ଆମ ଜିଲା ଖବର

ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟକୁ ଆସିଲେ ଅନୁଭବ

କଟକ ଅଫିସ,୧୨।୭:କଟକ ପରିବାର ଅଦାଲତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏମ୍‌ପି ଅନୁଭବ ମହାନ୍ତିଙ୍କ ବିବାଦ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ସୋମବାର କୋର୍ଟରେ ଉପସ୍ଥିତ ହୋଇଥିଲେ ଏମ୍‌ପି ଅନୁଭବ ମହାନ୍ତି। ପ୍ରତିପକ୍ଷ ଓକିଲ ଅର୍ଥାତ ବର୍ଷାଙ୍କ ଆଇନଜୀବୀ ତାଙ୍କୁ ଜେରା…

ରୋଷଘର ଚଟାଣରେ ଲାଗିଲାନି ନୂଆ ପଥର

ପୁରୀ ଅଫିସ,୧୨।୭:ଶ୍ରୀମନ୍ଦିର ମରାମତି ଓ ରୋଷଘର ନୂଆ ଚଟାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ନିର୍ଦ୍ଧାରିତ କାମ ସରି ନ ଥିବାବେଳେ ମଙ୍ଗଳବାର ନୀଳାଦ୍ରି ବିଜେ ହେବାକୁ ଥିବାରୁ ରାଜ୍ୟ ସରକାରଙ୍କୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ଦାୟିତ୍ୱ ହସ୍ତାନ୍ତର କରିଛି। ସୋମବାର…

ଆଜି ନୀଳାଦ୍ରି ବିଜେ

ପୁରୀ ଅଫିସ, ୧୨ା୭:ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାବାହୁ। ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସୋମବାର ରଥ ଉପରେ ଅଧରପଣା…

ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

କଟକ ଅଫିସ,୧୨ା୭:ମାଟ୍ରିକ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୋମବାରଠାରୁ ଉତ୍ତର ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ ମାଧ୍ୟମରେ…

ବୀମା ଟଙ୍କା ପାଇଁ ରାତି ୩ଟାରୁ ଧାଡ଼ି

ଝାରସୁଗୁଡ଼ା ଅଫିସ୍‌,୧୨।୭:ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକରେ ଥିବା ସମ୍ବଲପୁର ଜିଲା କେନ୍ଦ୍ରୀୟ ସମବାୟ (ଏସ୍‌ଡିସିସି) ବ୍ୟାଙ୍କରୁ ଫସଲ ବୀମା ଟଙ୍କା ପାଇବା ପାଇଁ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟାଙ୍କରେ ଗୋଟିଏ ମାତ୍ର କାଉଣ୍ଟର ଥିବାରୁ ଲୋକଙ୍କୁ…

ଚାପରେ ନିର୍ଦ୍ଦେଶ ବଦଳିଲା

ଢେଙ୍କାନାଳ ଅଫିସ୍‌, ୧୨ା୭:ବିଦ୍ୟାଳୟ ପରିସରକୁ ଗଣମାଧ୍ୟମ ପ୍ରତିନିଧିମାନେ କ୍ୟାମେରା ନେଇ ଯାଇପାରିବେ ନାହିଁ। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ଏଭଳି ଏକ ବିବାଦୀୟ ନିର୍ଦ୍ଦେଶନାମାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଉଠିବା ପରେ ନିଷ୍ପତ୍ତି ବଦଳିଛି। କଙ୍କଡ଼ାହାଡ଼ ବ୍ଲକ…

ଜୀବନ୍ତ ଜଳିଗଲେ ଦିବ୍ୟାଙ୍ଗ ଯୁବତୀ

କଟକ ଅଫିସ ,୧୨/୭: କଟକ ସୂତାହାଟ ଅଞ୍ଚଳର ଖ୍ରୀଷ୍ଟିଆନ ସାହିରେ ସୋମବାର ରାତିରେ ଅଗ୍ନିକାଣ୍ଡରେ ଜଣେ ଦିବ୍ୟାଙ୍ଗ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତା ହେଲେ ୨୧ ବର୍ଷୀୟା ଲତିଫା ଶେଖ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏ ନେଇ…

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବୁଗୁଡ଼ା,୧୧ା୭(ଡି.ଏନ.ଏ.): ଫୁଲ ତୋଳିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ସୋମବାର ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ବୁଗୁଡ଼ା ସୀମାଞ୍ଚଳ ମାର୍ଗ ପ୍ରଥମ ଲାଇନରେ ରହୁଥିବା ତାକରଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବହରି ଚୌଧୁରୀଙ୍କ ସ୍ତ୍ରୀ ସୋମବାର…

ବିଦ୍ୟାଳୟ ଶ୍ରେଣୀ ଗୃହରେ ଉଇ ହୁଙ୍କା

ମାଲକାନଗିରି,୧୧ା୭ (ଡି.ଏନ୍‌.ଏ.): ବିଦ୍ୟାଳୟର ଶ୍ରେଣୀ ଗୃହ ମଧ୍ୟରେ ଉଇ ହୁଙ୍କା ସହ ପାଣି ଓ ଅଳିଆ ଆବର୍ଜନାରେ ଭର୍ତ୍ତି। ଏଭଳି ଅଭାବନୀୟ ଶ୍ରେଣୀ ଗୃହ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଡୁରିଗୁଡା ପ୍ରାଥମିକ ବିଦ୍ୟାଳୟରେ। ଏ ସମ୍ପର୍କରେ ଚିତ୍ରକୋଣ୍ଡା…

ଶୋଇଥିବା ବେଳେ ହାତୀ ଭାଙ୍ଗିଲା ଘର

ମୋରଡ଼ା,୧୧ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଆତଙ୍କ ଥମିବାର ନଁା ଧରୁନି। ଏହି ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁରରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ପଶି ଗୁଙ୍ଗୁ ସିଂଙ୍କ ଘର ଭାଙ୍ଗି ଦେଇଛି। ହାତୀ ଶବ୍ଦ…

ଚୋରି ସାମଗ୍ରୀ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଧରିଲେ ଲୋକେ.

ଧାମନଗର, ୧୧।୭ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ବେଆଇନ କବାଡ଼ିଆ ଦୋକାନ ବୃଦ୍ଧି ପାଉଛି। କବାଡ଼ିଆ ଦୋକାନ ବୃଦ୍ଧି ଯୋଗୁ ଚୋରି ମଧ୍ୟ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଚୋରମାନେ ବିଭିନ୍ନ ଛୋଟ ବଡ଼ ଦୋକାନ ଓ ଅଫିସରୁ ଚୋରି…

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

କାଳିଆପାଣି,୧୧ା୭(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ କାଳିଆପାଣି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ସାରୁଆବିଲ ନୂଆସାହିର ପଞ୍ଚାନନ ପ୍ରଧାନ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?