ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ପ୍ରାଥମିକ ଶିକ୍ଷକ ସଂଘ
ସୁନ୍ଦରଗଡ଼,୫ା୧୧(ଡି.ଏନ୍.ଏ.): ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ସହ ଠିକା ନିଯୁକ୍ତି ଅବଧିକୁ ମୂଳ ନିଯୁକ୍ତିରେ ଗଣନା କରି ସେହି ଅବଧି ପାଇ ନ୍ୟାଶନାଲ ଇନ୍କ୍ରିମେଣ୍ଟ ପ୍ରଦାନ,ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ରୀୟ ହାରରେ ଦରମା, ନୂତନ ପେନ୍ସନ୍ ନୀତି ଉଚ୍ଛେଦ…
ମୃତଦେହ ସତ୍କାର ପାଇଁ ଯାଇଥିଲେ ପରିବାର ଲୋକେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ସିମୁଳିଆ,୫ା୧୧(ଡି.ଏନ୍.ଏ.): ପରିବାର ଲୋକେ ମୃତଦେହ ସତ୍କାର ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ କଳାକନା ବୁଲାଇବା ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲା ସିମୁଳିଆ ବ୍ଲକର ମାର୍କୋଣା ଅଞ୍ଚଳରେ। ସୂଚନାଯୋଗ୍ୟ, ମାର୍କଣା ଷ୍ଟେଶନ ରୋଡ୍ ପାର୍ଶ୍ୱରେ ଘର କରି…
ଜାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭ ନେଇ ଉତ୍ତେଜନା: ଲାଠି ଚାଳନା କଲା ପୋଲିସ
ସୁନ୍ଦରଗଡ଼/ହେମଗିରି,୫ା୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ଅନ୍ତର୍ଗତ ଜାମକାନି କୋଇଲା ଖଣି କାର୍ଯ୍ୟ ଶନିବାର ଆରମ୍ଭ ହୋଇଥିବା ବେଳେ ଖଣି ବିସ୍ଥାପିତଙ୍କ ବିରୋଧ ଯୋଗୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା…
ସମିତି ସଭ୍ୟ ଉପନିର୍ବାଚନ: ବାଜି ମାରିଲା ଭାଜପା
ଚାନ୍ଦବାଲି,୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମାଧପୁର ପଞ୍ଚାୟତରେ ସମିତି ସଭ୍ୟ ଉପନିର୍ବାଚନର ଅଙ୍କକଷା ଶେଷ ହୋଇଛି। ଭାଜପା ସମର୍ଥିତ ସମିତି ସଭ୍ୟ ଭାବେ ସବିତା ବିଶ୍ୱାଳ ୧୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମାଧପୁର ପଞ୍ଚାୟତର ବିଜେଡି ସମର୍ଥିତ ସମିତି…
ବ୍ରାଉନ ସୁଗାର ଜବତ: ୨ ଗିରଫ
କଟକ ଅଫିସ,୫।୧୧: ବାଲିଯାତ୍ରା ପୂର୍ବରୁ କଟକ ପୋଲିସକୁ ଏକ ପ୍ରକାର ସଫଳତା ମିଳିଛି। ଲାଲ୍ବାଗ ଥାନା ପୋଲିସ ୨ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ଆନୁମାନିକ…
ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ
କୋକସରା,୫।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ବଗଡିଆପଡ଼ାର ଜୟଲାଲ ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ(୨୭) ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶ ନିଜାମାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଟ୍ରାକ୍ଟର ଦୁର୍ଘଟଣାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଧାରକରଜ…
ଆସୁଛି ବାଲିଯାତ୍ରା: ଚଳଚଞ୍ଚଳ କଟକ
କଟକ ଅଫିସ,୫।୧୧: ପାଖେଇ ଆସୁଛି ବାଲିଯାତ୍ରା। ଚଳଚଞ୍ଚଳ ହେଲାଣି କଟକ। ବାଲିଯାତ୍ରା ପଡ଼ିଆରେ ଗୋଟିଏ ପରେ ଗୋଟିଏ ଷ୍ଟଲ ଖୋଲା ଯାଉଛି। ଷ୍ଟଲ ନିର୍ମାଣରେ ଦିନରାତି ଲଗେଇ ଦେଇଛନ୍ତି କାରିଗର। ରାସ୍ତା କାମ ଶେଷ ପର୍ଯ୍ୟାୟରେ ଥିଲାବେଳେ ବିଦ୍ୟୁତ ବିଭାଗ ଦ୍ୱାରା…
୧୨ଦଫା ଦାବିରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ରେଢାଖୋଲ,୫।୧୧(ଡି.ଏନ୍.ଏ): ୧୨ ଦଫା ଦାବିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ରେଢାଖୋଲ ଶାଖା ପକ୍ଷରୁ ଶନିବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସ୍ୟୁସିଆଇର ବହୁ କର୍ମକର୍ତ୍ତା ସ୍ଥାନୀୟ ଭୀମଭୋଇ ଛକରୁ…
ସୋରଡ଼ା ଏସ୍ବିଆଇ ଶାଖାରେ ପହଞ୍ଚିଲା ୨୦ ଟଙ୍କିଆ କଏନ
ସୋରଡା,୫।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜାଦୀ କା ଅମୃତ ମହୋତ୍ସବର ୭୫ ବର୍ଷ ଉପଲକ୍ଷେ ନୂତନ ୨୦ ଟଙ୍କିଆ କଏନ ପ୍ରଚଳନ ହେବା ପରେ ଶନିବାର ପ୍ରଥମେ ସୋରଡା ଏସ୍ବିଆଇ ଶାଖାରେ ପହଞ୍ଚିଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ନୂତନ…
ମୁଖ୍ୟ ସ୍ରୋତକୁ ଫେରିଲେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ: ପୋଡ଼ିଲେ ଡ୍ରେସ୍
ଚିତ୍ରକୋଣ୍ଡା,୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ପଞ୍ଚାୟତ ଲାଉଗୁଡ଼ାଠାରେ ୪୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ ଶନିବାର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏପରି କି ଅଗଷ୍ଟ ୨୨ରେ ଗୁରୁପ୍ରିୟାଠାରେ ୧୮୦ ଶିମିଳିଆ ଏବଂ ୫୦୦ରୁ ଊର୍ଦ୍ଧ୍ୱ ମାଓବାଦୀ…
ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦେଖିବାକୁ ଭକ୍ତଙ୍କ ଭିଡ଼
ପୁରୀ ଅଫିସ, ୫।୧୧: ଧର୍ମର ମାସ କାର୍ତ୍ତିକ ଚାଲିଛି। ଏ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ପଞ୍ଚକର ଦ୍ୱାଦଶୀ ତିଥିରେ ଶନିବାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପଞ୍ଚକରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନରେ ଅଶେଷ…
ପାଇକମାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ
ପାଇକମାଳ, ୫।୧୧(ଡି.ଏନ.ଏ.): ପାଇକମାଳକୁ ଏନ୍ଏସି ଘୋଷଣା, ପାଇକମାଳ ପିଏଚ୍ସିକୁ ସିଏଚ୍ସି କରିବା, ୧୩୨/୩୩ କେଭି ଗ୍ରୀଡ୍ ସ୍ଥାପନ, ଜେଏମ୍ଏଫ୍ସି କୋର୍ଟ ଶୀଘ୍ର ଖୋଲିବା ଓ ପଦ୍ମପୁରକୁ ଜିଲା ଘୋଷଣା କରିବା ଦାବି କରି ଶୁକ୍ରବାର ୧୨ ଘଣ୍ଟିଆ ପାଇକମାଳ ବନ୍ଦ ପାଳନ…
Archives


