ଆଜି ଲକ୍ଷ୍ମୀ ବସ୍ ସେବା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ମାଲକାନଗିରି,୧୨ା୧୦(ଦୁର୍ଯ୍ୟୋଧନ ପାତ୍ର)ଲକ୍ଷ୍ମୀ ବସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମାଲକାନଗିରି ଜିଲାରୁ ଶୁଭାରମ୍ଭ କରିବେ। ଏହାକୁ ନେଇ ଜିଲାରେ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି।…
ମିଠାରୁ ବାହାରିଲା ମୂଷା, ଦୋକାନ ସିଲ୍
କେନ୍ଦୁଝର,୧୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍ କରି ଦିଆଯାଇଛି। ଦୋକାନର ଜଣେ କର୍ମଚାରୀ ଦୋକାନରେ ମିଠାରେ ମୂଷା ପଡ଼ିଥିବା, ମଇଳା ଆବର୍ଜନା ପରିବେଶରେ ମିଠା ପ୍ରସ୍ତୁତ ହେଉଥିବା…
ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଶେଷକୃତ୍ୟ
ଧାମନଗର,୧୨ା୧୦(ଦେବେନ୍ଦ୍ର ଆନ୍ଦିଆ)ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସୋହଡ଼ା ପଞ୍ଚାୟତ ଦୁଲାରପୁର ଗ୍ରାମର ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଶେଷକୃତ୍ୟ ବୁଧବାର ଜନ୍ମମାଟିରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଛି। ବଡ଼ ପୁଅ ମୁଖାଗ୍ନି ଦେଇଥିଲେ। ଜାତୀୟସ୍ତରର ଶ୍ରମିକ ନେତା ଓ…
ଯାନବାହନ ଯାଞ୍ଚ ବେଳେ ବିଦେଶୀ ମଦ ଜବତ, ୩ ଗିରଫ
ବାଲିଗୁଡ଼ା,୧୧ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ପକ୍ଷରୁ ଯାନବାହନ ଯାଞ୍ଚ ବେଳେ ଏକ ଗାଡ଼ିରୁ ପାଖାପାଖି ୨୨ ଲିଟର ବିଦେଶୀ ମଦ ପୋଲିସ ଜବତ କରି ତିନି ଜଣଙ୍କୁ ଗିରଫ କରାଯାଇଛି।…
ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ଜୀବନ ଗଲା
ନିରାକାରପୁର,୧୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ଶ୍ରୀନାଥ ସାହି(୫୨)। ସୂଚନାନୁଯାୟୀ, ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ…
ବିଡିଓଙ୍କ ଦାୟିତ୍ୱ ଗ୍ରହଣ
ରାଇକିଆ,୧୧ା୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ନୂତନ ବିଡିଓ ଭାବେ ସୀମାଞ୍ଚଳ ମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ସୋରଡ଼ା ବିଡିଓ ଭାବେ କାର୍ଯ୍ୟରତ ଥିଲେ। ବୁଧବାର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ବିଡିଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାଧାରଣ…
ମିଠା ଦୋକାନ ସିଲ୍
କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍ କରି ଦିଆଯାଇଛି। ଟ୍ରେଡ୍ ଲାଇସେନ୍ସ ଫୁଡ ଲାଇସେନ୍ସ ଆଦି ନ ଥିବା କାରଣ ଦର୍ଶାଇ ଏଭଳି ବିନା ନୋଟିସ୍ରେ…
ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍
କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଶୁଭଶ୍ରୀ ତ୍ରିପାଠୀ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୨୦ ବର୍ଷ ଯୁବକ ମହା ଟୁଡୁଙ୍କୁ ୨୦ ବର୍ଷ ଜେଲ ଓ ୨୩ ହଜାର ଟଙ୍କା ଜରିମାନା…
ଟ୍ରକ୍ ପଛରେ ପିଟିଲା ଆମ୍ବୁଲାନ୍ସ, ୩ ଗୁରୁତର
କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଜୀବନରେଖା (ଲାଇଫ୍ ଲାଇନ୍) କୁହାଯାଉଥିବା ଜାତୀୟ ରାଜପଥ ୨୦ ଏବେ ପାଲଟିଛି (ଡେଥ୍ ଲାଇନ) ମୃତ୍ୟୁରେଖା। ମଙ୍ଗଳବାର ବିଳମ୍ବିତ ରାତିରେ ଘଟଗାଁ ଥାନା ପିପିଳିଆ ନିକଟରେ ଏହି ଜାତୀୟ ରାଜପଥରେ କେନ୍ଦୁଝର ଜିଲା ମୁଖ୍ୟ…
ବିଶ୍ୱ ଶିଶୁକନ୍ୟା ଦିବସ
ପୁରୀ,୧୧ା୧୦: ବିଶ୍ୱ ଶିଶୁକନ୍ୟା ଦିବସ ଉପଲକ୍ଷେ ଭୋଳାନାଥ ବିଦ୍ୟାପୀଠ ପରିସରରେ ପୁରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଚିତ୍ରାଙ୍କନ, ବକ୍ତୃତା ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ଉଦ୍ଘାଟନ ଉତ୍ସବରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ରତ୍ନାକର ବେହେରା,…
ନାବାଳକ ହତ୍ୟା ଘଟଣା: ପଲିଗ୍ରାଫ୍ ଟେଷ୍ଟରୁ ଅଭିଯୁକ୍ତ ଚିହ୍ନଟ
ବ୍ରହ୍ମପୁର,୧୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ନିକଟ ବାଉରି କମାପଲ୍ଲୀରେ ଗତ ମେ’ ମାସରେ ଶିବ ଦାସ ନାମକ ଜଣେ ନାବାଳକ (୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପ୍ରଥମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ…
ରାଜନାପଲି ବିଦ୍ୟାଳୟ ଖୋଲିବାକୁ ଦାବି ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ ଅଧୀନ ରାଜନାପଲି ପ୍ରାଥମିକ ବିଦ୍ୟାଳୟଟି ୩ ବର୍ଷ ହେଲା ବନ୍ଦ ରହିଛି। ଏହାକୁ ପୁନଃ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ରାଜନାପଲି ଗ୍ରାମବାସୀ ବୁଧବାର ଛତ୍ରପୁର ଆସି…

