ଆମ ଜିଲା ଖବର

ମଇଦାନରେ ସ୍ବରୂପ-ମାନସ

ବାଲେଶ୍ୱର,୬।୪(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ପୁଣି ପୁରୁଣା ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। କିଛିଦିନ ପୂର୍ବରୁ ଭାଜପା ଏହି ନିର୍ବାଚନମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ମାନସ ଦତ୍ତଙ୍କ ନାମ ଘୋଷଣା କରିଥିବା ବେଳେ ଶୁକ୍ରବାର ଅପରାହ୍ନରେ ବିଜେଡି…

ଭାଜପାରେ ରମେଶ, ସ୍ବାଗତ କଲେ ଧର୍ମେନ୍ଦ୍ର

ଛେଣ୍ଡିପଦା,୬ା୪ (ଅଜିତ ଧଳ): ବିଜେଡି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଅନୁଗୋଳ ଜିଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଅନୁଗୋଳ ଜିଲା କତଡାଠାରେ ଅନୁଷ୍ଠିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ…

ଝୁଲୁଥିବା ଆସନରେ ନେତା ନିରାଶ, କର୍ମୀ ନୀରବ

ଯାଜପୁର,୬ା୪(ହର୍ଷବର୍ଦ୍ଧନ ବେହେରା): ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶୁକ୍ରବାର ଘୋଷଣା ହୋଇଛି। ଏହାପରେ ବି ଯାଜପୁର ଜିଲାର କୋରେଇ, ବରୀ ଓ ବଡ଼ଚଣା ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଝୁଲି ରହିଛି। ଆଗଧାଡ଼ିର କେତେଜଣ ନେତା ଓ ତାଙ୍କ ପରିବାର…

ପ୍ରଚାର ମଇଦାନରେ ଧର୍ମେନ୍ଦ୍ର-ବବି, ନା ନ ନେଇ କଲେ ଟାର୍ଗେଟ

ସମ୍ବଲପୁର,୫।୪: ଓଡ଼ିଶା ରାଜନୀତିର ହଟସ୍ପଟ ପାଲଟିଥିବା ସମ୍ବଲପୁରରେ ଆରମ୍ଭ ହେଲା ଲଢ଼େଇ। ଭୋଟ ପାଇଁ ମଇଦାନରେ ଦୁଇ ହେଭିୱେଟ। ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି ଦାସ) ଓ ଭାଜପାର ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ମଦନମୋହନ…

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି । ଦଳର ଜିଲା ସଭାପତିରେ ପରିବର୍ତ୍ତନ କରିଛି ଦଳ । ଜିଲା ସଭାପତି ସୁଧୀର…

ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌

ନିମାପଡ଼ା,୫ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ…

ବଢ଼ୁଛି ଚର୍ଚ୍ଚା: ବିଶ୍ୱଭୂଷଣ ହେବେ ଭାଜପା ପ୍ରାର୍ଥୀ !

ଅସ୍ତରଙ୍ଗ,୫ା୪(ପ୍ରଦୀପ୍ତ କୁମାର ଦୀକ୍ଷିତ)- ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ୱଭୂଷଣ ଦାସ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ସେ କାକଟପୁର ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି…

ସାଢେ ୧୦ଟାରେ ହେବ ସ୍କୁଲ ଛୁଟି

ଭୁବନେଶ୍ୱର,୫।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡିଶା ସରକାର ସକାଳୁଆ ସ୍କୁଲ ପାଇଁ ସୂଚନା ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ କ୍ଲାସଗୁଡିକ ସକାଳ ୭ଟାରୁ ପୂର୍ବାହ୍ନ…

ଚମକାଇଦେଲେ ନବୀନ, ରାଇରାଙ୍ଗପୁରରୁ IPS ପ୍ରାର୍ଥୀ

ରାଇରଙ୍ଗପୁର,୫।୪: ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବର୍ତ୍ତମାନ ପୁଣି ଚର୍ଚ୍ଚାରେ ଏହି ନିର୍ବାଚନ ମଣ୍ଡଳୀ । କାରଣ ଏହି…

ଏକୁଟିଆ ଥିବା ବେଳେ ନାବାଳିକାଙ୍କୁ ଅପହରଣ

ଗୋପାଳପୁର,୫ା୪(ନବୀନ ରାଜ ଆଚାରୀ) ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଗତ ୩ ତାରିଖରେ ନାବାଳିକା ଜଣଙ୍କ ଘରେ ଥିବା ବେଳେ…

ପୋଲିସ କବ୍‌ଜାରେ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ

ବ୍ରଜରାଜନଗର,୫ା୪(ବିଜୟ ବରାଡ଼)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗାନ୍ଧୀ ଛକ ଫାଣ୍ଡି ଅନ୍ତର୍ଗତ ମଧୁପୁର ଜଙ୍ଗଲରୁ ଗୁରୁବାର ରାତିରେ ପୋଲିସ ଏକ ଆନ୍ତଃ ଜିଲା ଜୁଆଡ଼ି ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି। ଏଥିରେ ସମ୍ପୃକ୍ତ ୧୫ଜଣଙ୍କୁ ପୋଲିସ ଗିରଫ କରିବା ସହ…

ବିବାହ ଭୋଜି ଚୁଲିରେ ପଡ଼ିଗଲା ଶିଶୁ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କୋକସରା,୫।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ) କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ଦୁର୍ଯୋଧନ ମାଝୀଙ୍କ ୩ ବର୍ଷର ଶିଶୁପୁତ୍ର ମୋଟୁ ମାଝୀ ଶୁକ୍ରବାର ନିଆଁରେ ପୋଡ଼ି ଆହତ ହୋଇଛନ୍ତି । ଗାଁରେ ଏକ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?