦ

ବଡ଼ବିଲ, ୨୬।୫(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ନୂତନ ଏକ୍ସପର୍ଟ ଡ୍ୟୁଟି (ବହିଃ ଶୁଳ୍କ) ଲାଗୁ ହେବା ଯୋଗୁ ବିଭିନ୍ନ ଇସ୍ପାତ ଶିଳ୍ପରେ ଅଚଳାବସ୍ଥା ଦେଖାଦେଇଛି। କେନ୍ଦୁଝର ଜିଲା ବଡ଼ବିଲ ଉପକଣ୍ଠର ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ କମ୍ପାନୀର ପିଲେଟ କାରଖାନାରେ ଉତ୍ପାଦନକୁ ବୁଧବାରଠାରୁ ବନ୍ଦ…

ଚଳନ୍ତା ଟ୍ରକ୍‌ରେ ଯୁବକଙ୍କୁ ବନ୍ଧା ହେବା ଘଟଣା: ଚାଳକ ଗିରଫ

ପାରାଦୀପ,୨୬ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ ନଂ. ଜାତୀୟ ରାଜପଥ ଭୂତମୁଣ୍ଡାଇ ମହାନଦୀ ପୋଲ ଉପରେ ଜଣେ ଯୁବକଙ୍କୁ ଟ୍ରକ୍‌ରେ ବାନ୍ଧି ଚଳାଇବା ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ପାରାଦୀପ ଲକ୍‌ ଥାନା ପୋଲିସ ଟ୍ରକ ଚାଳକଙ୍କୁ ବୁଧବାର ସାରେ ଗିରଫ କରିଛି।…

ଛବି ଖରାପ କରିବାକୁ ଚାଲିଛି ଷଡ଼ଯନ୍ତ୍ର: ଏକ ଫେସ୍‌ବୁକ ଆକାଉଣ୍ଟ ପେଜ୍‌ରେ…

କଟକ ଅଫିସ, ୨୬।୫: ଓଡ଼ିଆ ସିନେମା ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପୁରୀଘାଟ ଥାନାରେ ଅଭିଯୋଗ କରିବାର ୨ଦିନ ପରେ ବର୍ଷା ବୁଧବାର ସାଇବର ଥାନାର…

ବୃକ୍ଷ ଶୂନ୍ୟ ହେଉଛି ଖଳିସାହି-କୋସକା ରାସ୍ତା

ଖଣ୍ଡପଡା.୨୬ା୫ (ସ୍ବ.ପ୍ର.):ଜୀବନ୍ତ ତଥା ସବୁଜ ବୃକ୍ଷକୁ ବନ ବିଭାଗର ବିନା ଅନୁମତିରେ କାଟିବା ଆଇନ ଅନୁଯାୟୀ ଦଣ୍ଡନୀୟ । ତେବେ ଗଛଗୁଡିକୁ କିପରି ମାରି ପରେ କଟାଯାଇ ପାରିବ ସେ ନେଇ କେତେଜଣ ବ୍ୟକ୍ତି ଅଭିନବ ଉପାୟ ଆପଣେଇ ଥିବା ପରିଲକ୍ଷତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?