ମରଣଯନ୍ତା ସାଜିଛି କୋଳିପଦି କେନାଲ ରାସ୍ତା
ଭଣ୍ଡାରିପୋଖରୀ,୨୬।୮(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ପାଳଦାବାଙ୍କଠାରୁ ଯାଜପୁର ଜିଲାକୁ ସଂଯୋଗ କରୁଛି କୋଳିପଦି କେନାଲ ରାସ୍ତା। ଏହି ରାସ୍ତା ଏବେ ମରଣଯନ୍ତା ସାଜିଛି। ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇଛି। ଏହି ରାସ୍ତା ଏକମାତ୍ର ସଂଯୋଗୀକରଣ…
ସର୍ଭିସ ରୋଡ୍ରେ ବେଆଇନ ପାର୍କିଂ
କେନ୍ଦୁଝର,୨୬ା୮ (ସ୍ବ.ପ୍ର.): କେନ୍ଦୁଝର ସହର ନିକଟ ଏନ୍ଏଚ୍ ୪୯ର ଗଉଡୁଣିବେଡ଼ା-ଧ୍ରୂପଦା ସର୍ଭିସ ରୋଡରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ଏହି ରାସ୍ତା ଉପରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ସମସ୍ୟା ସୃଷ୍ଟି ହେଉଛି। କେନ୍ଦୁଝରରୁ ଧ୍ରୂପଦା ରାସ୍ତାର ଗୋଟିଏ ପାର୍ଶ୍ୱରେ ଟ୍ରକ୍ ବେଆଇନ…
ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର
ଜଗତ୍ସିଂହପୁର ଅଫିସ, ୨୬ା୮: ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମାଖୁ, ସିଗାରେଟ୍ ଆଦି ନିଶା କାରବାର ଉପରେ ସରକାରୀ କଟକଣା ରହିଛି। କିନ୍ତୁ ଜଗତ୍ସିଂହପୁର ଜିଲାରେ ଏଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି। ଅନେକ ଶିକ୍ଷାନୁଷ୍ଠାନ ନିକଟରେ ଖୁଲମଖୁଲା ଏହି କାରବାର ଚାଲିଥିଲେ…
ବନ୍ୟା କମିଲା, ପାଣି ଛାଡ଼ିନି
ଭୋଗରାଇ,୨୬।୮(ଡି.ଏନ.ଏ.): ପୋଗର ଉନ୍ନତି ହେବା ସହିତ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିଛି। ହେଲେ ଏମିତି ପଞ୍ଚାୟତ ରହିଛି ଯେଉଁଠି ବନ୍ୟାପାଣି ଛାଡ଼ିବାକୁ ଆହୁରି ୧୦ଦିନରୁ ଉର୍ଦ୍ଧ୍ୱ ସମୟ ଲାଗିବ। ସେହିଭଳି ଏକ ପଞ୍ଚାୟତ ହେଉଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ…
ଦୁର୍ଦ୍ଦଶାରେ ପଶ୍ଚିମବାର୍ଡ ପଞ୍ଚାୟତବାସୀ
ଜଳେଶ୍ୱର,୨୬ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ୨୮ ପଞ୍ଚାୟତର ୧୪୯ ଗାଁ ଜଳବନ୍ଦୀ ହୋଇଥିବା ବେଳେ ପଶ୍ଚିମବାର୍ଡ ପଞ୍ଚାୟତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ହେକ୍ଟର ଜମିର ଚାଷ ଉଜୁଡିଥିବା ବେଳେ ୪୦ ପରିବାରର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ୩ଦିନ…
ଚାଷଜମିରୁ ଛାଡୁନି ବନ୍ୟାପାଣି
ଆରଡ଼ି, ୨୬।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ୪ ପଞ୍ଚାୟତ ସୁନ୍ଦରପୁର, ଓଳଗ, ଆରଡ଼ି ଓ ନାନ୍ଦପୁରର ୨୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଓ ବନ୍ୟାରେ ପ୍ରାୟ ୧୫ ଦିନ ଧରି ଚାଷଜମି ପାଣିରେ…
ଭାସିଗଲା ଅସ୍ଥାୟୀ ପୋଲ
ଲଙ୍ଗଳେଶ୍ୱର, ୨୬ା୮(ଡି.ଏନ.ଏ.): ବନ୍ୟାକୁ ୫ ଦିନ ବିତିଯାଇଥିବା ବେଳେ ଜଳସ୍ତର କମୁଥିବାରୁ ଲୋକମାନେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛନ୍ତି। ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ତାଳପଦା ଗ୍ରାମକୁ କୋଷ୍ଟକେନାଲ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ବୁଧବାର…
ମରାମତି ନ ହେଲେ ଆନ୍ଦୋଳନ
ସାରସକଣା,୨୬ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ବର୍ଷେ ହେଲା ଏହି ରାଜପଥର ଝାରପୋଖରିଆ ନିକଟସ୍ଥ ଓଭରବ୍ରିଜ୍ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହି ରାସ୍ତାଟି ଝାରପୋଖରିଆସ୍ଥିତ ବିଦ୍ୟାଳୟ ଏବଂ ଦୁଇଟି ମହାବିଦ୍ୟାଳୟକୁ…
ଖଟିଆରେ ବୁହାହେଲେ ରୋଗୀ
ବାରିପଦା ଅଫିସ/ କୁଳିଅଣା,୨୬ା୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜିଆଣି ସାହି(ପଳାଶବଣି) ଗ୍ରାମର ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ନାଳ ପାରି କରିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେବା ଚର୍ଚ୍ଚାର ବିଷୟ ହୋଇଛି।…
ବଜାର ବଢୁଛି, ପାର୍କିଂ ବ୍ୟବସ୍ଥା ନାହିଁ
ନୟାଗଡ଼ ଅଫିସ,୨୬।୮: ନୟାଗଡ଼ ଏନଏସି ମ୍ୟୁନିସିପାଲିଟି ହେଲା । ଏବେ ବଜାର ପରିସୀମା ବଢ଼ୁଥିବାବେଳେ ସହରର ଲୋକସଂଖ୍ୟା ବଢ଼ିବାରେ ଲାଗିଛି। ଜିଲା ସଦର ମହକୁମା ହୋଇବି ନୟାଗଡ଼ ସହରରେ ପାର୍କିଂ ବ୍ୟବସ୍ଥା ନାହିଁ । ଫଳରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାର ନିରାକରଣ…
ଆଜବେଷ୍ଟସ୍ ଘରେ ଚାଲିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା
ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଜନବହୁଳ ପୂର୍ଣ୍ଣ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ୧୯୧୭ ମସିହା ବ୍ରିଟିସ ଅମଳର ଆଜବେଷ୍ଟସ ଘରେ ୧୦୪ ହେଲା ଚାଲିଛି। ଏହି ଥାନା ଅଞ୍ଚଳରେ ଦିନକୁ ଦିନ ମାମଲା ସଂଖ୍ୟା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକ୍ରମ…
ପଲିଥିନ୍ ତଳେ ବିତୁଛି ବୃଦ୍ଧଙ୍କ ଜୀବନ
ମହାକାଳପଡ଼ା,୨୬ା୮(ଡି.ଏନ୍.ଏ.): ବିଦ୍ୟାଳୟରେ ଶିକ୍ଷକ ପାଠ ପଢ଼ାଇବା ବେଳେ ପିଲାମାନଙ୍କୁ ୩ ଚୁଲି ଝିଙ୍କାର ଉଦାହରଣ ଦେଇ କୁହନ୍ତି, ପିଲେ ସଂସାରକୁ ତୁମକୁ ଆଣିଥିବା ମା’ ହେଉଛନ୍ତି ପ୍ରଥମ ଗୁରୁ। ଦ୍ୱିତୀୟରେ ବାପା, ୩ୟରେ ପାଠ ପଢ଼ାଉଥିବା ଗୁରୁ। ତେଣୁ ତୁମକୁ ସଂସାରକୁ…
Archives


