ଚିଲିକାରେ ଚାଲିବ ହାଉସ ବୋଟ୍ ‘ଗରୁଡ଼’
ବାଲୁଗଁା,୨୮ା୫(ଡି.ଏନ୍.ଏ.): ଚିଲିକାରେ ପର୍ଯ୍ୟଟକଙ୍କ ପାଇଁ ଜୁନ୍ ପହିଲାରୁ ଚାଲିବ ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହାଉସ୍ ବୋଟ୍ ‘ଗରୁଡ଼’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପର୍ଯ୍ୟଟନ ବିଭାଗର ଅନୁମୋଦନ ପରେ ବିକାଶ ଇକୋ ରିସୋର୍ସ ପକ୍ଷରୁ ଏହି…
ବେଆଇନ ଭ୍ରୂଣ ନିରୂପଣ କେନ୍ଦ୍ର ସିଲ୍
ବ୍ରହ୍ମପୁର ଅଫିସ,୨୮ା୫: ଗଞ୍ଜାମ ଜିଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲିରେ ଏକ ଘରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ଗର୍ଭସ୍ଥ ଶିଶୁଙ୍କ ଲିଙ୍ଗ ନିରୂପଣ କରାଯାଉଥିଲା। ଏହି ସୂଚନା ମିଳିବା ପରେ ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଗୁରୁବାର ସନ୍ଧ୍ୟାରେ…
ନନ୍ଦନକାନନରେ ବହୁତଳ ପାର୍କିଂ ଉଦ୍ଘାଟିତ
ଭୁବନେଶ୍ୱର,(ବ୍ୟୁରୋ)/ବାରଙ୍ଗ, ୨୮ା୫ (ଡି.ଏନ୍.ଏ): ନନ୍ଦନକାନନଠାରେ ତିନି ମହଲା ବିଶିଷ୍ଟ ବହୁତଳ କାର୍ ପାର୍କିଂ ସୁବିଧାର ଶୁକ୍ରବାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ଏହି ପାର୍କିଂ ସ୍ଥଳରେ ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି…
ଘାଟିରେ ଓଲଟିଲା ଅଟୋ
ଆର,ଉଦୟଗିରି,୨୭ା୫(ଡି.ଏନ୍.ଏ.)-ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରୁ ଏକ ଅଟୋ ଯୋଗେ କେତେଜଣ ଛାତ୍ରୀ ମୋହନା ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଲୁଦୁପଙ୍କା ଘାଟି ନିକଟରେ ଓଲଟି ପଡିଥିଲା। ଫଳରେ ୪ ଜଣ ଛାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର…
ପୌର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର
ଭଦ୍ରକ ଅଫିସ, ୨୭।୫-ଭଦ୍ରକ ପୌରପାଳିକା କାଉନସିଲ ବୈଠକ ପରେ ଶୁକ୍ରବାର ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ବୈଠକ ସରିବା ପରେ କୌଣସି କାରଣକୁ ନେଇ ଜଣେ ବ୍ୟକ୍ତି ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ…
ସମବାୟ ନିର୍ବାଚନ: ୧୦୩ ନାମାଙ୍କନ ପତ୍ର ଦାଖଲ
ଜମନକିରା,୨୭ା୫(ଡି.ଏନ.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକରେ ଥିବା ୩ଟି ଲ୍ୟାମ୍ପ୍ସରେ ମୋଟ ୧୦୩ଜଣ ପ୍ରାର୍ଥୀ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଅନୁସାରେ, ପ୍ରତ୍ୟେକ ଲାମ୍ପ୍ସକୁ ୧୫ଟି ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇ ନିିର୍ବାଚନ ପ୍ରକ୍ରିୟା ହେଉଛି। ଧାର୍ଯ୍ୟ ତାରିଖ ଅନୁଯାୟୀ…
ମହଙ୍ଗା ପଡ଼ିଲା ଫେସ୍ବୁକ ପ୍ରେମ: ଛଦ୍ମବେଶୀ ଯୁବକଙ୍କ ଚୁଟି କାଟିଦେଲେ ଗ୍ରାମବାସୀ
ବାସୁଦେବପୁର, ୨୭।୫(ଡି.ଏନ.ଏ.): ଫେସ୍ବୁକରୁ ପ୍ରେମ ଓ ପରେ ବିବାହ। ଜଣେ ଛଦ୍ମବେଶୀ ଯୁବକଙ୍କୁ ମହଙ୍ଗା ପଡ଼ିଛି ପ୍ରେମ କରିବା କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାରେ। ସୂଚନାଯୋଗ୍ୟ, ଜମ୍ବୁ ରାମନଗର ଗ୍ରାମର ମେଘନା ଓରଫ ମେଘନାଦ ମଣ୍ଡଳ ନିଜକୁ…
ବ୍ୟାଙ୍କ ଋଣ ଶୁଝିବା ଆଳରେ ଠକେଇ, ୨ ଗିରଫ
ବ୍ରହ୍ମପୁର ଅଫିସ,୨୭ା୫: ମାଲିକଙ୍କ ମୃତ୍ୟୁ ପରେ ବ୍ୟାଙ୍କ ଋଣ ଶୁଝିବା ଆଳରେ ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନର ଚାବି ନେଇ ୬୦ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି କରି ଟଙ୍କା ଠକି ନେଇଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ…
ପ୍ରେମ ପାଇଁ ବାପାଙ୍କୁ ହାଣିଲେ ପୁଅ
ବ୍ରହ୍ମପୁର ଅଫିସ,୨୭ା୫: ପାରିବାରିକ କଳହରୁ ବାପାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ପୁଅ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୋଚି ସାହିର ଏ. ଭେଙ୍କଟରମଣଙ୍କ ପୁଅ ଏ. ସୁରଜ ଓ ତାଙ୍କ ସହଯୋଗୀ ଖାଲାସୀ ସାହିର…
ପାଚିକା ସହାୟିକା ସଂଘର ବିକ୍ଷୋଭ
ବ୍ରହ୍ମପୁର ଅଫିସ୍,୨୭ା୫: ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସହାୟିକା ସଂଘର ଏକ ରାଲି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ବାହାରି ଗିରିରୋଡ଼…
ଧାନମଣ୍ଡଳ ପଞ୍ଚାୟତରେ ସରିଲା ଭୋଟ ଗ୍ରହଣ
ଚଣ୍ଡିଖୋଲ,୨୭।୫(ଡି.ଏନ୍.ଏ.): ଯାଜପୁର ଜିଲା ବଡଚଣା ନିର୍ବାଚନମଣ୍ଡଳୀର ଧାନମଣ୍ଡଳ ପଞ୍ଚାୟତରେ ଶୁକ୍ରବାର ଉପନିର୍ବାଚନ ହୋଇଯାଇଛି। ଶହଶହ ଭୋଟର ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଶୁକ୍ରବାର ବିଭିନ୍ନ ପଞ୍ଚାୟତରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଧାନମଣ୍ଡଳ ସରପଞ୍ଚ ପ୍ରାର୍ଥୀଙ୍କ…
କଟକରେ ପୁଣି ନକଲ କୋଲ୍ଡଡ୍ରିଙ୍କ୍ସ
କଟକ ଅଫିସ, ୨୭।୮: କଟକରେ ପୁଣି ନକଲି ଜିନିଷ ଜବତ କରାଯାଇଛି। କଟକ ଜଗତପୁରରେ ନକଲି କୋଲ୍ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଠାବ ହୋଇଛି। ସିଏମ୍ସି ସ୍ବାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିଲା। ସେଠାରେ…

