ଆମ ଜିଲା ଖବର

ଦିଗହରା ସହରାଞ୍ଚଳ ଆବାସ ଯୋଜନା

କେନ୍ଦୁଝର,୧୬ା୧(ସ୍ବ.ପ୍ର.): କେନ୍ଦୁଝର ସହର ୧ନଂ. ଓ୍ବାର୍ଡ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇରହିଛି। ଓ୍ବାର୍ଡରେ ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ ରହିଛନ୍ତି। ପ୍ରତିଦିନ ଏଠାକୁ ବହୁ ଭକ୍ତଙ୍କ ଆଗମନ ହୋଇଥାଏ। ଏନେଇ ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାକଡ଼ ସବୁ ଚକାଚକ କରାଯାଇଥିବା…

ରାସ୍ତାକାମକୁ ନେଇ ଆକ୍ରମଣ, ବୃଦ୍ଧ ମୃତ

ଭଣ୍ଡାରିପୋଖରୀ,୧୭।୧(ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ବରାହନୂଆପଡ଼ା ଗ୍ରାମରେ ସୋମବାର ରାସ୍ତାକାମକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଆକ୍ରମଣରେ ଗୋଲକ ଚନ୍ଦ୍ର ମଲ୍ଲିକ ନାମକ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ସକାଳେ ଗ୍ରାମରେ ଏକ…

ଜଗଦ୍ଦେବଙ୍କ ପାଇଁ ଚିଲିକାର ମର୍ଯ୍ୟାଦା ହାନି ଘଟିଛି: ରଘୁନାଥ

ଖୋର୍ଦ୍ଧା ଅଫିସ,୧୭ା୧:ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ନେଇ ରାଜନୀତି ଜୋର ଧରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମକର ସଂକ୍ରାନ୍ତିରେ ଅଟ୍ରି ହଟ୍ଟକେଶ୍ୱରଙ୍କ ଦର୍ଶନ କରିବାକୁ ଆସିଥିବା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ବିଭିନ୍ନ…

ରାଜନଗରରେ ଧାନକିଣା ନାଁରେ ଚାଷୀଙ୍କୁ ଶୋଷଣ

ରାଜନଗର, ୧୭ା୧(ଡି.ଏନ.ଏ.):ଚଳିତ ବର୍ଷ ଚାଷୀଙ୍କଠାରୁ ଧାନ କିଣିବାରେ କେହି ଯଦି ଶୋଷଣ କରନ୍ତି, ଏ ନେଇ ଯୋଗାଣ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ରାଜ୍ୟ ସରକାର କହିଥିଲେ। କିନ୍ତୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଏହି ଧାନକିଣାକୁ ନେଇ…

ଆଜି ଓଳାଶୁଣୀରେ କେଶ ଯାତ୍ରା

ଚଣ୍ଡିଖୋଲ,୧୭ା୧:ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ମାଘ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ତଥା ଆସନ୍ତା ୧୮ରେ ଆରମ୍ଭ ହେବ। ମେଳା ଆରମ୍ଭ ପୂର୍ବରୁ ଏହାର ନିଆରା ପରମ୍ପରା ରବିବାର ଦେଖିବାକୁ ମିଳିବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ୧୮୬…

ବାଲିରେ ସବୁଠୁ ବଡ଼ ହକି ଷ୍ଟିକ୍‌ ଗଢ଼ିି ବିଶ୍ୱ ରେକର୍ଡ କଲେ ସୁଦର୍ଶନ

ପୁରୀ ଅଫିସ, ୧୭ା୧:ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗତ ୧୦ ତାରିଖରେ ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନ ଅବସରରେ କଟକର ମହାନଦୀ ନଦୀ କୂଳରେ ବାଲୁକାରେ ଏକ ବିରାଟ ହକି ଷ୍ଟିକ୍‌ ନିର୍ମାଣ କରିଥିଲେ, ଯାହା ଓ୍ବାର୍ଲଡ ରେକର୍ଡ…

ଇଚ୍ଛାମୃତ୍ୟୁ ଆବେଦନ କଲେ ମହିଳା

ଯାଜପୁର ଟାଉନ, ୧୭ା୧(ଡି.ଏନ.ଏ.):ଯାଜପୁର ସହର କୁସୁମା ରୋଡ୍‌ ଶୀତଳେଶ୍ୱର ଗ୍ରାମର କୋରେଶା ବିବି ନାମକ ଜଣେ ସଂଖ୍ୟାଲଘୁ ମହିଳା ସୋମବାର ଯାଜପୁର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। କୋରେଶା ଜିଲା ପ୍ରଶାସନ ଓ ପୌରପ୍ରଶାସନ ଜୁଲମ୍‌ ସହି…

ଚିଲିକା ନୀତି ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୭ା୧:ଡ୍ରୋନ କ୍ୟାମେରା ସାହାଯ୍ୟରେ ଚିଲିକାରେ ଚିଙ୍ଗୁଡ଼ି ଘେରି ସର୍ଭେ କରାଯିବ। ଏହି ଡ୍ରୋନ କ୍ୟାମେରା କିଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସୋମବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌.…

ଫେବୃୟାରୀ ୧୯ରୁ ଓସିଏସ୍‌ ମେନ୍‌

କଟକ ଅଫିସ, ୧୭ା୧:ଓଡ଼ିିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମୁଖ୍ୟ (ମେନ୍‌) ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଆସନ୍ତା ଫେବୃୟାରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଫେବୃୟାରୀ…

ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା

କଟକ ଅଫିସ,୧୭ା୧:ପାରିବାରିକ କଳହକୁ କେନ୍ଦ୍ର କରି ୨ ବର୍ଷର ଶିଶୁପୁତ୍ରକୁ ସାବତ ମା’ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ। ଭଡ଼ାଘରେ ଶିଶୁପୁତ୍ର…

ସୋରଡ଼ାରେ ଅଗ୍ନିକାଣ୍ଡ: ୪ ଗୁରୁତର

ସୋରଡ଼ା,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ଗେଞ୍ଜା ପଞ୍ଚାୟତ ବନ୍ଧାଗୋଛା ଗ୍ରାମରେ ସୋମବାର ସନ୍ଧ୍ୟାରେ ଅଗ୍ନିଗାଣ୍ଡ ଘଟିଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର…

ହାତୀ ଆକ୍ରମଣରେ ଜୀବନ ଗଲା

ବାରିପଦା ଅଫିସ,୧୬ା୧- ମୟୂରଭଞ୍ଜ ଜିଲା ଦେଉଳି ରେଞ୍ଜ ଅଞ୍ଚଳରେ ସୋମବାର ସାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି। ମୃତକ ହେଲେ ସାଲସାହିର ରାମ ଭକ୍ତା(୫୦)। ଘର ବାରଣ୍ଡାରେ ଶୋଇଥିବା ବେଳେ ଝାଡ଼ଖଣ୍ଡୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ପୋଲିସ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?