ଓଲଟିଲା ଯାତ୍ରୀବାହୀ ବସ୍: ୨ଗୁରୁତର, ୧୫ଆହତ
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳୀଖୁଣ୍ଟି ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା…
ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ଚାଲିଗଲା ୪ ମାଓବାଦୀଙ୍କ ଜୀବନ
ମାଲକାନଗିରି,୨୭।୨(ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ତୁଙ୍ଗଲି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ବିଜାପୁର ଜିଲା ତୁଙ୍ଗଲି ଜଙ୍ଗଲ ଅଞ୍ଚଳରେ ଯବାନଙ୍କ ପକ୍ଷରୁ…
ପାଣି ପାଇଁ ରାସ୍ତା ଅବରୋଧ
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଖରା ଦିନ ଆରମ୍ଭ ନ ହଉଣୁ କେନ୍ଦୁଝର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ସରକାର ଘରେ ଘରେ ପାଇପ୍ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି।…
Video: ନାଲକୋ ପ୍ଲାଣ୍ଟରେ ଅଘଟଣ: ଲୁହା ରଡ଼ ପଡ଼ି ଚାଳିଗଲା ୨ ଶ୍ରମିକଙ୍କ ଜୀବନ
କୋରାପୁଟ,୨୭।୨(ଅମିତାଭ ବେହେର): କୋରାପୁଟ ଜିଲା ଦାମନଯୋଡ଼ିରେ ଥିବା ନାଲକୋ ପ୍ଲାଣ୍ଟ ପରିସରରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସାଇଡ୍ ବିମ୍ କାର୍ଯ୍ୟ ବେଳେ ଲୁହା ରଡ଼ ପଡି ଶ୍ରମିକମାନେ ଚାପି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ…
୨୮ରେ ବାମରା ବନ୍ଦ
କୁଚିଣ୍ଡା,୨୭ା୨(ବିରଞ୍ଚି ଦର୍କା): ରାଜ୍ୟ ସରକାର ଓଡ଼ିଶାରେ ମୋଟ ୩୫ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି। ହେଲେ ପୂର୍ବ ଦାବି ଅନୁଯାୟୀ ସମ୍ବଲପୁର ଜିଲାର ବାମରା ଏଥିରୁ ବାଦ୍ ପଡିଛି। ଏଥିସହ ରେଳ ସମସ୍ୟା ନେଇ ଦୀର୍ଘ ଦିନରୁ ରହିଥିବା…
ଇଟାଭାଟିକୁ କାମ କରିବାକୁ ଆସୁଥିଲେ: ଟ୍ରକ୍ ଧକ୍କାରେ ଖଣ୍ଡଖଣ୍ଡ ହେଲା ଅଟୋ
ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ରାଜପୁର ଗ୍ରାମ ଛକ ନିକଟରେ ମଙ୍ଗଳବାର ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପ୍ଲାଷ୍ଟିକ ପାଇପ ବୋଝେଇ ଟ୍ରକ ନଂ. (ଓଡ଼ି ୦୫ ବି ଏଫ -୮୯୨୯) ଧକ୍କାରେ…
ମଝି ରାସ୍ତାରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଧକ୍କା ଦେଇ ମୁଣ୍ଡରେ ଚଢ଼ିଗଲା ଟ୍ରକ୍
ସୁନ୍ଦରଗଡ଼,୨୭।୨(ଜୟ ନାରାୟଣ ମେଣ୍ଡୁଳି): ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ୍। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼- ହେମଗିର ରାସ୍ତା ଚକ୍ରାମାଲ ନିକଟରେ। ବାଇକରେ ଯାଉଥିବା ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ (ଓଡି ୨୩…
ମା’ ତାରିଣୀଙ୍କ ହୁଣ୍ଡି ଚାବି ହଜେଇଦେଲେ
ଘଟଗାଁ,୨୭ା୨(ରାଜେନ୍ଦ୍ର କୁମାର ପଟ୍ଟନାୟକ):କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମନ୍ଦିର ବେଢ଼ାରେ ଥିବା ଏକ ଦାନବାକ୍ସର ଚାବି ନ ମିଳିବାରୁ ତାଲା କାଟି ଗଣତି କରାଯାଇଥିଲା। ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ ଏବେ…
ମୁକ୍ତିକାନ୍ତ-ଅଭିମନ୍ୟୁ କଥା କଟାକଟି
ଭଦ୍ରକ,୨୭।୨(ସନାତନ ରାଉତ):ଅମୃତ ଭାରତ ଷ୍ଟେଶନ ଯୋଜନାରେ ରେଳ ଷ୍ଟେଶନଗୁଡ଼ିକର ପୁନର୍ବିକାଶ ପାଇଁ ସୋମବାର ଭର୍ଚୁଆଲରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ଭଦ୍ରକ ରେଳଷ୍ଟେଶନରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ହଟହଟା ହେବାକୁ ପଡ଼ିଛି। କାର୍ଯ୍ୟକ୍ରମ…
ସପ୍ତଗିରି କହିଲେ ପ୍ରାର୍ଥୀ ହେବେ, ଭାଇ ଲଢ଼ିବେନି
ରାୟଗଡ଼ା,୨୭।୨(ଆଶିଷ ରଞ୍ଜନ ପଣ୍ଡା):ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତ୍ରୁଟି ଯୋଗୁ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚତ୍ତ ହେଲେ। ସୌରା ଲିପି ଓ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଗଲା ନାହିଁ। ଏହାର ପୁନର୍ବିଚାର ଦାବିରେ ମାର୍ଚ୍ଚ ପହିଲାରୁ ଦସ୍ତଖତ…
ପ୍ରାର୍ଥୀ ବଦଳାଇ ବିଜେଡି ଜିତୁଛି
ଆନନ୍ଦପୁର,୨୭।୨(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଗତ ତିନୋଟି ନିର୍ବାଚନକୁ ଦେଖିଲେ ବିଜେଡି ଏଠାରେ ପ୍ରତିଥର ପ୍ରାର୍ଥୀ ବଦଳାଉଥିବାବେଳେ ଭାଜପା ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥତ୍ତ୍ୱକୁ ପ୍ରାୟ ସ୍ଥିର…
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଧାୟକ ହଟହଟା
ରଣପୁର,୨୭ା୨(ସୁକାନ୍ତ କିଶୋର ଡାକୁଆ):ନୟାଗଡ଼ ଜିଲା ରଣପୁରସ୍ଥିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଅତିଥି ଥିଲେ। ହେଲେ ସେ ଗୋପାଳପୁର ପଞ୍ଚାୟତର ବିଜେଡି ସଭାପତିଙ୍କୁ…

