ଆମ ଜିଲା ଖବର

ଜେଲଗଲେ ପୂର୍ବତନ ପିଇଓ

ଖପ୍ରାଖୋଲ, ୧୯।୯(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତେଲେନପାଲି ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ବିଡ଼ିଓ ଖପ୍ରାଖୋଲ ଥାନାରେ ଅଭିଯୋଗ କରିବା ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ…

ବିନା ଅନୁମତିରେ ଜିଲାପାଳଙ୍କୁ ଭେଟିବା ପଡ଼ିଲା ମହଙ୍ଗା

ଛତ୍ରପୁର,୧୯।୯(ସନ୍ତୋଷ ପାଢ଼ୀ): ବିନା ଅନୁମତିରେ ଗଞ୍ଜାମ ଜ଼ିପାଳଙ୍କୁ ଭେଟି ସ୍ମାରକପତ୍ର ଦେବା ପଡ଼ିଲା ମହଙ୍ଗା । ଏ ନେଇ ଛତ୍ରପୁର ବ୍ଲକ୍‌ର ୬ ଜଣ ଶିକ୍ଷକଙ୍କ ବିରୋଧରେ ଛତ୍ରପୁର ବିଇଓ ସୀତାରାମ ପାତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଉକ୍ତ ଗୋଟିଏ…

୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନନ୍ଦପୁର, ୧୯ା୯(ଶଙ୍କର ପୂଜାରୀ): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନର ଜିଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୨ ତାରିଖରେ ସଂଘ ଅଧୀନ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଭୁବନେଶ୍ୱର ଯାଇ ପିଏମଜି ଛକରେ ଏକତ୍ରିତ ହେବେ।…

ବାରମ୍ବାର ଜଣାଇ ଶୁଣୁନାହାନ୍ତି ବିଧାୟକ, ପ୍ରଶାସନ

ସେମିଳିଗୁଡା/ସୁନାବେଡା,୧୯ା୯ (ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀଙ୍କ ନିଜସ୍ବ ବାସଗୃହ ଥିବା ପାକଝୋଲା ପଞ୍ଚାୟତରୁ ମାତ୍ର ଦେଢ଼ କିମି ଦୂର କୁମ୍ବିଗୁଡା ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇନାହିଁ। ଫଳରେ କୁମ୍ଭିଗୁଡା ଗ୍ରାମବାସୀ ଖରାଦିନ ଯାହା ଯେମିତି…

୬ମାସରେ ଧସିଲା ରାଜପଥ ଗାର୍ଡୱାଲ

ଦାରିଙ୍ଗବାଡି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଗାର୍ଡୱାଲ ଧସି ଯାଇଛି। ଅତି ନିମ୍ମ ମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡୱାଲ ଭୁଶୁଡି ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହା…

ଫେକ୍‌ ଭୋଟରଙ୍କୁ ହଟାଇବା ଦାବି

ନୟାଗଡ଼,୧୯।୯(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ସ୍ଥାନୀତ ହୋଇଥିବା ୨୦ ହଜାର ଫେକ ଭୋଟରଙ୍କୁ ହଟାଇବା ପାଇଁ ନୟାଗଡ଼ର କେତେଜଣ ଭୋଟର ସୌମ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ସୋମବାର ଫେରାଦ୍‌ ହୋଇଛନ୍ତି। ଅନ୍ୟପକ୍ଷେ ମୁଖ୍ୟ ନିର୍ବାଚନ…

୮ଶ୍ରେଣୀର ୧୨୦ ଛାତ୍ରୀଛାତ୍ରଙ୍କ ପାଇଁ ୩ ଶିକ୍ଷକ

ନୂଆଗାଁ, ୧୯ା୯ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଖୋଲିଥିବା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ…

ଅଶ୍ଳୀଳ ଭିଡିଓ ଭାଇରାଲ ନେଇ ମାମଲା

କାମାକ୍ଷାନଗର,୧୯।୯(ଅମଜାଦ ଖାନ): ଏକ ଓ୍ବେବ୍‌ ଚ୍ୟାନେଲରେ ସୋମବାର ଅଶ୍ଲୀଳ ଭିଡିଓ ଅପଲୋଡ କରାଯାଇ ଏହା କଙ୍କଡ଼ାହାଡ଼ ବ୍ଲକସ୍ଥିତ ଏକ ଶିକ୍ଷାନୁଷ୍ଠାନର ଜଣେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର ବୋଲି କୁହାଯାଇଥିବାରୁ ଏହା ବିରୋଧରେ କଙ୍କାଡ଼ାହାଡ଼ ଥାନାରେ ମାମଲା ରୁଜୁ କରାଯାଇଛି। ଏହି ଭିଡିଓ…

ଜିଲାରେ ବୃଦ୍ଧି ପାଉଛି ମକାଚାଷ

ବ୍ରହ୍ମପୁର,୧୯ା୯ (ସ୍ମୃତି ରଞ୍ଜନ ମହାଲିକ): ଧାନ ଭଳି ମକା ଚାଷ ମଧ୍ୟ ଗଞ୍ଜାମ ଜିଲାରେ ଚାଷୀଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ୱ ମକା ଚାଷୀ ପରିବାର ରହିଥିବା ଅନୁମାନ କରାଯାଉଛି। ଏହି ଚାଷରେ…

ରିଅଲ୍‌ଟି ଶୋ’ରେ ବୈଶିଙ୍ଗା ଝିଅ ନଂ.୧

ବୈଶିଙ୍ଗା,୧୮ା୯(ରତନ ଦାଶ): ଟିଭି ଚ୍ୟାନେଲ ଜି ସାର୍ଥକରେ ପ୍ରସାରିତ ‘ଦିଦି ନଂ. ୧’ ରିଅଲ୍‌ଟି ଶୋ’ରେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଅଞ୍ଚଳର କୁନି ଝିଅ ଆହାନା ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ସେ ଟାଇଟଲ ଜିତିବା ସହିତ ସୁନା ଚେନ୍‌ ଓ…

୧୦ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ଜଗତ୍‌ସିଂହପୁର, ୧୯ା୯ (ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଚାଷୀଙ୍କ ପାଇଁ ହଂସୁଆ ନଦୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ନଦୀର ଜଳ ଉପରେ ଶହସ୍ରାଧିକ ଚାଷୀ ନିର୍ଭରଶୀଳ। କିନ୍ତୁ…

ଗ୍ରାମରୁ ୨ ମୃତଦେହ ଜବତ

କୁଜଙ୍ଗ, ୧୯ା୯ (ମନୋଜ ପ୍ରଧାନ): କୁଜଙ୍ଗ ବ୍ଲକ ତଥା ଲକ୍‌ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ ପୃଥକ୍‌ ଘଟଣାରେ ସୋମବାର ୨ ଜଣଙ୍କ ମୃତଦେହ ମିଳିଛି। ଏହି ଗ୍ରାମର ସୌଦାଗର ଜେନାଙ୍କ ପୁଅ ଅମୂଲ୍ୟଙ୍କ ଝୁଲନ୍ତା ମୃତଦେହ ଘର ନିକଟ ସରକାରୀ ଜାଗାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?