ଆମ ଜିଲା ଖବର

ଲଗାଣ ବର୍ଷାରେ ଧୋଇଗଲା ପୋଲ, ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋଟଗଡ଼,୧୫ା୯(ସରୋଜ ବଳିୟାରସିଂ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କୁର୍ତ୍ତମଗଡ଼ଠାରୁ କରକୁଡୁପା ଭାୟା ଡାଙ୍ଗେସିଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି। ଫଳରେ ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୂର୍ବରୁ ମଧ୍ୟ ଲଗାଣ ବର୍ଷାରେ ଏହି ଅସ୍ଥାୟୀ…

ଭାଙ୍ଗିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ଫୁଲବାଣୀ,୧୫ା୯(ରାକେଶ କୁମାର ରାଉତ)/ଫିରିଙ୍ଗିଆ,(ବିକ୍ରମ ଦିଗାଲ): କନ୍ଧମାଳ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଫିରିଙ୍ଗିଆ ବ୍ଲକରେ ବର୍ଷାର ପ୍ରଭାବ ଅଧିକ ପରିଲକ୍ଷିତ ହୋଇଛି। ବର୍ଷାରେ ଲୋକଙ୍କ ସ୍ଥିତି ବେହାଲ ହୋଇଛି। କିଛି ସ୍ଥାନରେ ପୋଲ ଭାଙ୍ଗିବା ସହ…

ପ୍ରଧାନ ଶିକ୍ଷକ, ୨ କର୍ମଚାରୀଙ୍କ ଦରମା ବନ୍ଦ

କେନ୍ଦୁଝର,୧୫ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର (ପିଏଆଇଟିଡିଏ) ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତପନ କୁମାର ନାୟକ ଗୁରୁବାର ଅଚାନକ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପରିଚାଳିତ ୨ ଆଶ୍ରମ ସ୍କୁଲ ପରିଦର୍ଶନ କରିଛନ୍ତି। କାର୍ଯ୍ୟରେ ଅବହେଳା…

ପାଇପ୍‌ ବିଛାଇବା ନାଁରେ କଂକ୍ରିଟ ରାସ୍ତା ନଷ୍ଟ

ଖଇରା,୧୫ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଥୁରିଆ ଅଞ୍ଚଳରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ପାଇପ୍‌ ବିଛା କାମ ପାଇଁ କଂକ୍ରିଟ ରାସ୍ତା ନଷ୍ଟ କରାଯାଉଥିବା ଏବଂ ମାସ ମାସ ଧରି ମରାମତି କରାଯାଉ…

ଡିସ୍‌ଚାର୍ଜ ପିଟିଶନ ଖାରଜ, ଚାର୍ଜଫ୍ରେମ ଦାଖଲ

ସମ୍ବଲପୁର,୧୫ା୯(ଶୁଭାଶିଷ ପାଢ଼ୀ):ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌କୋର୍ଟରେ ଅଭିଯୁକ୍ତ ବହିଷ୍କୃତ ପୋଲିସ ଏଏସ୍‌ଆଇ ଗୋପାଳ ଦାସଙ୍କୁ ହାଜର କରାଯାଇଥିଲା। କୋର୍ଟରେ ପୂର୍ବରୁ ଆବେଦନ କରାଯାଇଥିବା ଡିସ୍‌ଚାର୍ଜ ପିଟିଶନ ଉପରେ ଶୁଣାଣି ହୋଇଥିଲା।…

୧୪୬ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ନିଜସ୍ବ ଗୃହ

ଧାମନଗର,୧୫।୯(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକରେ ୧୪୬ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଘର ନ ଥିବାରୁ ପିଲାମାନେ କେଉଁଠି ବାରଣ୍ଡାରେ ତ ଆଉ କେଉଁଠି ଅଙ୍ଗନୱାଡି କର୍ମୀଙ୍କ ଘରେ ପାଠ ପଢ଼ୁଛନ୍ତି। ସେହିପରି ଆଉ କେଉଁଠି…

ଯୋଡ଼ାରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ

ଯୋଡ଼ା,୧୫ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏପରି କି ଡେଙ୍ଗୁରେ ଜୁରୁଡ଼ି ଅଞ୍ଚଳର ଜଣକର ମୃତ୍ୟୁ ଘଟିଛି। ସ୍ବାସ୍ଥ୍ୟ…

ବିଜେଡି ଟିକେଟ ଦୌଡ଼ରେ ମନ୍ମଥ ମିଶ୍ର

ଭୋଗରାଇ,୧୫ା୯(ପ୍ରଦୀପ ଦାସ): ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ମନ୍ମଥ ମିଶ୍ର ଭୋଗରାଇ ନିର୍ବାଚନମଣ୍ଡଳୀ ବିଜେଡି ଟିକେଟ ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅନନ୍ତ ଦାସ ବୟସାଧିକ୍ୟ କାରଣରୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ…

କୋରାପୁଟ ବିଧାୟକଙ୍କୁ ହତ୍ୟା ଧମକ

କୋରାପୁଟ,୧୫ା୯(ଅମିତାଭ ବେହେରା): କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ପଡ଼ାଲଙ୍କୁ ଫେସ୍‌ବୁକରେ ଜଣେ ଯୁବକ ହତ୍ୟା ଧମକ ଦେଇଛନ୍ତି। ଏଥିରେ ଭୟଭୀତ ହୋଇ ବିଧାୟକ ପଡ଼ାଲ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି…

ଗ୍ୟାସ୍‌ ଏଜେନ୍ସି ଲୁଟୁଛନ୍ତି ପରିବହନ ଖର୍ଚ୍ଚ

ନୟାଗଡ଼,୧୫।୯(ଲୋକନାଥ ମିଶ୍ର): ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ପାଇଁ ଗ୍ୟାସ୍‌ ଏଜେନ୍ସି ଖାଉଟିଙ୍କୁ ଲୁଟୁଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ନାହିଁ। ଏହାକୁ ନେଇ ଯୋଗାଣ ବିଭାଗ ସନ୍ଦେହ ଘେରରେ ରହିଛି। ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚିବା ପାଇଁ…

ସର୍ଭେରେ ସୀମିତ ତାଳଚେର-ଗୋପାଳପୁର ରେଳପଥ

ଖଣ୍ଡପଡ଼ା,୧୫ା୯(ଅଜୟ କୁମାର ମହାରଣା): ତାଳଚେରରୁ ଖଣ୍ଡପଡ଼ା, ନୟାଗଡ଼ ଦେଇ ବ୍ରହ୍ମପୁର ଗୋପାଳପୁରକୁ ନୂତନ ବ୍ରଡ଼ଗେଜ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ୩ଥର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଛି। ୧୯୯୦ରେ ପ୍ରଥମେ ଉକ୍ତ ରେଳପଥ ନିର୍ମାଣ…

କୁମ୍ଭୀର ଭୟରେ ବୁଡୁଛି ଜୀବିକା

ମହାକାଳପଡ଼ା,୧୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କୁମ୍ଭୀରମାନେ ଦୈନିକ ୧୦କେଜିରୁ ଅଧିକ ଖାଦ୍ୟ ଖାଇଥାଆନ୍ତି। ଏବେ ନଦୀ ନାଳରେ ମାଛ କଙ୍କଡ଼ା ଭଳି ଜଳଚରଜୀବ ଆବଶ୍ୟକ ପରିମାଣର ମିଳୁ ନ ଥିବାରୁ କୁମ୍ଭୀରମାନେ ମଣିଷ ସମେତ ଛେଳି, ମେଣ୍ଢା, ବତକମାନଙ୍କୁ ଆକ୍ରମଣ କରୁଥିବା ନଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?