ଆମ ଜିଲା ଖବର

ଟେନଶନ ବଢ଼ାଉଛି ହରିପୁର ଗୋଷ୍ଠୀ ବିବାଦ

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ଜିଲା ଇଟାମାଟି ଥାନାର ହରିପୁର ଗଁାରେ ଗତ ୪ ତାରିଖରେ ଗୋଷ୍ଠୀ ସଂଘର୍ଷ ପରେ ବିବାଦ ବଢ଼ି ଚାଲିଛି । ଗଁାରେ ୧ ପ୍ଲାଟନ୍‌ ଫୋର୍ସ ମୁତୟନ ଥିବାବେଳେ ଏସ୍‌ପି ଓ ଏସ୍‌ଡିପିଓ ଏହାର ସମୀକ୍ଷା କରୁଥିଲେ…

ବଦଳାଯାଉନି ପୁରୁଣା ପାଇପ୍‌

ନୟାଗଡ଼ ଅଫିସ,୮ା୬: ନୟାଗଡ଼ ମେଗା ପାନୀୟ ଜଳପ୍ରକଳ୍ପ କାର୍ଯ୍ୟରେ ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ନୂଆ ପାଇପ୍‌ ବଦଳରେ ପୂରୁଣା ପାଇପ୍‌ ପକା ଯାଉଥିବା ଅଭିଯୋଗ ଉଠିଛି । ସାଧାରଣତଃ ଜଙ୍କସନ ସ୍ଥାନରେ ଏପରି ଅନିୟମିତତା କରାଯାଉଛି । ନୟାଗଡ଼ ସହରର…

ନୈରାଶ୍ୟଜନକ ସ୍ଥିତିରେ କୃଷି ସେନ୍‌ସସ୍‌

କେନ୍ଦ୍ରାପଡ଼ା ଅଫିସ,୮ା୬: କରୋନା କଟକଣା କାରଣରୁ ବନ୍ଦ ଥିବା ୧୧ତମ କୃଷି ସେନ୍‌ସସ୍‌ ୨୦୨୨ ଅଗଷ୍ଟ ମାସରେ ଆରମ୍ଭ ହେଲା। ୫ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ସେନ୍‌ସସ୍‌ ଦେଶର କୃଷି ଅର୍ଥନୀତି ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଇତିମଧ୍ୟରେ ଆରମ୍ଭକୁ…

ଲୋପ ପାଇବ କୁଣ୍ଡପାଟଣାର ପିତଳ କାରିଗରୀ

ଧର୍ମଶାଳା,୮ା୬(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅଧୀନ କୁଣ୍ଡପାଟଣା ଗଁାରୁ ଏବେ ପିତଳ କାରିଗରି ଲୋପ ପାଇବାକୁ ବସିଛି। ପିତଳ କାରିଗରି ପାଇଁ ଏହି ଗଁା ରାଜ୍ୟରେ ପ୍ରସିଦ୍ଧିଲାଭ କରିଥିଲା। ଗଁାରେ ପୂର୍ବରୁ ୧୦୬ ପରିବାର ଶାଳ କରି ପିତଳ ସାମଗ୍ରୀ…

ଏସ୍‌ଏଚ୍‌ଜିଙ୍କ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୫ହଜାର କୋଟି

ନିମାପଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ୫ହଜାର କୋଟି ଟଙ୍କା ବିନିଯୋଗ କରିବେ। ସୁରକ୍ଷା(୧) ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ସମୀର ରଞ୍ଜନ ଦାଶ…

କର୍ଡନ ଭିତରେ ରହିବେ ସୀମିତ ସଂଖ୍ୟକ ପାସ୍‌ଧାରୀ

ପୁରୀ ଅଫିସ,୮ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨୦ ତାରିଖରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମସ୍ତ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା, ଯାତାୟାତ ଆଦି ଯେପରି ଶୃଙ୍ଖଳିତ…

ସରୁନି ବୋଟିଂ, ପାର୍କ ଓ ସ୍ମାର୍ଟ ଶ୍ମଶାନ କାମ

ଖୋର୍ଦ୍ଧା ଅଫିସ,୮ା୬: ଖୋର୍ଦ୍ଧା ପୌର ପରିଷଦ (କେଏମ୍‌ସି) ଏକପ୍ରକାର ସ୍ଥାଣୁ ପାଲଟିଛି। ସହରବାସୀଙ୍କଠାରୁ ବର୍ଷକୁ ବିଭିନ୍ନ ବାବଦକୁ କେଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ମାତ୍ର ସହରବାସୀଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବ୍ୟବସ୍ଥା…

ବିପର୍ଯ୍ୟୟ ମୁକାବିଲା ପାଇଁ ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତ ହେବ

କଟକ ଅଫିସ,୮ା୬: ପ୍ରାକୃତିକ ବିପର୍ଯ୍ୟୟ ଓ ସହରରେ ବର୍ଷାଜନିତ ଜଳବନ୍ଦୀର ମୁକାବିଲା ପାଇଁ ବୁଧବାର ଚୌଧୁରୀବଜାରସ୍ଥିତ ବିଜୁ ଭବନରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁବାସ ସିଂ ଏଥିରେ ପୌରୋହିତ୍ୟ କରିଥିବାବେଳେ…

ଘର ପୋଡ଼ିଦେଲେ ଦୁର୍ବୃତ୍ତ

ସଇଁତଲା, ୭।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ ଟିକ୍ରାପଡ଼ା ଫାଣ୍ଡି ଦୁକାଲଘାଟ ଗ୍ରାମରେ କେତେଜଣ ଦୁର୍ବୃତ୍ତ ଜଣକଙ୍କ ଘର ପୋଡ଼ିଦେବା ସହ ଜୀବନରେ ମାରିଦେବା ନେଇ ଧମକ ଦେଇଥିବା ଟିକ୍ରାପଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଟିକ୍ରାପଡ଼ା…

ନଦୀରେ ନିଖୋଜ ୨ଜଣଙ୍କ ମିଳିଲା ମୃତଦେହ

ମାଲକାନଗିରି,୭ା୬(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ପୋଡପଦା ନଦୀରେ ଗତ ୧ ତାରିଖରେ ୨ଟି ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଏକ ସପ୍ତାହ ନ ପୂରୁଣୁ ପୁଣି ସୋମବାର ଖଇରପୁଟ ବ୍ଲକର ସେହି ନଦୀରେ ଆଉ ଏକ…

ଡ୍ରୋନ୍‌ରେ ଉଠାଉଥିଲେ ଫଟୋ: ୨ ଜଣଙ୍କୁ ଧରି ପୋଲିସ ଜିମାଦେଲେ ଗ୍ରାମବାସୀ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ନୂଆଗାଁ ପଞ୍ଚାୟତରେ ଦୁଇଜଣ ବ୍ୟକ୍ତି ଡ୍ରୋନ୍‌ ସହାୟତାରେ ବେଆଇନ ଭାବେ ଫଟୋ ଉଠାଉଥିବା ନେଇ ଗ୍ରାମବାସୀ ତାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଅନ୍ୟପକ୍ଷେ ଏକ କମ୍ପାନୀ ପକ୍ଷରୁ କାରଖାନା ହେବାକୁଥିବା ବେଳେ…

ଗୁଣିଗାରେଡ଼ି ସନ୍ଦେହରେ ନିର୍ଯାତନା ଅଭିଯୋଗ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଯାତ୍ରା ପଞ୍ଚାୟତ ଶୁକଡଳା ଗ୍ରାମର କେଶବ ବାରିକ ବୁଧବାର କେନ୍ଦୁଝର ଏସ୍‌ପି ନୀତିନ କୁଶଲକରଙ୍କୁ ଭେଟି ଗୁଣିଗାରେଡ଼ି ସନ୍ଦେହରେ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି। କେଶବଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?