ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା
କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି। ସଦର ଥାନା ବୋଦାପଳସା ଗ୍ରାମରେ ଥିବା ଦେବୋତ୍ତର ବିଭାଗ ଦାରା ପରିଚାଳିତ ଏହି ବହୁ ପୁରାତନ ଚନ୍ଦ୍ରଶେଖର ମହେଶ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ…
ଖାର ପାଣିରେ ସିଝୁନି ଡାଲି, ଚାଉଳ
ବାଙ୍କୀ,୨୪ା୭(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ବାଙ୍କୀ ବ୍ଲକ ବଳଭଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଗଉଡଛେଲି ଗ୍ରାମରେ ପାଣିରେ ଡାଲି, ଚାଉଳ ସିଝୁନାହିଁ। ଏପରିକି ପାଣି ପାନୀୟ ଉପଯୋଗୀ ମଧ୍ୟ ହୋଇପାରୁନାହିଁ। ଏଠାକାର କୂପ ଓ ନଳକୂପର ଜଳ କ୍ଷାରିଆ ହୋଇଥିବା ଯୋଗୁ ଏଭଳି ସମସ୍ୟା…
ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ
ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, କୁଶଗଡ଼ିଆଠାରେ ବନ୍ତ ଥାନା ଦୋଳପଦୀ ଗ୍ରାମର ଉମେଶ ନାୟକ ଏକ ଭଡ଼ାଘରେ…
ଦାଉ ସାଧିଲା ସ୍ବଳ୍ପ, ଅନିୟମିତ ବୃଷ୍ଟିପାତ
ବଡ଼ମ୍ବା,୨୪।୭(ମାୟାଧର ମଲ୍ଲିକ): ବଡ଼ମ୍ବା ବ୍ଲକରେ ସ୍ବଳ୍ପ ଓ ଅନିୟମିତ ବୃଷିପାତ ଚଳିତ ବର୍ଷ କୃଷି ଓ କୃଷକଙ୍କ ଉପରେ ଦାଉ ସାଧିଛି। ଫଳରେ ଶତାଧିକ ଏକର ଚାଷ ଜମି ଚାଷ ହୋଇ ନ ପାରି ପଡ଼ିଆ ପଡ଼ିଛି। ବର୍ଷାକୁ ଚାହିଁ ଚାଷୀ…
ଆଜିଠୁ ପଶ୍ଚିମଦ୍ୱାର ଦେଇ ଯିବେ ପୁରୀବାସୀ
ପୁରୀ,୨୪।୭(ଅଜିତ ମହାନ୍ତି): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ବିଭିନ୍ନ ମହଲରେ ତିବ୍ର ପତିକ୍ରିୟା ଦେଖିବାକୁ ମିଳିଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ରାଜନୈତିକ…
ଗାତ ଖୋଳି ଛାଡ଼ିଦେଲେ
କାମାକ୍ଷାନଗର,୨୪।୭: (ସୁଧୀର ପରିଡ଼ା): ଡ୍ରେନ୍ ପାଇଁ ଖୋଳାଯାଇଛି ଗାତ। ହେଲେ କାମ ହେଉନାହିଁ। ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଦେଇଛନ୍ତି ଠିକାଦାର। ଫଳରେ ଗର୍ତ୍ତରେ କେତେବେଳେ ଗୋରୁ ତ ଆଉ କେବେ ମଣିଷ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ପୂର୍ତ୍ତ ବିଭାଗର…
ବିଜେଡିକୁ ଘୋଡ଼ାବେପାର ଭୟ
ଅନୁଗୋଳ, ୨୪।୭(ଅମିତ୍ ସାମଲ: ଅନୁଗୋଳ ଜିଲା ପ୍ଲାନିଂ କମିଟି ସଦସ୍ୟ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ମୋଟ ୨ଟି ପଦବୀ ଲାଗି ମତଦାନ ହେବ। କମିଟିରେ ଗୋଟିଏ ପଦବୀ ପୁରୁଷ ବର୍ଗଙ୍କ ଲାଗି ରହିଥିବାବେଳେ ଅନ୍ୟଟି ମହିଳାଙ୍କ ଲାଗି ସଂରକ୍ଷିତ ରହିଛି।…
ସାଇବର ଠକଙ୍କ ଜାଲରେ ସାଧାରଣ ଲୋକ
ବ୍ରହ୍ମପୁର,୨୪ା୭(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଠକ ନିଜର ମାୟା ଜାଲରେ ସାଧାରଣ ଲୋକଙ୍କୁ ଫସାଇ ଠକି ଚାଲିଛନ୍ତି। ନୂଆ ନୂଆ ତରିକାରେ ପ୍ରଥମେ ଲୋକଙ୍କ ବିଶ୍ୱାସ ହାସଲ କରି ପରେ ଲୁଟୁଛନ୍ତି। ଗଞ୍ଜାମ ଜିଲା ତଥା ବ୍ରହ୍ମପୁର ସହରରେ ଏଭଳି ଏକାଧିକ…
ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ
ଫୁଲବାଣୀ,୨୪ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି…
ଜିଲା ମୁଖ୍ୟ ଚିକିତ୍ସାଳୟରେ ସରଞ୍ଜାମ ଅଭାବ
କେନ୍ଦୁଝର,୨୪ା୭(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରୀବ ରୋଗୀମାନେ ବାହାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏହାର ଫାଇଦା ଘରୋଇ ନର୍ସିଂହୋମ,…
ପାଠ ପାଇଁ ବାଜିରେ ଛାତ୍ରୀଛାତ୍ରଙ୍କ ଜୀବନ
କେନ୍ଦୁଝର,୨୪ା୭(ଦୀପକ ମିଶ୍ର) : କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ର ତାଳପଦା ଅଞ୍ଚଳରେ ଛାତ୍ରୀଛାତ୍ର ପାଠ ପାଇଁ ଜୀବନକୁ ବାଜିରେ ଲଗାଉଛନ୍ତି। ପ୍ରତ୍ୟହ ସମାକୋଇ ନଦୀ ପାର ହୋଇ ତାଳପଦା ସ୍କୁଲକୁ ଯାଉଛନ୍ତି। ଅଭିଭାବକ ସ୍କୁଲ ଯିବା ଓ ଛୁଟି ସମୟରେ ଅପେକ୍ଷା…
ସିମୁଳିଆରେ ପ୍ରାଣୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ
ସିମୁଳିଆ,୨୪ା୭(ସନ୍ତୋଷ କୁମାର ନାୟକ): ସମଗ୍ର ଜୀବସମାଜ ପାଇଁ ପ୍ରାଣୀମାନଙ୍କ ଅବଦାନ ଅତୁଳନୀୟ। କଥା କହିପାରୁ ନ ଥିବା ଏହି ପ୍ରାଣୀଙ୍କୁ ସରକାର ସମ୍ପଦ ରୂପେ ଗ୍ରହଣ କରିବା ସହିତ ଉଭୟ ପ୍ରାଣୀ ଓ ପାଳନକର୍ତ୍ତାମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।…
Archives


