ଦୋକାନୀଙ୍କ ଦଖଲରେ ଗୋରେଖନାଥ ପୀଠ ରାସ୍ତା
ରଘୁନାଥପୁର,୮।୧(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠ ରାସ୍ତାରେ ଟ୍ରାଫିକ ଜାମ୍ ଉତ୍କଟ ରୂପ ନେଇଛି। ନୂଆବର୍ଷ ଉପଲକ୍ଷେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତ୍ରୀଙ୍କ ପୀଠକୁ ଆଗମନ ହେଉଛନ୍ତି। ମାତ୍ର ଦୋକାନୀମାନେ ରାସ୍ତାକୁ ମାଡ଼ିଯାଇଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜିଛି।…
ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମାଛଚାଷ
କେନ୍ଦ୍ରାପଡା ଅଫିସ, ୮।୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ ା ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ ା ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି ଆଗ୍ରହ…
ସମସ୍ତ ଦ୍ରୁତଗାମୀ ଟ୍ରେନ୍ ରହଣି ଦାବି
ଯାଜପୁର ଅଫିସ,୮।୧: ପ୍ରମୁଖ ଷ୍ଟିଲ ହବ୍ ଭାବେ ପରିଚିତ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଯାଜପୁର-କେନ୍ଦୁଝର ରୋଡ୍ ରେଳଷ୍ଟେଶନ ସବୁ କ୍ଷେତ୍ରରେ ଅବହେଳିତ। ୧୨୭ ବର୍ଷ ପୁରୁଣା ଏହି ଷ୍ଟେଶନରେ ଏବେ ବି ହମ୍ସଫର, ଦୁରୋନ୍ତ, ରାଜଧାନୀ ଆଦି ସୁପରଫାଷ୍ଟ ଓ ସ୍ପେଶାଲ…
ବୈଷୟିକ ଟେଣ୍ଡର ଲାଗି ଅଟକିଛି ପ୍ଲାଟଫର୍ମ ସମ୍ପ୍ରସାରଣ
ଛତ୍ରପୁର,୮।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟରରେ ଥିବା ଛତ୍ରପୁର ଷ୍ଟେଶନର ବିକାଶ ଅଟକି ରହିଛି। ଫଳରେ ବହୁ ଦୂରଗାମୀ ଓ ୨୪ରୁ ୨୬ କୋଚ୍ ବିଶିଷ୍ଟ ଟ୍ରେନ୍ ରହଣି ଏଠାରେ ହେଉନି ା ଦୀର୍ଘବର୍ଷ ହେଲା ଛତ୍ରପୁରର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଏହି ଷ୍ଟେଶନରେ…
ବୁଗୁଡ଼ା ବନାଞ୍ଚଳରେ ୧୩ ହାତୀ, ଚିନ୍ତାରେ ଚାଷୀ
ବୁଗୁଡା,୮।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ଥ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୁତି ସେକ୍ସନ ଉଦୟପୁର ବିଟ୍ ନିକଟସ୍ଥ କରସିଙ୍ଗି ଗ୍ରାମରେ ଶନିବାର ରାତିରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗି ରହିଥିଲା। ପୂର୍ବରୁ ୭ ଟିକିଆ ହାତୀପଲ ଏହି ଅଞ୍ଚଳର ଚାଷୀଙ୍କର…
ଶିକ୍ଷା ଅବ୍ୟବସ୍ଥାକୁ ନେଇ ଉଦ୍ବେଗ
ବାରିପଦା ଅଫିସ,୮।୧: ମୟୂରଭଞ୍ଜ ଜିଲା ବାରିପଦା ମୁର୍ଗାବାଡ଼ିସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଜିଲା ପରିଷଦର ୪ର୍ଥ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦାଙ୍କ ଅଧ୍ୟକ୍ଷତାରେ ୨୬ ବ୍ଲକ୍ରୁ ୫୬ଟି ଜିଲାପରିଷଦ ସଦସ୍ୟା ସଦସ୍ୟ, ୨୬…
ଆଜିଠୁ ଗଙ୍ଗାସାଗର ମେଳା
ଭୋଗରାଇ, ୮।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପର ଗଙ୍ଗାସାଗର ମେଳା ରବିବାରଠାରୁ ସରକାରୀ ଭାବେ ଶୁଭାରମ୍ଭ ହେବ। କୋଭିଡ୍ ସଂକ୍ରମଣକୁ ସତର୍କ ଦୃ୍ଷ୍ଟିରେ ରଖି ଏହି ପ୍ରସିଦ୍ଧ ମେଳାରେ ବ୍ୟାପକ ସାନିଟାଇଜେଶନ୍ କରାଯିବା ସହିତ ମେଳାକୁ ତୀର୍ଥଯାତ୍ରୀଙ୍କ ସକାଶେ…
ନୃତ୍ୟ, ବାଦ୍ୟରେ କମ୍ପିଲା ସହର
କେନ୍ଦୁଝର/ପାଟଣା,୮।୧ (ସ୍ବ.ପ୍ର/ଡି.ଏନ୍.ଏ): ବିଶ୍ୱକପ୍ ହକି ଟ୍ରଫି ଏବଂ ମାସ୍କଟ ‘ଓଲି’କୁ କେନ୍ଦୁଝର ଜିଲାରେ ଭବ୍ୟ ସ୍ବାଗତ କରାଯାଇଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ନୃତ୍ୟ, ଗୀତ ଓ ବାଦ୍ୟଯନ୍ତ୍ରର ମଧୁର ମୁର୍ଚ୍ଛନାରେ ସହର କମ୍ପୁଥିଲା। ଶନିବାର ସକାଳେ ସର୍କିଟ୍ ହାଉସ୍ ଛକ ନିକଟରୁ…
ମଣ୍ଡିରେ କଟ୍ନିଛଟ୍ନିକୁ ବିରୋଧ
ଖୋର୍ଦ୍ଧା ଅଫିସ,୮।୧: ଖୋର୍ଦ୍ଧା ଜିଲାରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭରୁ ଧାନମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମିଲ୍ ମାଲିକଙ୍କ ମନମାନିରେ ଚାଲିଛି ମଣ୍ଡି। ଧାନର ମାନ ଏଫ୍ଏକ୍ୟୁ(ଉନ୍ନତ) ସତ୍ତ୍ୱେ ମିଲ୍ ମାଲିକମାନେ ୫ରୁ ୭କେଜି ପର୍ଯ୍ୟନ୍ତ ଧାନ କାଟୁଥିବା…
ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ: ବିଭିନ୍ନ ସ୍ଥାନରେ ତୁଷାରପାତ
ଦାରିଙ୍ଗବାଡ଼ି,୮।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ଶୀତ ଅନୁଭବ ହେଉଛି। ରବିବାର ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବଡିଓ ଗଦାଧର ପାତ୍ର କହିଛନ୍ତି। ଗତ କିଛିଦିନର ବ୍ୟବଧାନ ପରେ ହଠାତ ଶନିବାର ସନ୍ଧ୍ୟାଠାରୁ…
ଶିମିଳିପାଳରେ ତୁଷାରପାତ
ବାରିପଦା ଅଫିସ, ୮।୧: ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ମୟୂରଭଞ୍ଜ ଜିଲାରେ ଏହାର ପ୍ରକୋପ ଅଧିକ ଅନୁଭୂତ ହେଉଛି। ଜୈବମଣ୍ଡଳ ଶିମିଳିପାଳରେ ପାରଦ ଖସୁଛି। ଜିଲାରେ ସର୍ବନିମ୍ନ ୮ଡିଗ୍ରୀ ତାପମାତ୍ରା ଥିବାବେଳେ ଶିମିଳିପାଳରେ ୫ ଡିଗ୍ରୀ ସେଲସିୟସ ରହିଛି।…
‘ବିଚାରପତି ପ୍ରଭାବିତ ନ ହେବା ଉଚିତ୍’
କଟକ ଅଫିସ,୮।୧: ନବନିଯୁକ୍ତ ୫୦ ଜଣ ସିଭିଲ୍ ଜଜ୍ଙ୍କ ଶପଥ ଗ୍ରହଣ ଉତ୍ସବ କଟକସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ସିଭିଲ ଜଜ୍ମାନଙ୍କୁ…

