ଭିଡିଓ ଭାଇରାଲ ପରେ ଜିଲାରେ ତୀବ୍ର ପ୍ରତିକ୍ରିୟା
ଜୟପୁର,୨ା୯(ନି.ପ୍ର.):ପଦ୍ମଶ୍ରୀ କମଳା ପୂଜାରୀ ଅବିଭକ୍ତ କୋରାପୁଟ ଜିଲାର ଗର୍ବ ଓ ଗୌରବ। ଗତ ୨୪ ତାରିଖରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟରୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଡାକ୍ତରୀ ଟିମ୍ ତାଙ୍କ…
୨ ଲିଜ୍ଧାରୀଙ୍କୁ ୩୬ କୋଟିରୁ ଊର୍ଦ୍ଧ୍ୱ କ୍ଷତିଭରଣା ନିର୍ଦ୍ଦେଶ
ବାରିପଦା ଅଫିସ,୨ା୯:ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଏବଂ ପରିବହନକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଇଷ୍ଟର୍ନ ବେଞ୍ଚ କୋଲକତାରେ ହୋଇଥିବା ୩ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଆସନ୍ତା…
ବୋଲଗଡ଼ ରୋଡ୍ ହେବ ମାଣିକାଗୋଡ଼ା ରେଳ ଷ୍ଟେଶନ
ବୋଲଗଡ଼,୨ା୯(ଡି.ଏନ୍.ଏ.):ଖୋର୍ଦ୍ଧା ଜିଲାର ବୋଲଗଡ଼ ରୋଡ୍ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ମାଣିକାଗୋଡ଼ା ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି। ଏହି ସୂଚନା ଗୁରୁବାର ଏମ୍ପିଙ୍କ ବୋଲଗଡ଼ ପ୍ରତିନିଧି ରଘୁନାଥ…
‘ଉନ୍ନତ କିସମ ଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱଦେବି’
କଟକ ଅଫିସ,୨ା୯:ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍ଆର୍ଆର୍ଆଇ)ର ନିର୍ଦ୍ଦେଶକ ଭାବେ ଡ. ଭାସ୍କର ଚନ୍ଦ୍ର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନୁଷ୍ଠାନର ଦୀର୍ଘ ୭୬ ବର୍ଷର ଯାତ୍ରାରେ ଡ. ପାତ୍ର ହେଉଛନ୍ତି ୨୬ତମ ନିର୍ଦ୍ଦେଶକ। ଧାନ ଗବେଷଣା କ୍ଷେତ୍ରରେ ତାଙ୍କର ଦୀର୍ଘ…
ଟ୍ରକ୍ ଧକ୍କାରେ ସବ୍ଇନ୍ସପେକ୍ଟର ମୃତ
ନୂଆପଡ଼ା ଅଫିସ,୨/୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ପାଇଁ ଗାଁକୁ ଆସୁଥିବା ବେଳେ ଟ୍ରକ୍ ଧକ୍କାରେ ଜଣେ ପୋଲିସ ସବଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆପଡ଼ା ଜିଲା ବୋଡେନ ଥାନା ବୋଇର ଗାଁର ସୁଧାଂଶୁ ପାଣ୍ଡେ (୫୦)। ସେ…
ଘର ଜାଳିଦେଲେ, ମା’ଙ୍କୁ ଆକ୍ରମଣ ଉଦ୍ୟମ: ଅଭିଯୁକ୍ତ ପୁଅ ଗିରଫ
ଅନୁଗୋଳ ଅଫିସ, ୨ା୯:ଅନୁଗୋଳ ସଦର ଥାନା ରନ୍ତଲେଇ ଜଙ୍ଗଲମୌଜାର ଦୀନେଶ ନାଏକ(୨୦) ଗୁରୁବାର ନିଜ ଘର ପୋଡ଼ି ଦେବା ସହ ମା’ଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଆୟତ୍ତ କରିବା ପରେ ପୋଲିସ ପହଞ୍ଚତ୍ ଥାନାକୁ ଉଠାଇ ଆଣିଥିଲା।…
ମା’ସମଲେଇଙ୍କୁ ଲାଗିହେଲା ନବାନ୍ନ
ସମ୍ବଲପୁର,୨ା୯(ବ୍ୟୁରୋ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍ ମଧ୍ୟରେ…
ସଂସ୍କୃତି, ପରମ୍ପରାର ଜ୍ୱଳନ୍ତ ଉଦାହରଣ ଝୁରିମାଲ ନୂଆଁଖାଇ
ସୁନ୍ଦରଗଡ଼,୧।୯(ଡି.ଏନ୍.ଏ.): ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ମହାନ ସଂସ୍କୃତି, ପରମ୍ପରା ଓ ଭାଇଚାରାର ଏକ ଅପୂର୍ବ ନିଦର୍ଶନ। ଏହି ଗଣପର୍ବକୁ ଅଭିନବ ଢଙ୍ଗରେ ପାଳନ କରିଆସୁଛନ୍ତି ସୁନ୍ଦରଗଡ଼ ଜିଲା ଲେଫ୍ରିପରା ବ୍ଲକର ଝୁରିମାଲ ଗ୍ରାମବାସୀ। ଝୁରିମାଲ ଗାଁର ପ୍ରତ୍ୟେକ…
ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହିତ ନିଆରା ଢଙ୍ଗରେ ନୂଆଁଖାଇ ପାଳନ
ସୁନ୍ଦରଗଡ଼,୧।୯(ଡି.ଏନ୍.ଏ.): ନିଜର ନିଆରା କାର୍ଯ୍ୟକ୍ରମ ଦ୍ବାରା ସର୍ବଦା ଚର୍ଚ୍ଚାରେ ରହିଆସିଥିବା ଟିମ୍ ଶ୍ମଶାନ ବନ୍ଧୁର ସଦସ୍ୟମାନେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଟିମ୍ ଶ୍ମଶାନ ବନ୍ଧୁର ସଦସ୍ୟମାନେ ଗୁରୁବାର ସୁନ୍ଦରଗଡ଼ର ଲୁହୁରାଢିପା, ହାଉସିଂ ବୋର୍ଡ କଲୋନୀରେ ଥିବା ବୃଦ୍ଧାଶ୍ରମଠାରେ ଅନ୍ତେବାସୀଙ୍କ…
ବାଇକ ଦୁର୍ଘଟଣାରେ ୨ଶିଶୁ ଆହତ: ମହିଳା ସମେତ ୪ଗୁରୁତର
ସୋରଡା,୧।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ରାସ୍ତା ଜାତୀୟ ରାଜପଥ-୫୯ ସମାପଲ୍ଲୀ ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଶିଶୁ, ଜଣେ…
ମନ୍ଦିରର ଐତିହ୍ୟ କରିଡର ହେବ ବିକାଶ: ସେବାୟତଙ୍କ ସହ ଆଲୋଚନା କଲେ ଜିଲାପାଳ
ସାକ୍ଷୀଗୋପାଳ, ୧। ୯(ଡି.ଏନ୍.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରର ଐତିହ୍ୟ କରିଡର ବିକାଶ କାମ ଖୁବ୍ଶୀଘ୍ର ଆରମ୍ଭ ହେବ। ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀଠାରୁ ମନ୍ଦିରର ଚତୁଃପାର୍ଶ୍ୱ ଉନ୍ନୟନ ସହିତ ଐତିହାସିକ ବକୁଲବନ, ପଞ୍ଚଶଖା ସ୍ମୃତି ପାଠାଗାର ଖେଳପଡିଆ ଶ୍ରୀ ସିଦ୍ଧବଖୁଳ…
ଧୁମ୍ଧାମରେ ପାଳିତ ହେଲା ନୂଆଁଖାଇ ପର୍ବ
କର୍ଲାମୁଣ୍ଡା,୧।୯(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଗୁରୁବାର ଧୁମ୍ଧାମରେ ପାଳିତ ହୋଇଛି। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର କୁସୁରଲା, ବିଜାପାଟି,ସାଲେପାଲି,ବାଞ୍ଜିପଦର ଭଳି ଅନେକ ଗାଁରେ ଲୋକେ ଏକାଠି ହୋଇ ସମସ୍ତେ ନର୍ବାନ୍ନ ଖାଇଥିଲେ। ଅଧିକାଂଶ ଗ୍ରାମରେ…
Archives


