ବିଷ ପିଇ ଜୀବନ ହାରିଲେ ନାବାଳକ
ସୋର,୧୩।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ମଧୁସୂଦନପୁର ପଞ୍ଚାୟତ ଡଗାରା ଗ୍ରାମର ଜଣେ ନାବାଳକ ଗୁରୁବାର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ଏକ ନାଳ ନିକଟରେ ମୁହଁମାଡି ପଡିଥିବାର ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର…
ସମ୍ବଲପୁର-ସୁନ୍ଦରଗଡ଼କୁ ଯୋଡ଼ିଲା ଲହରଙ୍ଗା ସେତୁ
ସମ୍ବଲପୁର,୧୩ା୧୦(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ଲହରଙ୍ଗା ନଦୀରେ ନିର୍ମିତ ସେତୁ ବୁଧବାର ଉଦ୍ଘାଟିତ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହା ଦ୍ୱାରା ଗମନାଗମନ କ୍ଷେତ୍ରରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲା ଯୋଡିହୋଇଛି। ବାମରା…
ବଜାରରେ ପରିବା ଦର ଆକାଶଛୁଆଁ
ବୁଗୁଡ଼ା,୧୩।୧୦(ଡି.ଏନ୍.ଏ.): ବୁଗୁଡ଼ା ସହରରେ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହା ସିଧାସଳଖ ଲୋକଙ୍କ ପକେଟକୁ ମାଡ଼ କରିଛି। ତେବେ ଦର ନିୟନ୍ତ୍ରଣ ପ୍ରତି କୌଣସି ପ୍ରଶାସନିକ ଲଗାମ ନ ଥିବାରୁ ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇ…
୨୨ ବର୍ଷ ପରେ ମା’ କୋଳକୁ ଫେରିଲେ ପୁଅ, ଗୁଗ୍ଲରେ ଲୋକେସନ ସର୍ଚ୍ଚ କରି ପହଞ୍ଚିଲେ ଗାଁରେ
ମାଲକାନଗିରି,୧୩ା୧୦(ଡି.ଏନ୍.ଏ.): ସଂସାରରେ ମା’ ଠାରୁ ବଡ଼ କେହି ନାହିଁ। ଯିଏ ଯେତେ ବଡ଼ ହେଉ ନା କାହିଁକି ମା’ କଥା ମନେ ପଡ଼ିଲେ କେହି ଅଟକାଇ ପାରିବେ ନାହିଁ। ସବୁ ବାଧାବିଘ୍ନକୁ ଏଡ଼ାଇ ନିଶ୍ଚିତ ଜଣେ ପୁଅ ଆସି ମା’ ପାଖରେ…
ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ
କାମାକ୍ଷାନଗର,୧୩ା୧୦(ଡି.ଏନ୍.ଏ.): ଜଣେ ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଗୁରୁବାର ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ଫଳରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ଏଠାରେ। ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି…
ପଟ୍ଟାମୁଣ୍ଡାଇ କେନାଲରେ ୩ ଯୁବକ ଭାସିଯିବା ଘଟଣା: ୨ ମୃତଦେହ ମିଳିଲା, ଜଣଙ୍କର ପତ୍ତା ମିଳୁନି
କଟକ ଅଫିସ,୧୩ା୧୦: କଟକ ଜିଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଧବାର ୩ ଯୁବକ ଭାସି ଯାଇଥିଲେ। ଗୁରୁବାର ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଦ୍ୱୟ ତ୍ରିଲୋଚନ ମହଲା ଓ ବାଦଲ ସାହୁ। ତ୍ରିଲୋଚନଙ୍କ ଘର…
ବନବିଭାଗ ପାଟ୍ରୋଲିଂ ଗାଡ଼ିକୁ ନାଳକୁ ଠେଲିଦେଲା ଦନ୍ତା, ୬ କର୍ମଚାରୀ ଆହତ
ନୀଳଗିରି,୧୩ା୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟର ଏକ ଦନ୍ତାହାତୀ ଖୁମକୁଟ ଅଞ୍ଚଳରେ ଉପଦ୍ରବ କରୁଥିବାର ଖବରପାଇ କୁଲଡିହା ବନବିଭାଗ ଦନ୍ତାଟିକୁ ଘଉଡ଼ାଇବା ପାଇଁ ଯାଇଥିଲେ। ମାତ୍ର ଦନ୍ତାଟି ହିଂସ୍ରମୁଖା ହୋଇ ପାଲଟା ବନବିଭାଗର ପାଟ୍ରୋଲିଂ ବୋଲେରୋକୁ ଆକ୍ରମଣ…
ଓଲଟିଲା ଯାତ୍ରୀବାହୀ ବସ୍
ରୂପ୍ସା,୧୩ା୧୦(ଡି.ଏନ୍.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ପଦା ହେଉଛି ମହୀପୁର ରେଞ୍ଜ : ୧ମାସରେ କଟାଗଲାଣି ୩୫ ଶାଳଗଛ
ନୟାଗଡ଼ ଅଫିସ/ନୂଆଗଁା, ୧୩।୧୦(ଡି.ଏନ୍.ଏ.): ନୟାଗଡ଼ ବନଖଣ୍ଡ ମହିପୁର ରେଞ୍ଜର ମହିପୁର, ମହିତମା ଓ ଗୁମି ଫରେଷ୍ଟ ସେକ୍ସନରେ ଥିବା ଶାଳ ଜଙ୍ଗଲ ପଦା ହୋଇ ଚାଲିଛି । ଉପରୋକ୍ତ ଜଙ୍ଗଲରୁ କାଠ ଚୋର ଶାଳ ଗଣ୍ଡି କାଟି ନେଉଥିବାବେଳେ ସେମାନେ ଛାଡି…
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପଞ୍ଜୀକରଣ ଅବଧି ବର୍ଷେ ବଢ଼ାଯାଉ
କଟକ ଅଫିସ,୧୩ା୧୦:ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିମନ୍ତେ ପଞ୍ଜୀକରଣ ଅବଧି ୧ ମାସ ବୃଦ୍ଧି କରାଯାଇଛି । ହେଲେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅବଧିକୁ ୧ ବର୍ଷ ବୃଦ୍ଧି…
ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସରେ ୩ ବର୍ଷର ପ୍ରତ୍ୟୁଷ
ଗୋପ,୧୩।୧୦(ଡି.ଏନ୍.ଏ.): ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ଗ୍ରାମର ମନମୋହନ ସାହୁଙ୍କ ଏକମାତ୍ର ପୁଅ ଏମ୍.ଏ. ପ୍ରତ୍ୟୁଷ ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୩ ବର୍ଷ ୭ ମାସ ବୟସର ଏହି ବାଳକ ମାତ୍ର ଅଢ଼େଇରୁ ତିନି…
ଦୁଇ କିଡ୍ନୀ ନଷ୍ଟ, ଜୀବନ ସହ ଯୁଝୁଛନ୍ତି ପ୍ରସନ୍ନ
କଣାସ, ୧୩।୧୦(ସ୍ବ.ପ୍ର.): ଯୁବ ବୟସରେ ଦୁଇ କିଡ୍ନୀ ନଷ୍ଟ ହୋଇଯାଇଛି। ଫଳରେ ଏବେ ବଞ୍ଚିବା ପାଇଁ ଜୀବନ ସହିତ ସଂଗ୍ରାମ କରୁଛନ୍ତି କଣାସ ବ୍ଲକ ଅନ୍ତର୍ଗତ ବଡଓରା ଗ୍ରାମର ୨୯ ବର୍ଷୀୟ ପ୍ରସନ୍ନ କୁମାର ସାହୁ। ନିରଞ୍ଜନ ସାହୁଙ୍କ ବଡ଼ପୁଅ ହେଉଛନ୍ତି…

