ଆମ ଜିଲା ଖବର

ବିଦ୍ୟୁତ୍‌ କରେଣ୍ଟ ଲାଗି ଚାଲିଗଲା ଭଉଣୀ ଭାଇଙ୍କ ଜୀବନ

ଯାଜପୁର ଅଫିସ/କଳିଙ୍ଗନଗର(ଡି.ଏନ୍‌.ଏ.):୧୨।୫: ବିଦ୍ୟୁତ୍‌ କରେଣ୍ଟ ଲାଗି ଶୁକ୍ରବାର ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଧାନ ଶିକ୍ଷୟିତ୍ରୀ ନିତୁ ମାରାଣ୍ଡି(୩୨) ଏବଂ ସମ୍ପର୍କୀୟ ଭାଇ ରେଲଓ୍ବେ କନ୍‌ଷ୍ଟେବଲ ଭାବେ କାର୍ଯ୍ୟରତ ଶ୍ୟାମସୁନ୍ଦର ମାରାଣ୍ଡି। ପ୍ରଧାନ…

‘ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ’

ପୁରୀ ଅଫିସ, ୧୨ା୫: ସନାତନ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ ତଥା ପ୍ରମୁଖ ଧାମ ଭାବେ ବିବେଚନା କରାଯାଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ ଦର୍ଶନ କରିବା ନିମନ୍ତେ ଦେଶ ବିଦେଶରୁ ବହୁ ଭକ୍ତ ପୁରୀକୁ ଆସିଥାନ୍ତି। ଶ୍ରୀମନ୍ଦିରରେ ପ୍ରବେଶ…

ଏନ୍‌ଓସି ବିନା ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା ଅଫିସ,୧୨।୫: ରାଉରକେଲା ଶିକ୍ଷା ଜିଲାରେ ବେସରକାରୀ ସ୍କୁଲ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଉକ୍ତ ସ୍କୁଲ ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଧାରିତ ୫୧ଟି ମାନଦଣ୍ଡ ରହିଛି। ତେବେ ଏହି ମାନଦଣ୍ଡ ଅଭାବରୁ ଅନେକ ସ୍କୁଲକୁ ଗତ ଦୁଇବର୍ଷ ହେଲା…

୫ ବର୍ଷ ହେଲା ଶେଷ ହେଉନି ପୋଲ କାମ

କେସିଙ୍ଗା, ୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ମଶାଣିବନ୍ଧ ଓ ଭମରମାଲ ସଂଯୋଗ କରୁଥିବା ଦେହେରେନ୍‌ ଯୋର ଆଜକୁ ୫ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।…

ସହାୟତା ଅପେକ୍ଷାରେ ରିୟାନ୍‌ସି

ଖଡ଼ିଆଳ, ୧୨।୫(ଡି.ଏନ୍‌.ଏ.): କଡ୍‌ନୀ ରୋଗରେ ପୀଡ଼ିତ ହୋଇ ୨୦୨୦ରେ ସ୍ବାମୀ ଜିତେନ୍ଦ୍ର ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ବିୟୋଗକୁ ଭୁଲିବାକୁ ଚେଷ୍ଟା କରୁଥିବା ବେଳେ ଝିଅ ରିୟାନଂସି ଏବେ ସିକଲିନ ରୋଗରେ ପୀଡ଼ିତ। ଆୟର କୌଣସି ପନ୍ଥା ନାହିଁ। ଯାହା ଥିଲା ସ୍ବାମୀଙ୍କ…

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳିକା

ଚିତ୍ରକୋଣ୍ଡା,୧୨।୫: ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିତ୍ରକୋଣ୍ଡା ଅପରେଟର କଲୋନୀର ପଦ୍ମିନୀ କାନ୍ଦୁଲିଆ(୧୫)। ମିଳିଥିବା ସୂଚନା ମୁତାବକ, ପରିବାର ଲୋକଙ୍କ ସହ ପଦ୍ମିନୀ ଆଈ ଘର ଚିତ୍ରକୋଣ୍ଡାସ୍ଥିତ ଦୋରାଘାଟକୁ ବୁଲିବାକୁ…

କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ

ନିଶ୍ଚିନ୍ତକୋଇଲି,୧୨ା୫(ସ୍ବ.ପ୍ର.): ଡ୍ୟୁଟି କରିବାକୁ ଆସି ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲା ନିଶ୍ଚିନ୍ତକୋଇଲିର ଜିଗ୍ନିପୁର ଠାରେ। କଟକ ପୋଲିସ ହେଡ କ୍ବାର୍ଟର୍ସରେ କନଷ୍ଟେବଳ ଭାବେ ଶ୍ରୀନିବାସ ରାଉତ…

ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରସ୍ତୁତି

ଖୋର୍ଦ୍ଧା ଅଫିସ,୧୨ା୫: ଜୁନ୍‌ ୨୦ରେ ଘୋଷଯାତ୍ରା। ଏଥିଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ଚାଲିଛି ରଥ ନିର୍ମାଣ। ଏପଟେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାର ପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ପାଟବସ୍ତ୍ର ଓ ସୂତାଲୁଗା ପ୍ରସ୍ତୁତିରେ…

ବନ୍ଦର ଉପାଧ୍ୟକ୍ଷ ଦାୟିତ୍ୱ ନେଲେ ନୀଳଭ୍ର ଦାସଗୁପ୍ତା

ପାରାଦୀପ ୧୨।୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)ର ନୂତନ ଉପାଧ୍ୟକ୍ଷ ଭାବେ ନୀଳଭ୍ର ଦାସଗୁପ୍ତା ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ଉପାଧ୍ୟକ୍ଷ ଥିବା ଏ କେ.ବୋଷ ଗତ ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ଉକ୍ତ ପଦବୀ ଖାଲି ଥିଲା। ଦାସଗୁପ୍ତା…

ଖସିପଡ଼ିଥିବା ଡ୍ରୋନ୍‌କୁ ନେଇ ଆତଙ୍କ

ଢେଙ୍କାନାଳ ଅଫିସ, ୧୨।୫: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ କେନାଲ ବନ୍ଧ ଉପରେ ଗୁରୁବାର ଅପରାହ୍ନରେ ଖସିପଡ଼ିଥିବା ଏକ ଡ୍ରୋନ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଅପରାହ୍ନ ପ୍ରାୟ ୫ଟା ୪୦ରେ…

ପିଆଇଡବ୍ଲ୍ୟୁଟି ନିର୍ଦ୍ଦେଶକଙ୍କ ସତ୍ୟପାଠ ଦାଖଲ

କଟକ ଅଫିସ,୧୨ା୫: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଡଙ୍ଗାବୁଡ଼ି ମାମଲାରେ ମେ’ ୧ ତାରିଖରେ ସତ୍ୟପାଠ ଦାଖଲ କରାଯାଇଛି। ଓଡ଼ିଶା ପୋର୍ଟ ଆଣ୍ଡ୍‌ ଆଇଲାଣ୍ଡ୍‌ ଓ୍ବାଟର ଟ୍ରାନ୍ସପୋର୍ଟ ବିଭାଗ(ପିଆଇଡବ୍ଲ୍ୟୁଟି)ର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସତ୍ୟପାଠ ଦାଖଲ କରି ରାଜ୍ୟରେ…

ବିଲ୍‌ରେ ଜାଲିଆତି କରି ଟଙ୍କା ହଡ଼ପ ଉଦ୍ୟମ

ଅନୁଗୋଳ ଅଫିସ,୧୨ା୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ଭାବେ ଶୋଷଣ କରୁନାହାନ୍ତି, ସୁଯୋଗ ପାଇବା ମାତ୍ରେ ସରକାରୀ ଅର୍ଥ ହଡପ୍‌ ପାଇଁ କିପରି ଉଦ୍ୟମ କରୁଛନ୍ତି ତାହାର ଉଦାହରଣ ଗୁରୁବାର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?