ଆମ ଜିଲା ଖବର

ଜିଲାରେ ବଢୁଛି ବେଆଇନ ଇଟାଭାଟି ନିର୍ମାଣ

କେନ୍ଦ୍ରାପଡ଼ା, ୯ା୧୧ (ଜଗନ୍ନାଥ ଧଳ)ନଭେମ୍ବର ଆରମ୍ଭରୁ କେନ୍ଦ୍ରାପଡ଼ା ଜିଲାରେ ମାଟି ନିର୍ମିତ ଇଟାଭାଟି ବଢ଼ିଚାଲିଛି। ନଦୀ ଶଯ୍ୟାର ୫୦୦ ମିଟର ମଧ୍ୟରେ ମାଟି ଓ ବାଲି ଉଠା ପାଇଁ କଟକଣାକୁ ସ୍ଥାନୀୟ ଭାଟି ନିର୍ମାତା ମାନୁନାହାନ୍ତି। ଏହି ବେଆଇନ ଇଟାଭାଟି ସ୍ଥାନୀୟ…

ଗୋଟିଏ କୋଠରିରେ ୫ ଶ୍ରେଣୀର ଛାତ୍ରୀଛାତ୍ର

ପଟ୍ଟାମୁଣ୍ଡାଇ,୯ା୧୧(କଳ୍ପତରୁ ନାୟକ)ବିଦ୍ୟାଳୟ ରୂପାନ୍ତରୀକରଣ କରାଯାଉଛି। ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀ ଗୃହ…

କେନ୍ଦରା ଗୀତରୁ ମିଳୁଛି ଓଡ଼ିଶାର ଲୋକକଳାର ଝଲକ

ମହାକାଳପଡ଼ା, ୯।୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ)ଧାର୍ମିକ ମାସ ହେଉଛି କାର୍ତ୍ତିକ। ଏହି ମାସରେ ଦାନ ଧର୍ମ କଲେ ପୁଣ୍ୟ ଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଦିନ ଥିଲା ଧର୍ମୀୟ କାର୍ତ୍ତିକ ମାସ ଆରମ୍ଭରୁ ଗାଁ ଗଣ୍ଡାରେ ପ୍ରାଚୀନ ସଂସ୍କୃତି…

ନୟାଗଡ଼ରେ ରୋକି ହେଉନି ବାଲ୍ୟବିବାହ

ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ନୟାଗଡ଼ ଜିଲାରେ ବାଲ୍ୟ ବିବାହ ବଢ଼ୁଥିବାବେଳେ ଶିଶୁକନ୍ୟା ଜନ୍ମ ହାର ହ୍ରାସ ହେବା ଚିନ୍ତାର କାରଣ ପାଲଟିଛି । ଜିଲାରେ ୩୬ ପ୍ରତିଶତ ନାବାଳିକା ବିବାହ କରୁଛନ୍ତି। ଜିଲାରେ ୧ ହଜାର ପୁଅରେ ୯୧୬ ଝିଅ ଜନ୍ମ ହେଉଛନ୍ତି…

ଟାଙ୍ଗୀ ବନାଞ୍ଚଳରେ ୨୬ ହାତୀ, ଭୟରେ ଚାଷୀ

ନିରାକାରପୁର,୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ଶୀଘ୍ର ଉଭାନ ଯୋଗୁ ଚାଷୀ ଭିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଧାନଚାଷ କରିଥିବା ବେଳେ ଠିକ୍‌ ଧାନ ହେବା ସମୟକୁ ହାତୀଙ୍କ ଉତ୍ପାତ ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା…

ଛତିଶଗଡ଼ ନିର୍ବାଚନ ପାଇଁ ବରଗଡ଼ରେ ବନ୍ଦ ହେବ ମଦ ଦୋକାନ

ବରଗଡ଼,୮ା୧୧(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ ତାରିଖ ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ଅନୁଯାୟୀ, ମତଦାନର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଆସନ୍ତା ୧୫ ତାରିଖ ସନ୍ଧ୍ୟା ୫ଟାରୁ ୧୭ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ସୀମାନ୍ତ…

ଘରେ ପଶି ଦୁର୍ବୃତ୍ତ ଲୁଟି ନେଲେ ସମସ୍ତ ସୁନା ଅଳଙ୍କାର ସହ ନଗଦ ଟଙ୍କା

ଗୋପାଳପୁର,୮ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ସାନକୁସ୍ଥଳୀ ଗ୍ରାମରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଘରେ ପଶି ଚୋରି କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।…

ଜାଲ୍‌ ସାର୍ଟିଫିକେଟ ମାମଲାରେ ଗିରଫ ହେଲେ ପ୍ରଧାନଶିକ୍ଷକ

ବଲାଙ୍ଗୀର,୮ା୧୧(ସୁନୀଲ କୁମାର ମହାନ୍ତି): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାଁରେ ପୂର୍ବରୁ ଅଭିଯୋଗ…

ଅସୁସ୍ଥ ମା’ଙ୍କୁ ଦେଖିବାକୁ ଯାଉଥିଲେ ଝିଅ, ବାଟରେ ଭାଲୁ ଆକ୍ରମଣରେ ଚାଲିଗଲା ଜୀବନ

କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମର ଜଣେ ମହିଳା ବୁଧବାର ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ବେହେରନସିଲ ଗାଁକୁ ଚାଲି ଚାଲି ଯାଉଥିଲେ। ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଭାଲୁ…

ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ପୂଜକଙ୍କ ମୃତଦେହ

କୋରାପୁଟ,୮ା୧୧(ଅମିତାଭ ବେହେରା): କୋରାପୁଟ ସହରର ଏକ ଘର ଭିତରୁ ଜଣେ ମନ୍ଦିର ପୂଜକଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କୋରାପୁଟ ସହରରଟାଉନ ଥାନା ଅଧୀନ ବାଟମଙ୍ଗଳା ଛକନିକଟସ୍ଥ ବୁଢ଼ୀ ଠାକୁରାଣୀ ମନ୍ଦିର ପଛପଟେ…

ମହାପ୍ରୟାଣ ଗାଡ଼ିକୁ ଫେରାଇ ନେଉଥିଲା ପ୍ରଶାସନ, ବିରୋଧ କଲେ ଲୋକେ

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରୁ ଏକ ମହାପ୍ରୟାଣ ଗାଡ଼ିକୁ ଜିଲା ମୁଖ୍ୟାଳୟକୁ ବୁଧବାର ଅପରାହ୍ନରେ ଫେରାଇ ନେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରି ଗାଡ଼ି ସମ୍ମୁଖରେ ଛିଡ଼ା ହୋଇଥିଲେ। ଖବର ପାଇ ପାଟଣା…

୨ ବାଘ ଛାଲ ଜବତ କରି ଦୁଇଜଣ ଗିରଫ

ରାୟଗଡ଼ା,୮।୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରାବିଦୁଣି ଛକରୁ ଏସଟିଏଫ୍‌ ଦୁଇଟି କଲରାପତରିଆ ବାଘଛାଲ ଜବତ କରିଛନ୍ତି। ଏହା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?