ଆମ ଜିଲା ଖବର

ସୁଯୋଗ ମିଳିଲେ ଗୋପାଳ ଭଳି ଗୁଳି କରିଦେବି

ସମ୍ବଲପୁର,୨୧ା୨(ବ୍ୟୁରୋ): ଜାନୁୟାରୀ ୨୯ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଝାରସୁଗୁଡା ଜିଲା ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣାରେ ରାଜ୍ୟ ପୋଲିସ ଓ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା…

୬୪୧୨ ଜନବସତିକୁ ରାସ୍ତା ନାହିଁ

ଯାଜପୁର ଅଫିସ,୨୧ା୨: ରାଜ୍ୟରେ ଏବେବି ୬,୪୧୨ ଜନବସତିକୁ ରାସ୍ତା ସଂଯୋଗ ହୋଇପାରିନାହିଁ। ଏଥିରେ କୋରାପୁଟ ଜିଲାରେ ସର୍ବାଧିକ ୮୪୮ ଜନବସତି ରହିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ର ସ୍ବତନ୍ତ୍ର ତଥ୍ୟଭିତ୍ତିକ ସଫ୍ଟଓ୍ବେର ‘ଅନ୍‌ଲାଇନ୍‌ ମ୍ୟାନେଜମେଣ୍ଟ ମନିଟରିଂ ଆଣ୍ଡ ଆକାଉଣ୍ଟିଂ ସିଷ୍ଟମ(ଓଏମ୍‌ଏମ୍‌ଏଏସ୍‌)’…

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଫେରାର

ଦିଗପହଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବାରିକସାହିରେ ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି। ଲିଲିମା ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ସନ୍ତୋଷ ନାୟକ ଓ ପରିବାର ଲୋକେ ଯୌତୁକ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିବା ସେ…

ଏନ୍‌ବିଡବ୍ଲ୍ୟୁରେ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୦ା୨-ବ୍ରହ୍ମପୁର ସଦର ଥାନା ପୋଲିସ ଜାମିନବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଦକ୍ଷିଣପୁର ଗ୍ରାମର ରାମକୃଷ୍ଣ ନାହାକ ଓରଫ ବୁଲୁ (୪୪)। ଏକ ଡକାୟତି ଉଦ୍ୟମ ମାମଲାରେ ସମ୍ପୃକ୍ତି ରହି ୧୧…

ରାସ୍ତାରେ ବନ୍ୟା

ଯୋଡା,୨୦ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ସହରର ମୁଖ୍ୟ ରାସ୍ତା ସୁନାନଦୀ ପୋଲ ନିକଟରେ ସୋମବାର ପାଣି ପାଇପ ଫାଟି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ସମୟ ପରେ ବିଭାଗୀୟ କର୍ମଚାରୀମାନେ…

ଆଦିବାସୀଙ୍କୁ ଆବସ ପ୍ରଦାନରେ ଚଞ୍ଚକତା: ଭାଜପା ପକ୍ଷରୁ ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ

ତେଲକୋଇ,୨୦ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ଆଦିବାସୀ ବହୁଳ ଅଞ୍ଚଳରେ ଯୋଗ୍ୟ ଆଦିବାସୀ ହିତାଧିକାରୀଙ୍କୁ ଆବାସ ଆବଣ୍ଟନରେ ଅଣଦେଖା କରାଯାଇଥିବା ଭାଜପା ଅଭିଯୋଗ କରିଛି। ଏ ନେଇ ଭାଜପା ପକ୍ଷରୁ ସୋମବାର ବିଭିନ୍ନ ପଞ୍ଚାୟତର ଶତାଧିକ କର୍ମୀ ଶୋଭାଯାତ୍ରାରେ ଯାଇ ବ୍ଲକ୍‌…

କାରରେ ନାବାଳିକାକୁ ବଳାତ୍କାର ଉଦ୍ୟମ ଘଟଣା: ଶ୍ରମ ବିଭାଗ ପକ୍ଷରୁ ଠିକାଦାରଙ୍କୁ ନୋଟିସ୍‌

କେନ୍ଦୁଝର,୨୦ା୨(ସ୍ବ.ପ୍ର.): କାରରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଘଟଣାରେ ଶ୍ରମ ବିଭାଗ ପକ୍ଷରୁ ଠିକାଦାର ଅକ୍ଷୟ ପଣ୍ଡାଙ୍କୁ ନୋଟିସ୍‌ କରାଯାଇଛି। ଚିଠି ନଂ. ୪୨୧/୨୦୨୩ରେ ତାଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ମାର୍ଚ୍ଚ ୧୮…

ବାଇକ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ: ଚାଳକ ଗିରଫ

ପାଟଣା,୨୦ା୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦିଗପଶି କେଶଡ଼ିହା ରାସ୍ତା ଶଙ୍ଖାସର ଜାନୁୟାରୀ ୧୯ରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଘଟଣାରେ ଅନ୍ୟଜଣେ ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ ସୋମବାର ସାହାରପଡ଼ା ଫାଣ୍ଡି ପୋଲିସ ବାଇକ ଚାଳକଙ୍କୁ ଗିରଫ…

ଟ୍ରକ୍‌ ପଛରେ ଧକ୍କା ଦେଲା ଆମ୍ବୁଲାନ୍ସ

ଆନନ୍ଦପୁର,୨୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ନିକଟସ୍ଥ ବାଲିଯୋଡ଼ି ନିକଟରେ ଏକ ଟ୍ରକ୍‌ ପଛରେ ୧୦୮ ଆମ୍ବୁଲାନ୍ସ ଧକ୍କା ଦେଇଛି। ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ସୁରକ୍ଷିତ ଥିବା ସୂଚନା ମିଳିଛି। କଟକରୁ ରୋଗୀ ଛାଡ଼ି କେନ୍ଦୁଝର ଫେରିବା…

୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ, ଜଣେ ଅଟକ

ଭଦ୍ରକ ଅଫିସ, ୨୦।୨: ଭଦ୍ରକ ପୁରୁଣାବଜାର ଥାନା ଅଧୀନ କାଜିସାହିରେ ପୋଲିସ ସୋମବାର ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ଓ ତିଆରି ସାମଗ୍ରୀ ଜବତ କରିଛି। ଉକ୍ତ ଗ୍ରାମରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବେ ନକଲି…

ଚଳନ୍ତା ବସ୍‌ ଉପରୁ ପଡ଼ି ଯୁବକ ଗୁରୁତର

ପାରଳାଖେମୁଣ୍ଡି,୨୦।୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ପଦ୍ମପୁର ଗ୍ରାମରେ ବସ୍‌ ଛାତ ଉପରୁ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି l ସେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ଲୁୟୁବ ଗ୍ରାମର ଅନିଆଲ ରଇତ(୨୨)। ଅନିଆଲ ପାରଳାଖେମୁଣ୍ଡିରୁ ଗୁମ୍ମାକୁ ଏକ ବସ…

ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ୫୦ ଏକର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା,୨୦।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ପକ୍ଷରୁ ବାଲିଗୁଡା ବ୍ଲକ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ ଭାବରେ ଲାଗିଥିବା ଗଞ୍ଜେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri