ପରିବର୍ତ୍ତନ ସତ୍ତ୍ୱେ ପଛରେ ପଡ଼ିଲେ ମନମୋହନ
ଭଦ୍ରକ,୬ା୬(ସନାତନ ରାଉତ)ଚଳିତ ନିର୍ବାଚନରେ ଓଡ଼ିଶାରେ ଅଭୂତପୂର୍ବ ପରିବର୍ତ୍ତନ ହୋଇଛି। ଓଡ଼ିଶାବାସୀ ଦୀର୍ଘବର୍ଷର ଶାସନ କ୍ଷମତାରେ ଥିବା ବିଜେଡିିକୁ ଧରାଶାୟୀ କରି ଭାଜପାକୁ ବହୁମତ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଭାଜପା-ବିଜେଡି ମେଣ୍ଟ ନେଇ ବହୁ ଚର୍ଚ୍ଚା ଚାଲିଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ…
‘ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ପଦକ୍ଷେପ ନିଆଯିବ’
ପୁରୀ, ୬।୬(ଅଜିତ୍ କୁମାର ମହାନ୍ତି): ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବିଜୟୀ ହୋଇଥିବା ଅନେକ ନେତା ବୁଧବାର ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀ ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ଡ. ସମ୍ବିତ ପାତ୍ର…
ଫାଇନାନ୍ସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଖଲ୍ଲିକୋଟ,୫ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆ ପାଟ ନିକଟରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ଭାରତ ଫାଇାନ୍ସର କର୍ମଚାରୀ ଏଚ୍ ବାହାଡ଼ାପଲ୍ଲୀ ଗ୍ରାମରୁ ଟଙ୍କା କଲେକ୍ସନ କରି ଖଲ୍ଲିକୋଟ…
ସାବିତ୍ରୀ ପାଇଁ ଫଳ ବଜାରରେ ମହଙ୍ଗା ମାଡ଼
ନିରାକାରପୁର,୫ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ରାତି ପାହିଲେ ସାବିତ୍ରୀବ୍ରତ ନିରାକାରପୁର ସମେତ ପଡ଼ୋଶୀ ବଜାର ଅଞ୍ଚଳରେ ଫଳ କିଣିବାକୁ ସତ୍ୟବାନମାନଙ୍କ ନାହିଁ ନ ଥିବା ଭିଡ଼। ଏହା ଫଳ ବ୍ୟବସାୟୀମାନଙ୍କ ପାଇଁ ପୁଷ ମାସ ପାଲଟିଛି। ସେଥିପାଇଁ ଖାଲି ନିରାକାରପୁର ବଜାର ନୁହେଁ…
ରାସ୍ତାରେ ଯାଉଥିବା ବେଳେ ଟଳିପଡ଼ିଲେ ଶ୍ରମିକ
ଦିଗପହଣ୍ଡି,୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରୀଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମର ସାଗର ନାୟକ ନାମକ ଜଣେ ଯୁବକଙ୍କ ବୁଧବାର ମଧ୍ୟାହ୍ନରେ ଆକସ୍ମିକ ମୃତ୍ୟୁ ହୋଇଥିବା ବେଳେ ଅଂଶୁଘାତ ବୋଲି ସନ୍ଦେହ କରାଯାଉଛି। ଆଜି ମଧ୍ୟାହ୍ନରେ ସାଗର ସାଇକେଲ…
ସିରିଜ ଦୁର୍ଘଟଣା: ୩ ମୃତ, ୧୨ ଆହତ
କେନ୍ଦୁଝର,୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଠାକୁର ଡିହିରୁ ପୂତୁଲୁପାଣି ଛକ ମଧ୍ୟରେ ଜାତୀୟ ରାଜପଥ ୪୯ରେ ବୁଧବାର ଏକ ସିରିଜ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।…
ହାରିବା ପରେ ଭିଡିଓ ଜାରି କରି ସାଲେପୁରବାସୀଙ୍କୁ ଏମିତି କହିଲେ ଅରିନ୍ଦମ
ଭୁବନେଶ୍ୱର,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ…
ବିଜୟ ପରେ ପ୍ରତିକ୍ରିୟାରେ ନବୀନଙ୍କୁ ପ୍ରଶଂସା କଲେ ପ୍ରଦୀପ
ଭୁବନେଶ୍ୱର,୫।୬: ବ୍ରହ୍ମପୁରରେ ଭାଜପା ଏମ୍ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବିଜୟ ହୋଇଛନ୍ତି। ବିଜୟ ପରେ ପ୍ରଦୀପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମୋତେ ଯୋଗ୍ୟ ମନେକରି ନିର୍ବାଚନରେ ଲଢେବାକୁ ସୁଯୋଗ ଦେଇଥିଲେ। ଏନେଇ ଭାଜପା ନେତୃବୃନ୍ଦଙ୍କ ସହ ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ…
କଳାହାଣ୍ଡିର ପ୍ରଥମ ମହିଳା ଏମ୍ପି ହେଲେ ମାଳବିକା
ଭବାନୀପାଟଣା,୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରଥମ ମହିଳା ଏମ୍ପି ଭାବେ ଭାଜପାର ମାଳବିକା କେଶରୀ ଦେଓ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି। କଳାହାଣ୍ଡି ଲୋକ ସଭାରେ ପ୍ରଥମଥର ପାଇଁ ଭାଜପା…
ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…
ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର…
୭ ଡକାୟତି ମାମଲାର ପର୍ଦ୍ଦାଫାଶ: ଧରାପଡ଼ିଲେ ୩ ଅଭିଯୁକ୍ତ
ରାୟଗଡ଼ା,୫।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ପୋଲିସ ୭ଟି ଡକାୟତି ମାମଲାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୨୧୨ ଗ୍ରାମ ସୁନା, ୪ଟି ମୋବାଇଲ ଫୋନ ଏବଂ ଗୋଟିଏ ପଲସର୍…
ଫଳାଫଳ ପୂର୍ବରୁ ଚର୍ଚ୍ଚାରେ ଥିଲେ ମୁକେଶ
ଲୋଇସିଂହା,୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ। ମଙ୍ଗଳବାର ଭୋଟ ଗଣତି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ୧୯ ହଜାରରୁ ଅଧିକ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି।…

