ପରିବାର ଲୋକେ ମନାକରିବାରୁ ସୁଧାର ଗୃହ ଗଲେ ଉଦ୍ଧାର ମହିଳା
ଆସିକା,୮।୭(ଡି.ଏନ୍.ଏ.): ଗାଙ୍ଗପୁର ଥାନା ଚଞ୍ଚରାପଲ୍ଲୀ ଗ୍ରାମର ସାଇବାଣୀ ଗୌଡ ୫ବର୍ଷ ହେଲା ନିଖୋଜ ଥିଲେ। ତାଙ୍କୁ ଗାଙ୍ଗପୁର ପୋଲିସ ହରିୟାଣାର ଶିର୍ଶା ଜିଲା ଅନ୍ତର୍ଗତ ଏଲାନାବାଗରୁ ଉଦ୍ଧାର କରି ମଙ୍ଗଳବାର ଗାଁକୁ ଆଣିଥିଲେ। ତେବେ ପରିବାରରେ ତାଙ୍କ ରହିବା ନେଇ କୌଣସି…
ଦୁଇ ଦିନରେ ଶେଷ ହେବ ରୂପା ଛାଉଣୀ କାର୍ଯ୍ୟ
ପୁରୀ ଅଫିସ,୮।୭: ଶ୍ରୀମନ୍ଦିରର ସମସ୍ତ ଦ୍ୱାର ରୂପା ଛାଉଣୀ କରାଯିବ। ପ୍ରସ୍ତାବିତ ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାରୁ କଳାହାଟ ଦ୍ୱାରର ରୂପା…
ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ
ନୂଆପଡ଼ା ଅଫିସ,୮।୭: ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟରେ ଶୁକ୍ରବାର ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ନୂଆପଡ଼ା ଛତିଶଗଡ଼ ସୀମାନ୍ତ ଗରିଆବନ୍ଧ ଜିଲା ଆମାମୋରା ନିକଟ ଓରାଗାଁ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏସ୍ଓଜ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ…
ଝାଡ଼ାବାନ୍ତିରେ ୩୫ ଛାତ୍ର ଆକ୍ରାନ୍ତ
ରାୟଗଡା ଅଫିସ,୮।୭: ରାୟଗଡା ଜିଲା ବିଷମ କଟକ ବ୍ଲକ ଅଧୀନ ଡୁମ୍ବୁରିନେଲି ସଦର ପଞ୍ଚାୟତ ଦଣ୍ଡାପୋଡା କେବିକେ ଛାତ୍ର ନିବାସରରେ ୩୫ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇବା ପରେ ଶୋଇଥିଲେ। ସକାଳୁ ଉଠିବା ପରେ…
ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର
ବାରିପଦା ଅଫିସ,୮ା୭: ମୟୂରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଘରବାଡ଼ି ପଟ୍ଟା କରାଇ ଦେବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି…
ଲକ୍ଡାଉନ୍ ପରଠାରୁ ବିଦ୍ୟାଳୟରେ ତାଲା
ଦାରିଙ୍ଗବାଡ଼ି,୮ା୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ଦୁର୍ଗମ ତଜଡ଼ବାଡ଼ି ଗାଁକୁ ସବୁଦିନିଆ ରାସ୍ତାଟିଏ ନ ଥିବାବେଳେ ବିଦ୍ୟାଳୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେହିପରି ପିଇବା ପାଣିର ଅଭାବ ସାଙ୍ଗକୁ ଅଙ୍ଗନଓ୍ବାଡ଼ି ଶିଶୁଙ୍କ ପାଇଁ କେନ୍ଦ୍ରଟିଏ ନ ଥିବା ଗ୍ରାମବାସୀ…
ଯୁବକଙ୍କୁ ପିଟିପିଟି ହତ୍ୟା, ସରପଞ୍ଚଙ୍କ ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟେକ୍ତ ଲୋକେ
ବାଲେଶ୍ୱର ଅଫିସ,୮ା୭: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧିନସ୍ଥ ଶ୍ରୀଜଙ୍ଗ ଗାଁରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରିଥିବାର ଜଣାପଡ଼ିଛି। କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ କିଛି ଲୋକ। ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ୱର ମେଡିକାଲରେ…
‘ଆତ୍ମବିଶ୍ୱାସ ସହ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିବ’
ଝାରସୁଗୁଡ଼ା ଅଫିସ,୮ା୭: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ୍ ପଞ୍ଚଗାଁ ଦେବକୀଦେବୀ ବାଳିକା ହାଇସ୍କୁଲ ଛାତ୍ରୀ ଆଶା ବାରିକ ସର୍ବାଧିକ ୫୭୯ ନମ୍ବର ରଖି ଜିଲା ଟପ୍ପର ହୋଇଛନ୍ତି। ଆଶା ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଆତ୍ମବିଶ୍ୱାସ ସହ ପରିଶ୍ରମ…
ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଗୋଡାଇଲେ ହାତୀପଲ
କୁଚିଣ୍ଡା,୮ା୭(ଡି.ଏନ୍.ଏ.) ସମ୍ବଲପୁର ଜିଲା ମହୁଳପାଲି ଥାନା କୁସୁମୀ ଫାଣ୍ଡି ଅଧୀନ କୁଚିଣ୍ଡା ବ୍ଲକ (କୁ) ଜମନକିରା ପଞ୍ଚାୟତ ଜଲଡିହି(ଲିଟିପଡା)ର ନରେନ୍ଦ୍ର କିଷାନ (୫୦) ହାତୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ନରେନ୍ଦ୍ର କେତେଜଣ ମହିଳାଙ୍କ ସହ ଛତୁ ଓ ଜଙ୍ଗଲି…
ସାଧାରଣ ନିର୍ବାଚନକୁ ନେଇ ଏବେଠୁ କେନ୍ଦ୍ରମନ୍ତ୍ରୀଙ୍କ ରଣନୀତି
ଜୁନାଗଡ଼,୮।୭(ଡି.ଏନ୍.ଏ.): କଳାହାଣ୍ଡି ଗସ୍ତରେ କେନ୍ଦ୍ର ସଂଖ୍ୟା ଲଘୁ ଓ ବ୍ୟାପାର ମନ୍ତ୍ରୀ ଜନ୍ ବାର୍ଲା। ଗୁରୁବାର ଅପରାହ୍ନରେ ସେ ନବରଙ୍ଗପୁର ଜିଲାରୁ କଳାହାଣ୍ଡି ଜିଲା ଅଭିମୁଖେ ବାହାରିଥିଲେ। ରାତି ୯ଟାରେ ସେ ଜୁନାଗଡ଼ ସହରସ୍ଥିତ ଭାଜପା କାର୍ଯ୍ୟାଳୟରେ ପହିଞ୍ଚଥିଲେ। ଏହାପୂର୍ବରୁ ଜୁନାଗଡ଼…
ମମିତା ହତ୍ୟାକାଣ୍ଡ ମାମଲା: ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ ସାହୁ
ବଲାଙ୍ଗୀର ଅଫିସ,୮।୭: ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହୋଇଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋବିନ୍ଦ ଏବଂ ସହଯୋଗୀ କୋର୍ଟ ପହଞ୍ଚିଛନ୍ତି।…
ବୋହି ହେଉନି ଗ୍ୟାସ ବୋଝ
ଅନୁଗୋଳ ଅଫିସ,୮ା୭ ତୈଳ ଦର ଆକାଶଛୁଅଁା। ପେଟ୍ରୋଲ ଲିଟର ଶହେ ଟଙ୍କା ଉପରେ। ଡିଜେଲ ଶତକ ପାଖାପାଖି। ଖାଇବା ତେଲ ୨ଶହରୁ ତଳକୁ ଖସୁନି। ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟରେ ହ୍ରାସର ସମ୍ଭାବନା ଦେଖାଯାଉନି। ଏପରି ଦର ବୃଦ୍ଧିକୁ ନେଇ ଗରିବ,…
Archives


