ଆମ ଜିଲା ଖବର

ସେବା ଦେବାକୁ ଅନିଚ୍ଛୁକ ନର୍ସିଂ ଅଫିସର, ଦେଖାଉଛନ୍ତି ଖରାପ ବ୍ୟବହାର

ନୟାଗଡ଼ ଅଫିସ,୧୫।୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ଶଲ୍ୟ ଓ ମେଡିସିନ ୱାର୍ଡଗୁଡିକରେ ନର୍ସିଂ ଅଫିସରଙ୍କ ଉପତ୍ାତ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଆସୁଛି। କେତେଜଣ ନର୍ସିଂ ଅଫିସର ମାଗଣା ସେବା ଯୋଗାଇବାକୁ ଅନିଚ୍ଛୁକ ହେଉଛନ୍ତି।…

ପୁଣି ଝୁଲିରହିଲା ସୌନ୍ଦର୍ଯ୍ୟକରଣ କାମ

ଯାଜପୁର ଅଫିସ,୧୫ା୧୨: ଯାଜପୁର ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାମ ପୁଣି ଝୁଲିରହିଛି। ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ସ୍ଥଗିତାଦେଶ ବିରୋଧରେ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟ(ଏମ୍‌ଇଏଫ୍‌ଓ), ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ) ଏବଂ ସଂପୃକ୍ତ…

କଟକଣା ଅଞ୍ଚଳରେ ଘୂରିବୁଲୁଛି ବୋଟ୍‌, ଟ୍ରଲର

କେନ୍ଦ୍ରାପଡ଼ା ଅଫିସ, ୧୫ା୧୨: ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ବିଶ୍ୱ ପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଏକାଠି ହୋଇଛନ୍ତି। ମିଳନ ପର୍ବ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ ନଜର ରଖିଛି। ଏହାସତ୍ତ୍ୱେ କଟକଣା ଅଞ୍ଚଳରେ ମତ୍ସ୍ୟଜୀବୀ ବୋଟ, ଟ୍ରଲର…

ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର ମୂଲ୍ୟ। ହେଲେ ମାତ୍ର ୫ ଦିନ ମଧ୍ୟରେ ବଦଳି ଯାଇଛି ଚିତ୍ର। ଦଳବଦ୍ଧ ହୋଇ…

କୁଷ୍ଠ ଆକ୍ରାନ୍ତଙ୍କୁ ମିଳିଲାନି କାନ୍ଧ

କାମାକ୍ଷାନଗର, ୧୫।୧୨(ଡି.ଏନ୍‌.ଏ.): କୁଷ୍ଠ ଆକ୍ରାନ୍ତ ବୋଲି ପର କରିଦେଲା ପରିବାର। ଛଟପଟ ହୋଇ ଜୀବନ ଚାଲିଗଲା ସିନା କେହି ଆହା କଲେନି। କେବଳ ଏତିକି ନୁହେଁ, ମରିବା ପରେ ଶେଷକୃତ୍ୟ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲେ ଏକମାତ୍ର ଝିଅ। ଏଭଳି ସମୟରେ…

ଶିକାରୀ ହେଲେ ଶିକାର

ଖମାର, ୧୫।୧୨(ଡି.ଏନ୍‌.ଏ.): ବନ୍ୟଜନ୍ତୁ ଶିକାର କରିବାକୁ ଯାଇଥିଲେ ଜଙ୍ଗଲକୁ। ଫେରିବା ବେଳେ ଅସାବଧାନତାରୁ କାନ୍ଧରେ ଝୁଲୁଥିବା ବନ୍ଧୁକରୁ ଫୁଟିଥିବା ଗୁଳି କାଖରେ ଗଳି କାନପଟେ ବାହାରି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଲେ ଶିକାରୀ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ମାଲ୍ୟଗିରି ପାହାଡ଼ରେ…

ସର୍ଭେରେ ଗୋପାଳପୁର-ରାୟଗଡ଼ା ରେଳ ଲିଙ୍କ୍‌

ବ୍ରହ୍ମପୁର ଅଫିସ,୧୫ା୧୨: ଦକ୍ଷିଣ ଓଡ଼ିଶାର ଏକମାତ୍ର ଗୋପାଳପୁର ବନ୍ଦର ସାମୟିକରୁ ଇତିମଧ୍ୟରେ ସବୁଦିନିଆ ହୋଇଛି। ରାଜ୍ୟ ରାଜକୋଷରୁ ୧୯୮୦ ଦଶକରେ ୧୪୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ବନ୍ଦର ୧୯୯୫ ପୂର୍ଣ୍ଣିଝଡ଼ ଏବଂ ୧୯୯୯ ମହାବାତ୍ୟାରେ ଧ୍ୱଂସ ହୋଇଯାଇଥିଲା। ୨୦୦୬ରେ…

ବାଘ ସହ ମୁହାଁମୁହିଁ, ଅଜଗର କବଳରେ ଛେଳି

ବାରିପଦା ଅଫିସ,୧୫ା୧୨: ଶିମିଳିପାଳ ଅଭୟାରଣ୍ୟର ଜୀବଜନ୍ତୁକୁ ନେଇ ଦୁଇଟି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ୨ ଦିନ ତଳେ କେତେଜଣ ପର୍ଯ୍ୟଟକ ଅଭୟାରଣ୍ୟ ବୁଲିବାକୁ ଆସି ଫେରିବା ବେଳେ ଏକ କଲରାପତରିଆ ବାଘ ହାବୁଡ଼ରେ ପଡ଼ିଯାଇଥିଲେ। ସେହି ମୁହୂର୍ତ୍ତରେ ସେମାନେ…

ବିଦ୍ୟାଳୟ ପ୍ରବେଶ ପଥରେ ମୁକୁଳା ଡ୍ରେନ୍‌

ଚମ୍ପୁଆ,୧୫ା୧୨(ଡି.ଏନ୍‌.ଏ): ଶିକ୍ଷାର ବିକାଶ ପାଇଁ ସରକାରୀସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ଅନେକ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ଏହାର ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ଏହାର ବିପରୀତ ପ୍ରତିବିମ୍ବ ଦେଖିବାକୁ ମିଳିଛି ଚମ୍ପୁଆ…

ନିଶାମୁକ୍ତିରେ ବିନିଯୋଗ ହେବ ଡିଏମ୍‌ଏଫ୍‌

ଯାଜପୁର ଅଫିସ,୧୫ା୧୨: ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ(ଏନ୍‌ଏମ୍‌ବିଏ) କାର୍ଯ୍ୟକାରୀ ହେଉଛି। ଯୁବା ଓ ଶୈଶବ, ମହିଳା ଶିକ୍ଷାନୁଷ୍ଠାନ ଆଦିି ସ୍ଥାନରେ ନିଶା ଚାହିଦା ହ୍ରାସ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହାସହ ନିଶାସକ୍ତ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ; ଜଗି ରହିଛନ୍ତି ସାଥୀ

ଦେବଗଡ଼,୧୫।୧୨(ଡି.ଏନ୍‌.ଏ.): ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ଖିଲବେରେଣି ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ୧୭ ଘରିଆ ହାତୀପଲରୁ ଉକ୍ତ ହାତୀଟିର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ନିକଟରେ…

ଘରେ ରୋଷେଇ କରିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର

ଦେବଗଡ଼,୧୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା କଦୋଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଜଣଙ୍କ ହେଲେ ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମୁଣୀ ମହନ୍ତ (୩୦) । ରୁକ୍ମୁଣୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?