ଆମ ଜିଲା ଖବର

ଟ୍ରକ୍‌ ପଛରେ ଧକ୍କା ଦେଇ ଜଳିଗଲା ଟ୍ରକ୍‌: ଚାଳକ ଗୁରୁତର

ଦେବଗଡ଼,୧୩।୬(ଡି.ଏନ୍‌.ଏ.): ଦେବଗଡ଼ ପୌରପରିଷଦ ରଜାମୁଣ୍ଡା ନିକଟସ୍ଥ ତିୱାରୀ ଢାବା ସମ୍ମୁଖରେ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ରାତିରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଧକ୍କାଦେଇ ଅନ୍ୟ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଜଳିଯାଇଥିବା ଜଣାପଡିଛି । ଏଥିସହ ଟ୍ରକ୍‌…

ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ,୧୩।୬(ଡି.ଏନ୍‌.ଏ.): ସାନ ଭାଇର କଟୁରୀ ଚୋଟରେ ବଡ ଭାଇଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଷଣ୍ଢପଲ୍ଲୀ ଗ୍ରାମରେ । ମୃତକ ହେଲେ ଅନୁପମ ବେହେରା (୪୧ ) । ପାରିବାରିକ ସମସ୍ୟା ନେଇ…

ଭୋଜିକୁ ନିମନ୍ତ୍ରଣ କରି କନ୍ୟାପକ୍ଷଙ୍କୁ ଅପମାନ  ଦେଲେ ବର, ଶଙ୍ଖା ଖୋଲି ପଳାଇ ଆସିଲେ କନ୍ୟା 

କୋଟଗଡ଼,୧୩।୬(ଡି. ଏନ.ଏ): ବର ଯୌତୁକରେ ବାଇକ୍‌ ମାଗିବାରୁ ବାପଘରକୁ ପଳେଇ ଆସିଲା ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ଼ ପଞ୍ଚାୟତ ସାରୁପାଟା ଗାଁରେ। ଉକ୍ତ ଗାଁର ଆନ୍ଦୁରୁ ଦିଗାଲଙ୍କ ଝିଅ ଦେବକୀ ଗତ ୯…

ପ୍ରେମ ବ୍ୟାପାରକୁ ନେଇ ସାଙ୍ଗକୁ ଗୁଳି ମାଡ

କେନ୍ଦୁଝର,୧୩।୬(ସ୍ବ.ପ୍ର): ପ୍ରେମ ବ୍ୟାପାରକୁ ନେଇ ସାଙ୍ଗ ସାଙ୍ଗକୁ ମାରିଲା ଗୁଳି। ଏପରି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ଥାନା ସିଙ୍ଗିବିଲା ଗ୍ରାମରେ। ସୋମବାର ରାତିରେ ଗୁଳି ମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ଦାସ ବୋଲି ଜଣାପଡିଛି।…

ତିନିରଥର ବେଦି ନିର୍ମାଣ ଆରମ୍ଭ

ପୁରୀ ଅଫିସ, ୧୩ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୭ଦିନ ଥିବାବେଳେ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥର ‘ପ୍ରଭା’ ନିର୍ମାଣ ସରିବା ସହ ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଏ…

୨୦ବର୍ଷର ରେକର୍ଡ ଭାଙ୍ଗିଲା ସମ୍ବଲପୁର

ସମ୍ବଲପୁର,୧୩ା୬(ବ୍ୟୁରୋ): ୨୦ବର୍ଷର ରେକର୍ଡ ଭାଙ୍ଗି ରାଜ୍ୟରେ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ସମ୍ବଲପୁର। ସୋମବାର ଏଠାରେ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୦୦୩ରେ ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୯୯୮ରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ ରହିଥିବାବେଳେ…

ରାସ୍ତା ନିର୍ମାଣର ୩ ମାସ ପୂରିନି, ଉଠିଲାଣି ପିଚୁ

ଚନ୍ଦ୍ରପୁର,୧୩।୬(ଡି.ଏନ୍‌.ଏ.): ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାୟଗଡ଼ା ଜିଲା ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁର ବ୍ଲକ ଟୁରିଗୁଡ଼ା ପଞ୍ଚୟତର ଢ଼େଲାପଡ଼ାଠାରୁ ଆଲିଗଣ୍ଡା ପର୍ଯ୍ୟନ୍ତ ନୂଆ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣର ମାତ୍ର ୩ ମାସ ପୂରିନି ହେଲେ ଢ଼େଲାପଡ଼ାଠାରୁ ରାମଣା…

ଆମ୍ବତୋଟାରେ ଜମୁଛି ପିଲାଙ୍କ ଭିଡ଼

ଡାବୁଗାଁ, ୧୩।୬ (ଡି.ଏନ୍‌.ଏ.): ବର୍ତ୍ତମାନ ଜୁନ ମାସ ଅଧା ହେଲାଣି କିନ୍ତୁ କମୁନି ତାତି। ଏବେ ପିଲାମାନଙ୍କର ସ୍କୁଲରେ ଖରାଛୁଟି ଚାଲିଛି। ଏହାର ଫାଇଦା ଉଠାଇ ଗ୍ରାମାଞ୍ଚଳର ପିଲାମାନେ ଗାଁ ଆମ୍ବତୋଟାରେ ଭିଡ଼ ଜମାଉଛନ୍ତି। ସେଠାରେ ଖେଳକୁଦ କରିବା ସହ ପାଚିଲା…

ସ୍ବାଗତ କରିବାକୁ ସଜବାଜ

ଅନୁଗୋଳ ଅଫିସ, ୧୩ା୬: ସଜେଇ ହେଲାଣି ସହର। ଗାଁ ଗଛରେ ଲାଗିଲାଣି ଦୋଳି। ଛକ ଛକରେ ଖୋଲିଲାଣି ପାନର ପସରା। ପହଲି ରଜକୁ ସ୍ବାଗତ କରିବାକୁ ସବୁଠି ଆରମ୍ଭ ହୋଇଛି ସଜବାଜ। ଏଥିପାଇଁ ବଜାରରେ ବଢ଼ିଯାଇଛି ଗହଳି। ଘରେ ଘରେ ବନ୍ଧୁବାନ୍ଧବ…

ସରକାରୀ ଖାତାକୁ ଆସିଲା ଏକରେ ଜାଗା

ଅନୁଗୋଳ ଅଫିସ,୧୩।୬: ଅନୁଗୋଳ ସହରରେ ଜବରଦଖଲରେ ଥିବା ସରକାରୀ ଜାଗାକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ଜୋରଦାର ଉଚ୍ଛେଦ ପ୍ରକ୍ରିୟା ଜାର ରହିଛି। ସୋମବାର ପ୍ରଶାସନିକ ଅଧିକାରୀମାନେ ସରକାରୀ ଜାଗାରେ ଥିବା ଘର ଓ ଦୋକାନଘରକୁ ବୁଲଡୋଜର ଲାଗାଇ ଉଚ୍ଛେଦ କରିଥିବା…

କାଳବୈଶାଖୀ ତାଣ୍ଡବରେ ବେସାହାରା ୧୫ ପରିବାର

ବେଗୁନିଆପଡ଼ା,୧୩ା୬: ସୋମବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବରେ ବେସାହାରା ହୋଇଛନ୍ତି ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଫାଶୀ ହରିଜନ ସାହିର ୧୫ ପରିବାର। ଦୀର୍ଘ ୫୦ ବର୍ଷରୁ ଉଦ୍ଧର୍‌ବ ସମୟ ଧରି ଗୋଟିଏ ସ୍ଥାନରେ ସ୍ଥାୟୀ ବସବାସ କରୁଥିବା ସମୁଦାୟ…

୩୨ବର୍ଷ ହେଲା ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ

ବାରିପଦା ଅଫିସ,୧୩ା୬: ନିଜସ୍ବ ଅଫିସ ଗୃହ ନ ଥାଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖା କାର୍ଯ୍ୟାଳୟ ୩୨ ବର୍ଷ ହେଲା ଭଡ଼ାଘରେ ଚାଲିଛି। ଭଙ୍ଗା ଦଦରା ଘରେ ଅଫିସ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେଉ ନ ଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?