ମଦ୍ୟପାନ କରି ଗାଡ଼ି ଚଳାଇ ବନ୍ଧାହେଲେ ୨୦
ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ଧରପଗଡ଼ ଜାରି ରହିଛି। ରବିବାର ରାତିରେ ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରି ସଫଳତା ମିଳିଛି।…
ସୁଧୁରିପାରୁନି ଜଳବନ୍ଦୀ ଅଞ୍ଚଳବାସୀଙ୍କ ସ୍ଥିତି
ତେନ୍ତୁଳିଖୁଣ୍ଟି, ୯।୧୦(ଚିଦାନନ୍ଦ ସାହୁ):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ଜଳବନ୍ଦୀ ଅଞ୍ଚଳକୁ ବାରମ୍ବାର ସଚିବ ପାହ୍ୟା ଅଧିକାରୀ, ଜିଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ, ଜିଲା ପ୍ରଶାସନ, ବ୍ଲକ ପ୍ରଶାସନ ଯନ୍ତ୍ରଚାଳିତ ବୋଟ ଯୋଗେ ଗସ୍ତ କରୁଛନ୍ତି। ଦୀର୍ଘ ବର୍ଷ ଧରି…
ବଦଳିଲେ ୩ ଅଧିକାରୀ
ଗଞ୍ଜାମ,୯ା୧୦(ବିଦ୍ୟାଧର ସାହୁ): ଗଞ୍ଜାମରୁ ଏନ୍ଏସି ଇଓ ଅବିନାଶ ମିଶ୍ର, ବିଡିଓ ଜସ୍ମିନ ପ୍ରଧାନ ଏବଂ ତହସିଲଦାର ଅରୁଣ କୁମାର ନାୟକ ତିନି ପ୍ରମୁଖ ଅଧିକାରୀଙ୍କ ବଦଳି ହୋଇଛି। ଇଓ ମିଶ୍ର ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଥିବା ବେଳେ ତହସିଲଦାର ନାୟକ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା
ହିଞ୍ଜିଳିକାଟୁ,୯ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ହିଞ୍ଜିଳି ଥାନା ଖରିଡ଼ା ଗ୍ରାମରେ ସୋମବାର ବିଦ୍ୟୁତ୍ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିପ୍ର ରାଉଳ (୫୫)। ଆଜି ସକାଳେ ଘରର ପାଣି ମୋଟର ସଜାଡୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆହତ…
ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଯୁବକଙ୍କ ଗଳାକାଟି ହତ୍ୟା
ଅନୁଗୋଳ,୯ା୧୦(ଅମିତ କୁମାର ସାମଲ): ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଓଲାବିର ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛ। ଫସଲ ଜଗିବାକୁ ମଞ୍ଚାରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ବେକକୁ କେହି ଦୁର୍ବୃତ୍ତ ଆକ୍ରମଣ କରି ହତ୍ୟା କରିଛି। ସୂଚନାନୁଯାୟୀ,…
୨ ଦିନ ହେଲା ଉଠୁନି ମୃତ ବାଛୁରୀ
ଛତ୍ରପୁର,୮/୧୦(ସନ୍ତୋଷ ପାଢ଼ୀ /ଦିଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ରେ ଗତ ଦୁଇ ଦିନ ହେଲା ଏକ ବାଛୁରୀର ମୃତଦେହ ପଡ଼ିରହିଛି।ଉକ୍ତ ମୃତଦେହ ଉଠାଇବାକୁ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଛତ୍ରପୁର ଏନଏସି…
ଚକଡ଼ା ପୋକକୁ ନେଇ ଚିନ୍ତାରେ ଚାଷୀ
ନୀଳଗିରି,9ା୧୦(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପ୍ରାୟ ୩୦୦ ଏକରରୁ ଊଦ୍ଧର୍ବ ଜମିରେ ଚକଡ଼ା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି। ଅମଳ ପୂର୍ବରୁ ଏଭଳି ଅବସ୍ଥା ଦେଖି ଚାଷୀ ଚିନ୍ତାରେ ପଡ଼ିଛନ୍ତି। ବ୍ଲକ ସିଆଡ଼ିମାଳ ପଞ୍ଚାୟତର ଜଗନ୍ନାଥପୁର, ଗୋକୁଳପାଣି,…
ନୂତନ ପୋଲ ପାଇଁ ସଂଯୋଗୀକରଣ ରାସ୍ତା ନାହିଁ
ରାହାମା, ୯।୧୦ (ଶ୍ରୀକାନ୍ତ ଦାସ ):କୁଜଙ୍ଗ ବ୍ଲକ ଅନ୍ତର୍ଗତ ବୃଦ୍ଧାନଦୀ ଉପରେ ପ୍ରାୟ ୬ମାସ ହେବ ପୋଲ ନିର୍ମାଣ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ହୋଇନାହିଁ। ଏନେଇ ଲୋକେ ଯାତାୟାତବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ପୁରୁଣାପୋଲ ପାଖରେ ମାଟି…
ଛିଣ୍ଡାପାଲ ତଳେ ଦମ୍ପତିଙ୍କ ଜୀବନ
କୋରେଇ,୯ା୧୦(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନ ଗୌରପୁର ପଞ୍ଚାୟତ ଇଚ୍ଛାପୁର ଗ୍ରାମର ମୂଳବାସିନ୍ଦା ନିରଞ୍ଜନ ଜେନା(୭୭) ଓ ତାଙ୍କ ସ୍ତ୍ରୀ ଦୁଃଖୀ ଜେନା (୭୨) ଛିଣ୍ଡାପାଲ ତଳେ ଜୀବନ ଅତିବାହିତ କରୁଛନ୍ତି। ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ…
ବିପଦ ସାଜିଛି ମୁକୁଳା ଡ୍ରେନ୍
କାଏମା,୮ା୧୦(ଶିବପ୍ରସାଦ ମହାନ୍ତି):ମୁକୁଳା ଡ୍ରେନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଛି। ଡ୍ରେନ୍ରେ ପଡ଼ି ଲୋକେ ମୃତାହତ ହେଉଛନ୍ତି। ଏହାସତ୍ତ୍ୱେ ଅଘଟଣ ଏଡାଇବା ପାଇଁ ପ୍ରଶାସନର ଚେତା ପଶୁନାହିଁ। ଏବେ ମଧ୍ୟ ଅନେକ ସ୍ଥାନରେ ଡ୍ରେନଗୁଡ଼ିକ ମୁକୁଳା ଅବସ୍ଥାରେ ରହିଛି। ଧର୍ମଶାଳା…
ଔଷଧୀୟ ଗୁଣରେ ପରିପୂର୍ଣ୍ଣ ବଟବୃକ୍ଷ ଏବେ ଅସୁରକ୍ଷିତ
ଯାଜପୁର,୯ା୧୦(ହର୍ଷବର୍ଦ୍ଧନ ବେହେରା):ସାମାନ୍ୟ ପବନରେ ଶତାଧିକ ବର୍ଷ ପୁରୁଣା ଗଛଗୁଡିକ ଟଳି ପଡୁଛି। ସେଥିମଧ୍ୟରୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତଥା ଜାତୀୟ ବୃକ୍ଷ ଏବଂ ଜୈବ ବିବିଧତାର ଉତ୍ସ ବଟବୃକ୍ଷ ବିଲୁପ୍ତ ହେବାକୁ ବସିଲାଣି। ବଟବୃକ୍ଷକୁ ସୁରକ୍ଷିତ ରଖୁଥିବା ତାର ଓହଳଗୁଡିକୁ ନିଜର…
ଜଗରିଜୋର-ଭୋପାଳ ମୁଖ୍ୟ ରାସ୍ତାରେ ମଇଁଷି ଗୋଠ
ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜଗରିଜୋରଠାରୁ ଭୋପାଳ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାର ପାଣିଖିଆ ସାନ୍ତାଳପଡ଼ା ଗ୍ରାମ ସନ୍ନିକଟରେ ବହୁ ମଇଁଷି ଗୋଠ କରି ବନ୍ଧାଯାଉଛି। ଫଳରେ ଏହି ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ, ଦମକଳ ଗାଡ଼ି,…

