୫ରେ ବିଦ୍ୟୁତ୍ ଯୋଗାଣ ବନ୍ଦ: ସକାଳ ୮ ଟାରୁ ରହିବନି କରେଣ୍ଟ
ବରଗଡ଼୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆସନ୍ତା ୫ ତାରିଖ ସୋମବାର ଗ୍ରୀଡ୍ ସବଷ୍ଟେଶନର ରକ୍ଷାବେକ୍ଷଣ କାର୍ଯ୍ୟ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି…
ବୟାନବାଜି, ଡାକବାଜିରେ ସୀମିତ ଉଚ୍ଛେଦ ପ୍ରକ୍ରିୟା
ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ସରକାରୀ ଜମି ଉପରେ ଜବରଦଖଲ ତଥା ବେଆଇନ ନିର୍ମାଣ ଭଙ୍ଗାଯିବ। ବଡ଼ ଅଟ୍ଟାଳିକାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ସମ୍ମୁଖରେ ବାରମ୍ବାର ଏହା କହି ଆସିଛନ୍ତି। ବରଗଡ଼…
ଆଜି ଶ୍ରୀମନ୍ଦିରରେ ଚିତାଲାଗି
ପୁରୀ,୪ା୮(ଅଜିତ୍ ମହାନ୍ତି): ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ରବିବାର ଅପରାହ୍ନ ୨ଟାରୁ ସା ୬ଟା ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗ ନୀତି ସମ୍ପନ୍ନ ହୋଇଥାଏ। ଦଇତାପତି ସେବକମାନେ ଏହି ନୀତି…
ଲାଞ୍ଚନେଇ ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର ଗିରଫ
ସୋନପୁର,୪ା୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମୃତ୍ତିକା ସଂରକ୍ଷଣ ବିଭାଗ ଓଭରସିଅର ସୁଧାଂଶୁ ଶେଖର ରଣା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ କାଦୋଦର ପଞ୍ଚାୟତ ବୀରସିଂହପୁର ଗ୍ରାମର ଫାର୍ମପଣ୍ଡ ହିତାଧିକାରୀ ରାମଚନ୍ଦ୍ର ମହାକୁରଙ୍କ ନିକଟରୁ ମଷ୍ଟର ରୋଲ ପ୍ରସ୍ତୁତି ପାଇଁ…
କେଦାରନାଥରେ ଫସିଲେ କେନ୍ଦୁଝରର ୪ ଭକ୍ତ
କେନ୍ଦୁଝର,୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ୪ ଜଣ ବୋଲବମ୍ ଭକ୍ତ ଉତ୍ତରାଖଣ୍ଡର କେଦାରନାଥରେ ଫସି ରହିଛନ୍ତି। ୩ ଦିନ ହେଲାଣି ସେମାନେ ସେଠାରେ ଫସି ରହିଥିବା ସୂଚନା ମିଳିଛି। ତେଲକୋଇ ଥାନା ଅଞ୍ଚଳର ୩ ଜଣ ଓ ସଦର ଥାନା…
ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କଲେ ଓ୍ବାର୍ଡ ସଦସ୍ୟ
କେସିଙ୍ଗା,୩ା୮(ତୁମେଶ୍ୱର ସାହୁ): କଳାହାଣ୍ଡି କେସିଙ୍ଗା ବ୍ଲକ କଶ୍ରୁପଡ଼ା ପଞ୍ଚାୟତର ସରପଞ୍ଚ ମାଳତୀ ଭୋଇଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଓ୍ବାର୍ଡ ସଦସ୍ୟ ବୃନ୍ଦ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ କଶ୍ରୁପଡ଼ା ପଞ୍ଚାୟତରେ ୧୨ଟି ଓ୍ବାର୍ଡ ଥିବାବେଳେ ସେଥିମଧ୍ୟରୁ ୯ ଜଣ…
ବ୍ରାଣ୍ଡେଡ୍ କମ୍ପାନୀର ନକଲି ଲୋଗୋରେ ତରଳ ୟୁରିଆ କାରବାର, ୩ ଜଣଙ୍କୁ ବାନ୍ଧିଲା ପୋଲିସ
ଖୋର୍ଦ୍ଧା,୩ା୮(ପ୍ରଭାତ ପାଣିଗ୍ରାହୀ): ବ୍ରାଣ୍ଡେଡ କମ୍ପାନୀର ନକଲି ଲୋଗୋ ଲଗାଇ ବିକ୍ରି ନକଲି ତରଳ ୟୁରିଆ ବିକ୍ରି କରୁଥିଲେ। ୧୬ ନଂ ରାଜପଥ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟାପଡ଼ା ଛକ ଚା’ ଦୋକାନରେ ଦୀର୍ଘ ଦିନ ଧରି ଚାଲିଥିଲା ନକଲି କାରବାର।…
ଘାଟିରେ ଓଲଟି ପଡ଼ିଲା ପିକ୍ଅପ୍
ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ଘାଟିରେ ଏକ ଧାନ କୁଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣା ଘଟି ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ। ତାଙ୍କର ଛାତିରେ ଆଘାତ ଲାଗିଛି।…
ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ
ବଲାଙ୍ଗୀର,୩ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଠିକା କର୍ମଚାରୀମାନେ ବର୍ଦ୍ଧିତ ଦରମା ଦାବି ନେଇ ଶନିବାର ମ୍ୟୁନିସିପାଲିଟି ଅଫିସ ଘେରାଉ କରିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଥିଲେ ସୁଦ୍ଧା ବଲାଙ୍ଗୀର ମ୍ୟୁନିସିପାଲିଟି କର୍ମଚାରୀଙ୍କ ବର୍ଦ୍ଧିତ…
ରାଗି କି ଘରୁ ପଳେଇଲେ ବୃଦ୍ଧା, ଖୋଜି ପାଉନାହାନ୍ତି ପରିବାର ଲୋକେ
ଭଦ୍ରକ,୩ା୮: ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ପଙ୍ଗଟା ଗ୍ରାମର ଜଣେ ବୃଦ୍ଧା ଘରୁ ରାଗି କି କେଉଁଆଡ଼େ ଚାଲିଯାଇଛନ୍ତି। ବୃଦ୍ଧା ଜଣକ ହେଲେ ଚିତ୍ତରଞ୍ଜନ ସାହୁଙ୍କ ସ୍ତ୍ରୀ ରମାମଣି(୬୦)। ଗୁରୁବାର ଘରେ କିଛି କଥାକୁ ନେଇ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା।…
ଅଧାରେ ରହିଲା ପାଣିଭାର :୨ କାଉଡିଆଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଖଲ୍ଲିକୋଟ,୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଡିମିରିଆ ଛକ ନିକଟରେ ଶନିବାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୨ କାଉଡ଼ିଆ ଓ ଜଣେ ଶ୍ରମିକଙ୍କ ଉପରେ ଟ୍ରକ ମାଡିଯିବାରୁ ୩ ଜଣଙ୍କ…
ଗୋଚରଜମିରୁ ପ୍ରଧାନମନ୍ତ୍ରୀ ଆବାସ ଉଚ୍ଛେଦ
ପାଟଣା,୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷାଖୋରୀ ପଞ୍ଚାୟତ ମୂଷାନାଳୀ ଗ୍ରାମର ଏକ ଗୋଚର ପ୍ଲଟ୍ରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉକ୍ତ ସ୍ଥାନରେ ଥିବା ଝୁମ୍ପୁଡ଼ିକୁ ମଧ୍ୟ ଭାଙ୍ଗିବା ଦାବିରେ ଗ୍ରାମବାସୀ ତହସିଲ…

