ନୂଆ କଂକ୍ରିଟ୍ ରାସ୍ତା ଫଟାଇ ମରାମତି
ଯାଜପୁର ଅଫିସ,୨ା୧୨:ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ପୌର ପରିଷଦରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀ ଓ କର୍ମଚାରୀଙ୍କ ରାଜୁତି ଚାଲିଥିବା ଅଭିଯୋଗ ହେଉଛି। କେବଳ ପରିମଳ ବ୍ୟବସ୍ଥା ନୁହେଁ ଯନ୍ତ୍ରୀ ବିଭାଗରେ ଉନ୍ନୟନ କାର୍ଯ୍ୟରେ ଆବଣ୍ଟିତ ଅନୁଦାନକୁ ମଧ୍ୟ ଏଠାରେ ମିଳିମିଶି…
ମାଆ କୋଳକୁ ଫେରିଲା ୬ ଦିନର ପୁଅ
ରସୁଲପୁର,୨ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ୍ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ। ଫଳରେ ଏଠାକୁ ଆସୁଥିବା ରୋଗୀଙ୍କୁ ଯାଜପୁରରୋଡ୍ କ୍ଷେତ୍ରୀୟ ଡାକ୍ତରଖାନା ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଯିବାକୁ ପଡୁଛି, ଯଦ୍ଦ୍ବାରା ରୋଗୀ ନାନା ହଇରାଣହରକତ…
ମାଆ କୋଳକୁ ଫେରିଲା ୬ ଦିନର ପୁଅ
କେନ୍ଦ୍ରାପଡ଼ା ଅଫିସ, ୨ା୧୨:କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଶିଶୁପୁତ୍ର ନିଖୋଜ ହେବା ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି ା ଚାଇଲ୍ଡ ୱେଲଫେୟାର କମିଟି (ସିଡବ୍ଲ୍ୟୁସି)ର ତଦନ୍ତ ଓ ତପତ୍ରତା ଯୋଗୁ ମାଆ କୋଳକୁ ୬ ଦିନର ପୁଅ ଫେରିଛି…
୧୦ କିଲୋମିଟର ଗଲେ ମିଳୁଛି ରାଶନ
ଜଗତ୍ସିଂହପୁର ଅଫିସ, ୨ା୧୨: ଜଗତ୍ସିଂହପୁର ଜିଲାର ବହୁ ଗରିବ ଲୋକଙ୍କୁ ଖାଉଟି ସୁରକ୍ଷା କାର୍ଡରେ ରାଶନ ଚାଉଳ, ଗହମ ଓ କିରୋସିନ ଆଦି ଆଣିବା ପାଇଁ ୧୦ କିଲୋମିଟର ଯିବାକୁ ପଡ଼ୁଛି। ଚାଉଳର ମୂଲ୍ୟ ଯେତିକି ନୁହେଁ ତା’ଠାରୁ ଅଧିକ ଖର୍ଚ୍ଚ…
ରାଜପଥ କାମ ସରୁନି, ବଢୁଛି ଦୁର୍ଘଟଣା
ଖୋର୍ଦ୍ଧା ଅଫିସ,୨ା୧୨: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସମ୍ପ୍ରସାରଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ଅନେକ ସ୍ଥାନରେ ଏକମୁହାଁ ଏବଂ ଅଣଓସାରିଆ ରାସ୍ତା ରହିଥିବା ବେଳେ ରାସ୍ତା ଉପରେ ନିର୍ମାଣ ସାମଗ୍ରୀ ରହିଛି। ଫଳରେ ଅନେକ…
ଅଜଗର ଧରି ବଜାର ବୁଲିଲେ
ବାରିପଦା ଅଫିସ,୨ା୧୨:ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ବିରାଟକାୟ ଅଜଗରକୁ ଧରି ସାପ ଧରାଳି ବଜାର ବୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବିଲୁପ୍ତ ପ୍ରାୟ ପ୍ରାଣୀ ଉଦ୍ଧାର ନିୟମର ଉଲ୍ଲଂଘନ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପ୍ରଦର୍ଶନ…
ପରଲୋକରେ ଅଭିନେତ୍ରୀ ଝରଣା ଦାସ
କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ଅସୁସ୍ଥ ଥିଲେ। କଟକ ଚଣ୍ଡିରୋଡ୍ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗ ଓଡ଼ିଆ…
ଭାଇ ପଠାଇଥିବା ମନିଅର୍ଡର ସାଢେ ୪ବର୍ଷ ପରେ ପହଞ୍ଚିଲା ଭଉଣୀ ପାଖରେ
ଟେନ୍ସା,୧।୧୨(ଡି.ଏନ୍.ଏ.): ମାସେ ନୁହେଁ କି ଦୁଇ ମାସ। ବର୍ଷେ ନୁହେଁ କି ଦୁଇ ବର୍ଷ। ମନିଅର୍ଡର ପହଞ୍ଚତ୍ବାକୁ ଲାଗିଗଲା ସାଢେ ୪ବର୍ଷ। ଡାକବିଭାଗର ଅବହେଳା ପାଇଁ ଏଭଳି ହୋଇଛି। ସୁନ୍ଦରଗଡ଼ ଜିଲା ରାଉରକେଲାରୁ ଭାଇ ପଠାଇଥିବା ମନିଅର୍ଡ଼ର ଟଙ୍କା ୧୦୦କିମି ଦୂର…
ଗାଁ ଗାଁ ବୁଲି ବିଜେଡି ପ୍ରାର୍ଥିନୀଙ୍କ ମାରାଥନ ପ୍ରଚାର
ପଦ୍ମପୁର/ବରଗଡ ଅଫିସ, ୧।୧୨: ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର କରାଯାଛଛି। ଏହି କ୍ରମରେ ଗୁରୁବାର ଲଖମରା, ସାପଲହର, ବାଦିକଟା ବୁକୁରାମୁଣ୍ଡା, କୁଧରେନପାଲି, ବମରିତ, ଲହଙ୍ଗିର ଆଦି ଗାଁରେ ଦଳୀୟ ପ୍ରାର୍ଥତ୍ନୀ ବର୍ଷା…
ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍ ଉଦ୍ୟମ
ହିଞ୍ଜିଳିକାଟୁ ୧।୧୨ ( ଡିଏନଏ): ବୃଦ୍ଧ ଦମ୍ପତିଙ୍କୁ ନିଶା ଦେଇ ଲୁଟ୍ ଉଦ୍ୟମ। ଗୁରୁବାର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍ଷ୍ଟାଣ୍ଡରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଅପରିଚିତ ବ୍ୟକ୍ତି କୌଶଳରେ ନିଶା ଦେଇ ଲୁଟ ଉଦ୍ୟମ କରୁଥିବା ସମୟରେ ବୃଦ୍ଧ…
ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ
ସମ୍ବଲପୁର,୧ା୧୨(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱ ଜମାଦାରପାଲିଠାରେ ଗୁରୁବାର ହୀରାକୁଦ ଇକୋ ରିଟ୍ରିଟ୍ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ୍ରେ ହୀରାକୁଦ ସମେତ ଓଡ଼ିଶାର ୬ଟି ସ୍ଥାନରେ ଇକୋ ରିଟ୍ରିଟର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ଉତ୍ତରାଞ୍ଚଳ ରାଜସ୍ବ…
ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରୀ ବିଶ୍ରାମାଗାର
ରାଇକିଆ, ୧।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ରାଇକିଆ ବସ୍ଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହି ବିଶ୍ରାମାଗାର ଜିଲାର ଏକ ପ୍ରମୁଖ ବସ୍ ଷ୍ଟାଣ୍ଡରେ ଥିବାରୁ ଦିନ ତମାମ ଯାତ୍ରୀ ସେଠାରେ ବସାଉଠା କରନ୍ତି। ତେବେ ବିଶ୍ରାମାଗାର ଛାତରୁ ପଲସ୍ତରା…

