ମଡକର ସନ୍ଦୀପ ସମ୍ପଦ ଢେଙ୍କାନାଳ ଏସ୍ପି
ଢେଙ୍କାନାଳ,୨୫ା୧ (ରତନ ନାୟାର): ଢେଙ୍କାନାଳ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ବୁଧବାର ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଏସ୍ପି ଭାବେ ବଦଳି ହୋଇଛି। ତାଙ୍କ ସ୍ଥାନରେ ଭାରତୀୟ ପୋଲିସ ସେବା ଅଧିକାରୀ କେନ୍ଦ୍ରାପଡ଼ା ଏସ୍ପି ମଡକର ସନ୍ଦୀପ ସମ୍ପଦଙ୍କୁ ଢେଙ୍କାନାଳ ଏସ୍ପି ଭାବେ ବଦଳି…
ଜବତ ଖଣିଜକୁ ମିଳୁନି ପରିବହନ ଅନୁମତି, ରାଜସ୍ବ ହରାଉଛନ୍ତି ସରକାର
ଯୋଡ଼ା,୨୫ା୧(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଦୁଇଟି ରେଳ ସାଇଡିଂରୁ ଦାବିଦାର ନ ଥିବା ଲୁହାପଥରକୁ ଗତ ଡିସେମ୍ବରରେ ଖଣି ବିଭାଗ ଜବତ କରିଥିଲା। ଇତି ମଧ୍ୟରେ ତାହା ନିଲାମ ହୋଇସାରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ…
ଅଦିନିଆ ବର୍ଷା: ନଷ୍ଟହେଲା ଅମଳ ହେବାକୁ ଥିବା କପା
ଅମରପାଲି,୨୫ା୧(ପୀତାମ୍ବର ସାହୁ): ଗତ ମଙ୍ଗଳବାର ରାତିରୁ ଲାଗି ରହିଥିବା ଅଦିନିଆ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଅମଳ ହେବାକୁ ଥିବା କପା ମଧ୍ୟ ନଷ୍ଟ ହୋଇଛି। ପିତାମହୁଲ,…
ଶ୍ରୀମନ୍ଦିର ପରିଚାଳନା କମିଟିକୁ ଜମି କିଣାବିକା କ୍ଷମତା ପ୍ରଦାନ ବିରୋଧରେ ମାମଲା: ସମୟ ନେଲେ ରାଜ୍ୟ ସରକାର
କଟକ,୨୪ା୧(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିକୁ ରାଜ୍ୟ ସରକାର ନୂତନ ଆଇନ ବଳରେ ଶ୍ରୀଜଗନ୍ନାଥଙ୍କ ଜମି କିଣାବିକା କ୍ଷମତା ପ୍ରଦାନ କରିଛନ୍ତି। ଏହାକୁ ବିରୋଧ କରି ଆଗତ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ…
ଗାଁ ଭିତରେ ପଶିଲା ଦନ୍ତା, ଆଶଙ୍କାରେ ଗ୍ରାମବାସୀ
ନିରାକାରପୁର,୨୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ୨ମାସ ଧରି ୨୪ଟି ହାତୀ ଖୋର୍ଦ୍ଧା ଜିଲା ଭୂଷଣ୍ଡପୁର ବନାଞ୍ଚଳ ଛାଡ଼ି ଯାଉନାହାନ୍ତି। ଏହି ହାତୀପଲ ଦିନବେଳେ ନିକଟସ୍ଥ କାଜୁ ଜଙ୍ଗଲ ଓ ପାହାଡ଼ରେ ରହି ଆସୁଛନ୍ତି। ହେଲେ ପୂର୍ବପରି ଆଉ ଗହିର ଜମିରେ ଧାନଫସଲ ନ…
ବାନ୍ଧବୀଙ୍କ ସହ ଟ୍ରେନ୍ରେ ଖସି ପଳାଉଥିଲେ ଦିଲ୍ଲୀ ଅଭିଯୁକ୍ତ, ଧରିଲା ଆର୍ପିଏଫ୍
କଟକ,୨୪ା୧(କାର୍ତ୍ତିକ ସାହୁ): ଦିଲ୍ଲୀରେ ଘଟିଥିବା ୫୦ ଲକ୍ଷ ଟଙ୍କା ଚୋରି ମାମଲାର ଓ୍ବାଣ୍ଟେଡ୍ ଅଭିଯୁକ୍ତଙ୍କୁ କଟକ ରେଳଷ୍ଟେଶନରେ ବୁଧବାର ଗିରଫ କରିଛି ଆର୍ପିଏଫ୍। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସ୍ରୁ ଅତ୍ୟନ୍ତ ସନ୍ତର୍ପଣରେ ଅଭିଯୁକ୍ତଙ୍କୁ ତାଙ୍କ ବାନ୍ଧବୀ ସହ ଠାବ କରିବାରେ…
କୋହଲା ପାଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
କେନ୍ଦୁଝର,୨୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରାୟ ଚାରି ଦିନ ହେଲା କୋହଲା ପାଗ କେନ୍ଦୁଝର ଜିଲାରେ ଲାଗି ରହିଥିବା ବେଳେ ଝିପିଝିପି ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ବର୍ଷା ଯୋଗୁ ଶୀତର ପ୍ରକୋପ ବଢ଼ି ଯାଇଛି। ରାସ୍ତାଘାଟରେ ଜନ ସମାଗମ କମ୍…
ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ନିଜ ଗଳା କାଟି ଆତ୍ମହତ୍ୟା କଲେ ସ୍ବାମୀ
ମାଲକାନଗିରି/ପଡ଼ିଆ,୨୪ା୧: (ଦୁର୍ଯ୍ୟୋଧନ ପାତ୍ର / ଭାସ୍କର ରାଓ): ମାଲକାନଗିରି ଜିଲା ପଡ଼ିଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲା ପରେ ସ୍ବାମୀ ନିଜେ ଗଳା କାଟି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଛତିଶଗଡ଼…
କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ପୁଣି ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ହାଇକୋର୍ଟ
କଟକ,୨୪ା୧ (କାର୍ତ୍ତିକ ସାହୁ) ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଆଗତ ମାମଲାରେ ହାଇକୋର୍ଟ ପୁଣି ସତ୍ୟପାଠ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ଚୟନ ଓ…
ଶିମିଳିପାଳରେ ହେବ କଳାବାଘ ସଫାରୀ
ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜ ଜିଲାର ଶିମିଳିପାଳରେ କଳାବାଘର ସଫାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି। Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve…
କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି
ଭବାନୀପାଟଣା,୨୪ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝି ବୁଧବାର ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଭବାନୀପାଟଣା ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର…
ଝାଡ଼ାବାନ୍ତିରେ ୧୦ ଆକ୍ରାନ୍ତ
କଟକ,୨୪।୧: କଟକ ଜିଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶଟାଙ୍ଗର ଗାଁରେ ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୧୦ ଜଣରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡ଼ିଛି। ତେବେ କେଉଁ କାରଣ…

