ଆମ ଜିଲା ଖବର

ସପ୍ତାହକ ପରେ ସାମୁଦ୍ରିକ କଟକଣା ହଟିବ

ମହାକାଳପଡ଼ା,୬ା୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବିଦେଶାଗତ ଅତିଥି ଅଲିଭ ରିଡ଼ଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ ଓ ବଂଶ ବିସ୍ତାର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ନଭେମ୍ବର ୧ରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ସାମୁଦ୍ରିକ…

ମହାନଦୀ ଜଳକୁ ନେଇ ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୬ା୬: ମହାନଦୀ ଜଳ ବିବାଦର ସମାଧାନ ପାଇଁ ନିକଟରେ ଏକ ଟ୍ରିବ୍ୟୁନାଲ ସଦସ୍ୟ ଟିମ୍‌ ଓଡ଼ିଶା ଗସ୍ତ ସାରିଛନ୍ତି। ଏହି ଟିମ୍‌ର ରିପୋର୍ଟ ଉପରେ ବିବାଦର ସମାଧାନ ହେବ ବୋଲି ଆଶା ରହିଛି। ତେବେ ଏହି ଗସ୍ତ କାର୍ଯ୍ୟକ୍ରମରେ ଟିମ୍‌…

ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଚିନ୍ତା

ବାଲିଚନ୍ଦ୍ରପୁର,୬ା୬(ସ୍ବ.ପ୍ର.): ବାଲିଚନ୍ଦ୍ରପୁର ବିଦ୍ୟୁତ୍‌ ସେକ୍ସନ ଅଞ୍ଚଳରେ ୨ ସପ୍ତାହ ହେବ ଘନ ଘନ ବିଦ୍ୟୁତ୍‌ କାଟ ଚାଲିଛି । ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଉପଭୋକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ…

ଦାଣ୍ଡ ଦୁଆରେ କଚାଡ଼ ମାରିଦେଲା ଦନ୍ତା

ନିରାକାରପୁର,୬।୬(ଡି.ଏନ୍‌.ଏ.): ମଙ୍ଗଳବାର ଭୋରରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ରେଞ୍ଜ ଅଧୀନ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୫0)। ମିଳିଥିବା ସୂଚନା ମୁତାବକ, ଦେବରାଜ ଭୋରୁ ଉଠି ଦାଣ୍ଡ ଦୁଆରକୁ ଆସିଥିଲେ। ସେତିକିବେଳେ ସେ…

କାର୍ଟୁନିଷ୍ଟ ଅଶ୍ୱିନୀ-ଅବନୀଙ୍କୁ ସ୍ବତନ୍ତ୍ର ପୁରସ୍କାର

ବଲାଙ୍ଗୀର ଅଫିସ, ୬ା୬: ଛତିଶଗଡ଼ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ଼)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ସର୍ବଭାରତୀୟସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ବତନ୍ତ୍ର ପୁରସ୍କାର ଲାଭ…

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୬ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣାକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ପୋଲିସ ସୋମବାର ସନ୍ଧ୍ୟାରେ ଏହି ରହସ୍ୟ ଉପରୁ ପରଦା ହଟାଇଛି। ଲୋକମାନଙ୍କ ସହାନୁଭୂତି ପାଇବା ପାଇଁ ଅଜିତ୍‌ ଏବଂ…

ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଯାଜପୁର ଅଫିସ,୬ା୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ପାହାଡ଼ର କଳାପଥର ଖାଦାନରେ ଗତ ୩୧ ତାରିଖ ମଧ୍ୟରାତ୍ରିରେ ଜଣେ ଶିଶୁ ଶ୍ରମିକଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଓଡ଼ିଶା ଲୋକାୟୁକ୍ତ ନିଜ ଆଡୁ…

ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ଚିତ୍ତ ଷଡ଼ଙ୍ଗୀ

ନୀଳଗିରି,୫।୬(ସ୍ବ.ପ୍ର.)- ବାହାନଗା ରେଳ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ। ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ କହିବା ସହ ଏହି ଦୁର୍ଘଟଣାରେ ୧୦୦୦ରୁ୧୫୦୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ରେଳ…

ବାହାନଗା ରେଳ ଦୁର୍ଘଟଣା: ରେଲୱେର ଦାୟିତ୍ୱହୀନତା ନେଇ ଏତଲା

ବାଲେଶ୍ୱର ଅଫିସ,୫।୬: ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ନେଇ ସୋମବାର ଥାନାରେ ଏତଲା ହୋଇଛି। ବାଲେଶ୍ୱର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆରପି ଥାନାର ଏସଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି। ରେଲୱେର…

ଡିଭାଇଡର ଉପରେ ଚଢିଗଲା ଟ୍ରକ୍‌

ହିଞ୍ଜିଳିକାଟୁ,୫।୬(ଡି.ଏନ.ଏ.): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ରାସ୍ତା ମଧ୍ୟସ୍ଥ ଡିଭାଇଡର ଉପରେ ଚଢିଯାଇଛି । ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଆହତ ହୋଇଥିବା ବେଳେ…

ଛତୁ ଖାଇ ଦୁଇ ଯୁବତୀ ଗୁରୁତର

ବଡ଼ବିଲ,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଛତୁ ଖାଇ ଦୁଇ ଯୁବତୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯୁବତୀ ଦ୍ବୟ ହେଲେ ବଡ଼ବିଲ ସାଧୁସିଂ ହଟିଂ ଅଞ୍ଚଳର ପ୍ରିୟା ମହାନ୍ତ ଓ ତାଙ୍କ ସାଙ୍ଗ…

ନିର୍ବନ୍ଧ ସାରି ଫେରୁଥିଲେ : ଚାଲିଗଲା ୩ ଜୀବନ

ପୁରୀ ଅଫିସ,୫।୬: ପୁରୀ ମଙ୍ଗଳାଘାଟ-ବଳିଆପଣ୍ଡା ବାଇପାସ ରୋଡରେ ସୋମବାର ଦୁର୍ଘଟଣା ଘଟିଛି। ଓମକାରେଶ୍ବର ମନ୍ଦିର ନିକଟରେ ସ୍କୁଟିକୁ ଏକ ଟାଉନ ବସ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ସ୍କୁଟିକୁ ଟାଉନ ବସ ଚାପିଦେବାରୁ ୩ ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?