ଆମ ଜିଲା ଖବର

ବାଲି ପାଇଁ ବଢୁଛି ଦୁର୍ଘଟଣା

କାଏମା,୧୪ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ କାଏମା କେଲୁଅ ନଦୀରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ପରିବହନ ହେଉଛି। ବାଲି ବୋଝେଇ ହାଇୱା, ଡମ୍ଫର ଓ ଟ୍ରାକ୍ଟରଗୁଡ଼ିକ ଓଭର ଲୋଡ୍‌କରି କାଏମା ବ୍ରିଜ୍‌ ଓ ବଜାର ମଧ୍ୟ ଦେଇ ଯାତାୟାତ କରୁଛନ୍ତି।…

ରାସ୍ତା ନିର୍ମାଣ ନାଁରେ ଟଙ୍କା ଚଳୁ ଉଦ୍ୟମ

କୋରେଇ,୧୪ା୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକ୍‌ ଅଧୀନ ପଛିକୋଟ ପଞ୍ଚାୟତର ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାଠାରୁ କେନ୍ଦୁଝର ସୀମା ଭାୟା କଡ଼ମା ୭.୦୩ କି.ମି. ରାସ୍ତା ନିର୍ମାଣ ନଁାରେ ଟଙ୍କା ଚଳୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି…

ସମୟରେ ନୀତି ପାଳନ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ପୁରୀ ଅଫିସ,୧୪।୬(ଅଜିତ ମହାନ୍ତି): ୬ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ଥାନୀୟ ପୌରସଦନ ପରିସରରେ ତୃତୀୟ ତଥା ଶେଷ ରଥ ସମନ୍ବୟ ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ୍‌ ମାଧ୍ୟମରେ…

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୁଳିମାଡ଼

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅଧୀନ ସିଙ୍ଗିବିଲା ଗ୍ରାମରେ ସୋମବାର ରାତିରେ ପ୍ରେମ ବ୍ୟାପାରକୁ ନେଇ ଗୁଳିକାଣ୍ଡ ଘଟିଛି। ସାଙ୍ଗଙ୍କ ଗୁଳିରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି।…

୧୬ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୧୪।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ) ପର୍ଯ୍ୟଟକ ଓ ପରିଦର୍ଶକଙ୍କ ନିମନ୍ତେ ଆସନ୍ତା ୧୬ରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ୍‌)…

ଧରିତ୍ରୀ ଖବରଦାତାଙ୍କ ପିତୃ ବିୟୋଗ

ପୁରୁଷୋତ୍ତମପୁର,୧୪।୬ (ସୀମାଞ୍ଚଳ ମିଶ୍ର) ପୁରୁଷୋତ୍ତମପୁରର ‘ଧରିତ୍ରୀ’ ଖବରଦାତା ସୀମାଞ୍ଚଳ ମିଶ୍ରଙ୍କ ପିତା ତଥା ଅବସରପ୍ରାପ୍ତ ଶିକ୍ଷକ ଦୂତିକୃଷ୍ଣ ମିଶ୍ରଙ୍କ ମଙ୍ଗଳବାର ସକାଳେ ରଥସାହି ସୁନାରିତୋଟାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ସନ୍ତୋଷ, ସାନପୁଅ ସୀମାଞ୍ଚଳ ଉପସ୍ଥିତ ଥିଲେ। ଖବର…

ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଫାଟିଲା ଷ୍ଟିମ୍‌ ଲାଇନ୍‌ ପାଇପ୍‌

ରତନ ନାୟାର/କାର୍ତ୍ତିକ ସାହୁ ଢେଙ୍କାନାଳ ଅଫିସ/କଟକ ଅଫିସ, ୧୪ା୬: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍‌ ଲାଇନ୍‌ ଫାଟି ଉତ୍ତପ୍ତ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ, ୫ ଆହତ

କୋରୁକୋଣ୍ଡା ୧୩।୦୬(ଡି.ଏନ.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡ଼ାଇକ ୩ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟିଛି ଅଟୋ। ଘଟଣାରେ ଚାଳକର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଖଇରପୁଟ ବ୍ଲକ ଅନ୍ତର୍ଗତ ରସବେଡା ପଞ୍ଚାୟତ ଅଧିନସ୍ତ ସିଡିପାକା…

କରେଣ୍ଟ ଲାଗି ଜଣେ ମୃତ, ଜଣେ ଆହତ

ବଡ଼ବିଲ,୧୩.୦୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚଡି ରୋଡ଼ ବାକଲ ହଟିଂରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ ଆଉ ଜଣେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଲାଲ ବିରୁଆ ଓ ଆହତ ଜଣକ ହେଲେ ଲାଲଙ୍କ…

ଟାଟା ଷ୍ଟିଲ୍‌ କାରଖାନାରେ ଗ୍ୟାସ ପାଇପ୍‌ ଲାଇନ୍‌ ଫାଟି ୧୯ ଆହତ

ଢେଙ୍କାନାଳ,୧୩।୬: ଢେଙ୍କାନାଳ ଜିଲା ଓଡାପୋଡା ବ୍ଲକ୍‌ ଟାଟା ଷ୍ଟିଲ୍‌ ମେରାମୁଣ୍ଡଳୀ କାରଖାନା ପରିସରରେ ମଙ୍ଗଳବାର ଏକ ଅଘଟଣ ଘଟିଯାଇଛି। ଦିନ ୧ଟାରେ କାରଖାନାରେ ବ୍ଲାଷ୍ଟ ଫର୍ଣ୍ଣେସ ଗ୍ୟାସ ପାଇପ୍‌ ଲାଇନ୍‌ ଫାଟିଯାଇଛି। ଏହି ଘଟଣାରେ ୧୯ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।…

ଚୁଆ ପାଣି ହିଁ ଭରସା

କେନ୍ଦୁଝର,୧୩।୬(ସ୍ବ.ପ୍ର.): ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ ଉପରେ ରହୁଥିବା ବେଳେ ପାଣି ସମସ୍ୟା ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ପ୍ରବଳ ଖରାସ୍‌ରେ ପାଣି ପାଇଁ ଚୁଆ ଉପରେ…

ପୋଖରୀରେ ବୁଡ଼ି ବିଜୟଙ୍କ ମୃତ୍ୟୁ

ପୋଲସରା,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ଢୁଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସେହିପରି ଗ୍ରାମର ବିଜୟ ପ୍ରଧାନ। ସୂଚନାଯୋଗ୍ୟ ଯେ, ବିଜୟ ରାତି ସମୟରେ ପୋଖରୀକୁ ଶୌଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?