ବାଲେଶ୍ୱରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର,୧।୪: ବାଲେଶ୍ୱର ଲୋକ ସଭା ଆସନରେ ମୁହାଁମୁହିଁ ହୋଇପାରନ୍ତି ଦୁଇ ହେବିୱେଟ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନର ବାଲେଶ୍ୱର ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ…
ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ୍
ବାରିପଦ,୧ା୪: ମୟୂରଭଞ୍ଜ ଜିଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ସୋମବାର ଏକ ପିଆଜ ବୋଝେଇ ଟ୍ରକ୍ରେ ନିଆଁ ଲାଗି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି। ଟ୍ରକ୍ଟି ନାସିକ୍ରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି…
ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଏମିତି…
ଭୁବନେଶ୍ୱର,୧ା୪: ସୋମବାର ବିଜେଡି ଛାଡ଼ିଛନ୍ତି ସନ୍ଧ୍ୟାବତୀ ପ୍ରଧାନ। ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଇସ୍ତଫାପତ୍ରରେ ସେ ଲେଖିଛନ୍ତି, ଆମ…
‘ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ଆମର ପ୍ରଥମ ଲକ୍ଷ୍ୟ’
ଛତ୍ରପୁର,୧ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁର ପୋଲିସ ପଡ଼ିଆଠାରେ ସୋମବାର ପାଲିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍ପି ଜଗମୋହନ ମୀନା ଯୋଗଦେଇ ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ ପୋଲିସ କରିଆସୁଛି…
‘ଓଡ଼ିଶା ଗଠନରେ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନ ଅତୁଳନୀୟ’
ଛତ୍ରପୁର,୧ା୪(ଦିଲ୍ଲୀପ ସାମଲ): ସଦର ମହକୁମା ଛତ୍ରପୁରଠାରେ ଗଞ୍ଜାମ ଜିଲା ପ୍ରଶାସନ ଓ ଜିଲା ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ୮୯ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ…
ଭଞ୍ଜନଗରରେ ପୋଲିସ ପ୍ରତିଷ୍ଠା ଦିବସ
ଭଞ୍ଜନଗର,୧ା୪(ବାବୁଲ ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନରେ ସୋମବାର ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ କମାଣ୍ଡିଙ୍ଗ ଅଫିସର ହୃଷୀକେଶ ରଥ ମୁଖ୍ୟ ଅତଥି ଭାବେ ଯୋଗଦେଇ ପରେଡ୍ରେ…
କାନ୍ଥ ଫାଟିଲାଣି, ଅସରାଏ ବର୍ଷା ହେଲେ ଗଳୁଛି ପାଣି
ନନ୍ଦପୁର,୧ା୪(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ତହସିଲ ଅଧୀନ ବ୍ଲକ ଅଞ୍ଚଳର ପଞ୍ଚାୟତବାସୀଙ୍କୁ ରାଜସ୍ବ ସେବା ଯୋଗାଇବାକୁ ନିର୍ମିତ ପାଡୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣରେ ସୁନାବେଡା ଆରଡି ବିଭାଗ ନିମ୍ନମାନର କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ବ୍ୟୟ ଅଟକଳ ଓ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ଫୁଲ
କୋରାପୁଟ ୧ା୪(ଅମିତାଭ ବେହେରା): କୋରାପୁଟ ଜିଲାରେ ଥିବା ବିଭିନ୍ନ କଫି ବଗିଚାରେ ଏବେ କଫି ଫୁଲ ଫୁଟିବା ସମୟ ଆରମ୍ଭ କରିଛି। ଫୁଲ ଫିଟିଲେ ଏହା ଯେମିତି କଫି ଫୁଲର ଧଳା ଚାଦର ଭଳି ଶୋଭା ପାଇଥାଏ। ଯାହା ପ୍ରକୃତିପ୍ରେମୀଙ୍କୁ ବଗିଚାକୁ…
ଶୁଖିଲା ପଡ଼ିଛି ଋଷିକୁଲ୍ୟା
ଧରାକୋଟ,୧ା୪ (ବିଷ୍ଣୁକେଶରୀ ଆଚାର୍ଯ୍ୟ): ପୁଣ୍ୟତୋୟା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ଭାବେ ପରିଚିତ। ଧାର୍ମିକ ଓ ଆଧ୍ୟାତ୍ମିକ ଭାବନା ସହ ଏହି ନଦୀ ଯେତିକି ଜଡ଼ିତ, ପିଇବା ପାଣି ସହ ଜିଲାର ଜଳ ସେଚନ ବ୍ୟବସ୍ଥା ପାଇଁ ମଧ୍ୟ…
ନାକେଦମ କରିବ ତାତି
ବ୍ରହ୍ମପୁର,୧ା୪(ଅଶୋକ କୁମାର ସାହୁ): ଗ୍ରୀଷ୍ମର ପ୍ରକୋପ ଧିରେ ଧିରେ ବଢ଼ୁଛି। ରାଜ୍ୟରେ ବିିଭିନ୍ନ ସହରର ତାପମାତ୍ରା ଏବେ ୩୫ରୁ ୪୦ ଡିଗ୍ରୀ ମଧ୍ୟରେ ରହୁଛି। ବାୟୁ ମଣ୍ଡଳରେ ଆର୍ଦ୍ରତା ୭୦ ପ୍ରତିଶତ ରହୁଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଭାଗରୁ…
୨ କି.ମି. ଚାଲିଲେ ମିଳୁଛି ବାଲ୍ଟିଏ ପାଣି
ହାଟଡ଼ିହୀ,୧ା୪(ପାର୍ଥ ସୌରଭ ସା): ସର୍ବନିମ୍ନ ଆବଶ୍ୟକତା ତଥା ପାନୀୟ ଜଳ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି। ଗାଁ ଗାଁରେ ପ୍ରକଳ୍ପ କରି ଅନେକ ଅର୍ଥ ବ୍ୟୟ ମଧ୍ୟ କରୁଛନ୍ତି। କିନ୍ତୁ ଆନନ୍ଦପୁର ଉପଖଣ୍ଡ କାଠକଟା ପଞ୍ଚାୟତ ଚତୁରିସାହିରେ…
ବିଜେଡିରେ ଆଶାୟୀ ସଂଖ୍ୟା ବଢ଼ି ଚାଲିଛି
ଜଗତ୍ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ନିର୍ବାଚନମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁନନ୍ଦନ ଦାସ ବିଧାୟକ ଅଛନ୍ତି। ସେ ଏଥର ପୁଣିଥରେ…

