ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୮ ସ୍ଥାନରେ ଏକକାଳୀନ ଚଢାଉ

ପରଜଙ୍ଗ,୭।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର (ଆର୍‌ଡବ୍ଲଏସ୍‌ଏସ୍‌ ) ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଡିଭିଜନର ଅଭିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିହଡୋଳ ସ୍ଥିତ ବାସଭବନ ସମେତ ପଙ୍ଗାତିରା ସ୍ଥିତ ଶ୍ବଶୁର ଘର…

କଂସ ବଧ ସହ ସରିଲା ଧନୁଯାତ୍ରା

ମଥୁରାନଗରୀ,୭।୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଅନ୍ତିମ ଦିବସରେ କଂସ ବଧ ଦୃଶ୍ୟାଭିନୟ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ସବୁଦିନ ଭଳି କଂସ ମହାରାଜ ମଥୁରା ଭ୍ରମଣ ସାରି ପାତ୍ରମନ୍ତ୍ରୀଙ୍କ ସହିତ ସ୍ଥାନୀୟ…

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୦ ବସ୍‌

ରାଉରକେଲା ଅଫିସ,୭।୧: ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରରେ ମୋ ବସ୍‌ ସେବା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ଟି ନନ୍‌ ଏସି…

ଗିରଫ ପରେ ଜେଲ ଗଲେ ଶିକ୍ଷକ

ଭବାନୀପାଟଣା,୭।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମାଲିଗଁା ପଞ୍ଚାୟତରେ ଗତ ନଭେମ୍ଭର ୧୧ରେ ମାସିକ ପଞ୍ଚାୟତ ବୈଠକ ସାରି ସ୍ଥାନୀୟ ୱାର୍ଡମେମ୍ବରମାନେ ଫେରୁଥିବା ବେଳେ ବାଟରେ ଶିକ୍ଷକ ଅରୁଣ ନାଏକ ସେମାନଙ୍କ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ…

ମଦ ଦୋକାନ ନବୀକରଣ ନ କରିବାକୁ ଗ୍ରାମସଭା

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତରେ ରହିଛି ଏକ ବିଦେଶୀ ମଦ ଦୋକନ। ଏହାକୁ ବନ୍ଦ କରିବା ନେଇ ବହୁ ଦିନ ହେବ ଦାବି ହୋଇଆସୁଛି ା ଏହି ମଦ ଦୋକାନର ଆଉ ନବୀକରଣ ନ…

ଗଞ୍ଜେଇଟଣାକୁ ନେଇ ଝଗଡ଼ା, ସାଥୀ ଜଗୁଆଳି ଗିରଫ

ବଲାଙ୍ଗୀର ଅଫିସ,୭ା୧: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଅଇଁଲାଚୁଆଁ ଫାର୍ମହାଉସ ରାତି ଜଗୁଆଳି ରାତୁ ଭୁଏ (୨୪) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତ ଭାବେ ଉକ୍ତ ଫାର୍ମ ହାଉସର ଅନ୍ୟତମ ରାତି ଜଗୁଆଳି ସୋନୁ ବାଗ (୬୪)ଙ୍କୁ…

୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଚାଉଳ ହଡ଼ପ ଅଭିଯୋଗ

ସୋନପୁର,୬।୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ଥିବା ପିଇଜି(ପ୍ରାଇଭେଟ ଏଣ୍ଟରପ୍ରେନ୍ୟୁୟର ଗୋଡାଉନ୍‌) ଅରିଗାଁରେ ଅନିୟମିତତା ହୋଇଛି। ଗୋଦାମରେ ଥିବା ସରକାରଙ୍କ ପ୍ରାୟ ୧୦ହଜାର ୩୪୪ କୁଇଣ୍ଟାଲ କଷ୍ଟମ ମିଲିଂ ଚାଉଳର ହିସାବ ମିଳୁନି। ହଡପ ଚାଉଳର ଆନୁମାନିକ ମୂଲ୍ୟ…

କୁଇଣ୍ଟାଲ ପ୍ରତି ୬୦ଟଙ୍କା କ୍ଷତି ସହୁଛି ଚାଷୀ

ଭବାନୀପାଟଣା,୭।୧(ସ୍ବ.ପ୍ର.): ବର୍ତ୍ତମାନ ଚାଷୀଙ୍କୁ ଘାରିଛି ମଣ୍ଡି ସମସ୍ୟା। କେତେବେଳେ କଟନି ଛଟନି ତ କେତେବେଳେ ଟୋକନ ସମସ୍ୟା। ମଣ୍ଡିରେ ଚାଷୀଙ୍କୁ ଶୋଷଣ କରିବା ପାଇଁ ପ୍ରଶାସନ ଓ ମିଲର୍ସ କୋଣସି ସୁଯୋଗ ଛାଡୁ ନାହାନ୍ତି। ସରକାର ଧାନ କିଣା ପ୍ରକ୍ରିୟାରେ ସ୍ବଚ୍ଛତା…

ବାପାଙ୍କୁ ହତ୍ୟା ଅଭିଯୋଗ: ପୁଅ ଅଟକ

ସମ୍ବଲପୁର,୭ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ବାସୁପାଲି ଗ୍ରାମରେ ଶୁକ୍ରବାର ପୁଷ୍ପପୁନି ଦିନରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁଅଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ହେଲେ…

ପରମ୍ପରାରେ ସମୃଦ୍ଧ ପୁଷ୍‌ପୁନି ଛେର୍‌ଛେରା

ପାଇକମାଳ, ୭।୧(ଡି.ଏନ.ଏ.): ପଶ୍ଚିମ ଓଡିଶାର ଅନେକ ପର୍ବପର୍ବାଣୀ ମଧ୍ୟରେ ପୁଷ୍‌ପୁନି ହେଉଛି ଅନ୍ୟତମ ପର୍ବ। ଏହା ଏକ ନିଆରା ପର୍ବ। ଏଥିରେ ସାଜସଜ୍ଜା କି ପୂଜାପାଠ ମଧ୍ୟ ନାହିଁ। କେବଳ ଖାଇବା, ପିଇବା, ମଜା ମଜଲିସ୍‌ କରିବା ଭଳି ଏକ ସୁନ୍ଦର…

ସୁନ୍ଦରଗଡ଼ର ପର୍ଯ୍ୟଟନ ବିଭବରେ ଯୋଡ଼ି ହେଲା ମନ୍ଦିର

ସୁନ୍ଦରଗଡ଼, ୭।୧(ଡି.ଏନ.ଏ.): ସୁନ୍ଦରଗଡ଼ ସହର ଅଙ୍ଗିରାପାଟ ପାହାଡ ଉପର ସତସଙ୍ଗ ବିହାରଠାରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ନବନିର୍ମିତ ଭବ୍ୟ ଶ୍ରୀମନ୍ଦିର ଶୁଭ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ସମାରୋହରେ ଅନୁଷ୍ଠିତ ହୋଇଛି। ଏଥିପାଇଁ ମନ୍ଦିର ତଥା ଜୟଗୁରୁ ସତସଙ୍ଗୀ କମିଟି…

ଉପନଗରପାଳ, କାଉନସିଲର ଗିରଫ

ଦେବଗଡ଼,୭ା୧(ଡି.ଏନ.ଏ): ଦେବଗଡ ପୌର ପରିଷଦର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ଆକ୍ରମଣ ଏବଂ ହତ୍ୟା ଧମକ ଅଭିଯୋଗ ଘଟଣାରେ ଶୁକ୍ରବାର ପୌର ପରିଷଦ ଉପାଧ୍ୟକ୍ଷ (ଉପନଗରପାଳ) ପ୍ରଜିତ କୁମାର ଭୋଜ ଓ ୬ ନମ୍ବର ୱାର୍ଡର କାଉନସିଲର ଧର୍ମେନ୍ଦ୍ର କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?