ଆମ ଜିଲା ଖବର

ଝାରସୁଗୁଡ଼ା ଜିଲାରେ ୫ରୁ ଧାନ କିଣା

ଝାରସୁଗୁଡ଼ା ଅଫିସ,୧୧।୧୧: ଝାରସୁଗୁଡ଼ା ଜିଲାରେ ଧାନ କିଣା ସକାଶେ ଚଳିତ ଖରିଫ ଋତୁର ପ୍ରଥମ ଜିଲାସ୍ତରୀୟ ଧାନ କିଣା (ଡିଏଲ୍‌ପିସି) ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଡିଏମ୍‌ଏଫ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଜିଲା ମୁଖ୍ୟ…

ସରକାରୀ ଜାଗାବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା ଅଫିସ,୧୧ା୧୧: ଖୋର୍ଦ୍ଧା ସଦର ଥାନା ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଓ ସରକାରୀ ଜାଗାବାଡ଼ିକୁ କେନ୍ଦ୍ର କରି ହତ୍ୟା କରାଯାଇଛି। ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ବଳିଆରସିଂହ। ସଂଘବଦ୍ଧ…

ଦିନରେ ତଦନ୍ତ, ରାତିରେ କାମ

ସମ୍ବଲପୁର,୧୧ା୧୧(ବ୍ୟୁରୋ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତରେ ଏମଜିଏନଆରଇଜିଏସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା । ଜିଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଛି…

୪୩ କୋଟିରେ ଚାଲିଛି ୭ ଇନ୍‌ଡୋର ଷ୍ଟାଡିୟମ କାର୍ଯ୍ୟ

ଭଞ୍ଜନଗର,୧୧ା୧୧(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ପକ୍ଷରୁ ଅନେକ ପ୍ରକଳ୍ପର ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଅନେକ ବଡ଼ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ବାରମ୍ବାର ସମୀକ୍ଷା ହେଉଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ଅଧୀନରେ ୯ଟି ଓଡ଼ିଶା…

ସହରରେ ଏରାଗୁଲା ଗ୍ୟାଙ୍ଗ୍‌ ସକ୍ରିୟ

ଅନୁଗୋଳ ଅଫିସ, ୧୧ା୧୧: ଅନୁଗୋଳ ଥାନା ଅଞ୍ଚଳରେ ବଢ଼ୁଛି ଲୁଟ୍‌ପାଟ। କିଛିଦିନ ହେଲା ସହରରେ ସକ୍ରିୟ ରହିଛନ୍ତି ଏରାଗୁଲା ଗ୍ୟାଙ୍ଗ। ସ୍ପଷ୍ଟ ଦିବାଲୋକରେ ସେମାନେ ନାନା ବାହାନା ଦେଖାଇ ଲୋକଙ୍କଠାରୁ ଟଙ୍କା, ସୁନା ଆଦି ଲୁଟି ନେଉଛନ୍ତି। ସୁଯୋଗ ପାଇବା ମାତ୍ରେ…

ଆତଙ୍କ ରୋକିପାରୁନି ‘ଐରାବତ’

ଢେଙ୍କାନାଳ ଅଫିସ, ୧୧।୧୧: ଚିନ୍ତା ବଢ଼ାଇଥିଲେ ହାତୀପଲ। ଏବେ ସେଥିରେ ସାମିଲ ହୋଇଛନ୍ତି ବାର୍‌ହା। ରାତିଅଧିଆ ଦଳବଦ୍ଧ ହୋଇ ସେମାନେ ଖାଇଯାଉଛନ୍ତି ଏକର ଏକର ଜମିର ଫସଲ। ଯେତିକି ଖାଉନାହାନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଦଳିଚକଟି ନଷ୍ଟ କରି ପକାଉଛନ୍ତି। ପାଚିଲା…

ନିର୍ବାହୀ ଅଧିକାରୀଙ୍କୁ କୈଫିୟତ ତଲବ କଲେ ପୌରାଧ୍ୟକ୍ଷା

ଭଦ୍ରକ ଅଫିସ,୧୧।୧୧: ଭଦ୍ରକ ପୌରପାଳିକା ବିବାଦ ତୁଟୁନି। ଗତ ଜୁନ୍‌ରେ ପୌର ଉପାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଏବେ ପୌରାଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ ନିର୍ବାହୀ…

ଚକଡ଼ା ଦାଉ: ଧାନଚାଷରେ ନିଆଁ ଲଗାଇଲେ ଚାଷୀ

ନୀଳଗିରି,୧୧।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ଧାନ ଚାଷ ନଷ୍ଟ ହେବାକୁ ବସିଛି। ଏବେ ଧାନ ଗଛରୁ କେଣ୍ଡାଗୁଡ଼ିକ ବାହାରିଥିବା ବେଳେ ଚକଡ଼ା ଓ ଜଉଆ ରୋଗ ଦାଉ ସାଧିଛି। ସ୍ବଳ୍ପ ବୃଷ୍ଟି, ଲଘୁଚାପଜନିତ ବର୍ଷା ଓ ହାତୀମାନଙ୍କ କବଳରୁ…

୧୦୨ ମଣ୍ଡିରେ ଧାନ ବିକିବେ ୬୪, ୩୨୬ ଚାଷୀ

ବାରିପଦା ଅଫିସ,୧୧ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୨୦ରୁ ଚାଷୀଙ୍କଠାରୁ ଖରିଫ ଧାନ କ୍ରୟ ଆରମ୍ଭ ହେବ। ଏଥି ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟିର ଏକ…

ଉଜୁଡ଼ିଯାଉଛି ଚନ୍ଦିର ବଣ

ଖଇରା, ୧୧।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବେଗୁନିଆ ଗ୍ରାମ ନିକଟରେ ଥିବା ଘଞ୍ଚ ଚନ୍ଦିର ବଣ ଦିନେ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଶିଆଳ ହେଟା ଭଳି ଜୀବଜନ୍ତୁ ବାସ କରୁଥିବା ଏହି ଜଙ୍ଗଲରେ ପଶିବାକୁ ଗ୍ରାମବାସୀ ଭୟ…

ହୋଇପାରୁନାହିଁ ଆଇଆଇସି ନିଯୁକ୍ତି

କଟକ ଅଫିସ,୧୧ା୧୧: କମିଶନରେଟ୍‌ ପୋଲିସ ଅଧୀନ କଟକ ପୂର୍ବାଞ୍ଚଳର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍‌ଆର୍‌ଆଇ) ଥାନା ଉଦ୍‌ଘାଟନ ହେବାର ୨ ମାସ ବିତିଲାଣି। ହେଲେ ଏଠାରେ ଅଦ୍ୟାବଧି ଆଇଆଇସି ନିଯୁକ୍ତି ହୋଇନାହାନ୍ତି। ପୂର୍ବରୁ ଫାଣ୍ଡି ଥିବାବେଳେ ଯେପରି ଚାଉଳିଆଗଞ୍ଜ ଥାନା ଅଧୀନରେ…

ରାଷ୍ଟ୍ରପତିଙ୍କୁ ଭେଟିବେ ସିଲ୍‌ଭର ଗାନ୍ଧୀ

ସାକ୍ଷୀଗୋପାଳ,୧୧ ।୧୧ (ଡି.ଏନ୍‌.ଏ/ସ୍ବ.ପ୍ର.): ଶାନ୍ତି, ମୈତ୍ରୀ, ଏକତା ଓ ସ୍ବଚ୍ଛତା ବାର୍ତ୍ତା ନେଇ ସଚେତନତା ଅଭିଯାନ ଚଳାଇଥିବା ପୁରୀ ଜିଲା ଡେଲାଙ୍ଗ ଗାନ୍ଧୀପୀଠ ରେବୋଇ ଗ୍ରାମର ମୋହନ ମହାପାତ୍ର ଓରଫ ସାଇରାମ ବାବା ସିଲଭର ଗାନ୍ଧୀ ଭାବେ ପରିଚିତ। ସେ ସିଲଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?