ଘାଟିରେ ଓଲଟିଲା ଟ୍ରାକ୍ଟର: ୨ ଶିଶୁ ଗୁରୁତର, ୧୧ ଆହତ
କୋରାପୁଟ,୯।୨(ଅମିତାଭ ବେହେରା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବୋରିଗି ଘାଟିରେ ଶୁକ୍ରବାର ଏକ ଟ୍ରାକ୍ଟର ଓଲଟି ପଡିଛି। ଫଳରେ ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଚିକିତ୍ସା ପାଇ ନାରାୟଣପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…
କୁକୁଡ଼ା ଅଣ୍ଡା, ମାଂସ ଉତ୍ପାଦନ ଏବେ ବାଧାପ୍ରାପ୍ତ
ଛତ୍ରପୁର,୯।୨(ସନ୍ତୋଷ ପାଢ଼ୀ): ପ୍ରାଣୀ ଚିକିତ୍ସକମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଲାଗି କୁକୁଡ଼ା ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏମାନଙ୍କ ସହ ଆଲୋଚନା କରି ଆନ୍ଦୋଳନ ବନ୍ଦ କରିବା ଲାଗି ପଦକ୍ଷେପ ନେବା ପାଇଁ ଗଞ୍ଜାମ ଜିଲା କୁକୁଡ଼ା…
ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ନିଯୁକ୍ତ
ପୁରୁଷୋତ୍ତମପୁର,୯ା୨(ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ଭାବେ ନାରାୟଣ ମହାପାତ୍ର ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ଦେବୋତ୍ତର ବିଭାଗର ଅତିରିକ୍ତ ସହକାରୀ କମିଶନର ତାଙ୍କୁ ନିଯୁକ୍ତ କରିବା ସହ ମନ୍ଦିରର ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବା ଲାଗି ପୂର୍ବତନ…
ସୁଦର୍ଶନଙ୍କ ବାଲୁକାକଳା ଦେଖି ବିମୋହିତ ହେଲେ ପ୍ରଖ୍ୟାତ ଗାୟକ ଜୁବିନ୍ ନୌଟିଆଲ
ପୁରୀ ଅଫିସ,୯।୨: ପୁରୀ ବେଳାଭୂମିରେ ‘ତମେ ଚାହିଁଲ ବୋଲି ଚକା ଆଖି’ ବାଲୁକା କଳାକୃତି ଦେଖି ଅଭିଭୂତ ହୋଇଛନ୍ତି ବଲିଉଡର ପ୍ରଖ୍ୟାତ ଗାୟକ ଜୁବିନ୍ ନୌଟିଆଲ । ଓଲିଉଡ଼ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସଂଗୀତକୁ ଗାଇଥିଲେ ଜୁବିନ୍ । ଶୁକ୍ରବାର ପୁରୀ…
ବିଧାୟକଙ୍କ ଗାଁରେ ଉତ୍କଟ ଜଳ ସମସ୍ୟା: ୧୦୦ ପରିବାରକୁ ଗୋଟିଏ ନଳକୂପ
କେନ୍ଦୁଝର,୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ବାଧୀନତାର ୭୬ ବର୍ଷ ପରେ ବି ଲୋକଙ୍କୁ ସ୍ବଚ୍ଛ ପିଇବା ପାଣି ମିଳୁନାହିଁ। ୧୦୦ ପରିବାର ଗୋଟିଏ ନଳକୂପକୁ ପିଇବା, ଗାଧୋଇବା ଓ ଘର କାମ ପାଇଁ ବ୍ୟବହାର କରିଥାନ୍ତି। ଏଭଳି ପରିସ୍ଥିତିରେ ଅଧା ଦିନ ନଳକୂପ…
ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ
ପୁରୀ ଅଫିସ,୯।୨(ଅଜିତ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି…
ଲୁହାପଥର ଚୋରା ଚାଲାଣ କରୁଥିଲେ: ଧରାପଡ଼ିଲେ ପୋଲିସ କନଷ୍ଟେବଳ
ଦେବଗଡ଼,୯।୨(ଶଶାଙ୍କ ଶେଖର ଝାଙ୍କର): ଡେପୁଟି ଡାଇରେକ୍ଟର ଅଫ୍ ମାଇନ୍ସ ପକ୍ଷରୁ ଜବତ କରାଯାଇଥିବା ଲୁହାପଥର ଚାଲାଣ ବେଳେ ପୋଲିସ କନେଷ୍ଟବଳଙ୍କ ସହ ୪ଜଣ ଗିରଫ ହୋଇଛନ୍ତି। ଏପରି କି ଟ୍ରକ, ଜେସିବି ମେଶିନ ସହ ଏକ୍ ବୋଲେରୋ ଗାଡିକୁ ବାରକୋଟ ଥାନା…
ଅଖାରେ ଭର୍ତ୍ତି ମହିଳାଙ୍କ ଗଳିତ ମୃତଦେହ ମିଳିଲା: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ
ଜଳେଶ୍ୱର,୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାସ୍ ନିକଟରେ ଥିବା ଏକ ପୋଖରୀ ହୁଡାରୁ ଅଖାରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମିଳିଥିବା ସୂଚନା…
ଦୁର୍ଘଟଣାରେ ଚାଲିଗଲା ଶିଶୁର ଜୀବନ, ୫ ଆହତ
ଗଜପତି,୯ା୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟା ଛକ ନିକଟରେ ଶୁକ୍ରବର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୨ ମହିଳା…
ଶ୍ରୀଜିଉଙ୍କ ପାଇଁ ପୁରୀ ଗଲା ରଥକାଠ
ନୟାଗଡ଼,୯ା୨(ଲୋକନାଥ ମିଶ୍ର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠ ନୟାଗଡ଼ ଜିଲାର ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୩ଟି ଟ୍ରକ୍ରେ ୨୦ ଫୁଟିଆ ଧଉରା ଓ ଅସନ ୧୦୨ ଖଣ୍ଡ କାଠ ପୁରୀ ଅଭିମୁଖେ ଯାତ୍ରା କରିଛି। ଏଥି ନିମନ୍ତେ ଦଶପଲ୍ଲାର…
ପରିକ୍ରମା ପ୍ରକଳ୍ପ ଦର୍ଶନ କରିବାକୁ ଯାଇ ଅଧାବାଟରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ମିଳିଲା ସହାୟତା
ବୌଦ୍ଧ,୯ା୨( ଅଜିତ କୁମାର ବାରିକ): ଶ୍ରୀକ୍ଷେତ୍ର ପୁରୀକୁ ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ଯିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସରସରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ (୫୫)। ହୃଦ୍ଘାତରେ ତାଙ୍କର ମୃତ୍ୟୁ…
ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁଡ଼ାଚାଷ ପ୍ରଭାବିତ
ଛତ୍ରପୁର,୯ା୨(ଦିଲ୍ଲୀପ ସାମଲ): ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପଶୁ ସମ୍ପଦଙ୍କ ଚିକିତ୍ସା କରାଯାଇପାରୁନାହିଁ। ଯାହା ଫଳରେ କୁକୁଡ଼ାିମାନଙ୍କ ଖାଦ୍ୟ ଯୋଗାଣ ସଂସ୍ଥା, ଟିକା ଓ ଔଷଧ ସଂସ୍ଥା, ପରିବହନ ଓ ରିଟେଲ ବ୍ୟବସାୟ…
Archives


