ପୁଅ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ବାପା
ନୀଳଗିରି,୧୫ା୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା କେପି ଲାଖରାଜ ପଞ୍ଚାୟତର ଚଣ୍ଡୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଚିନ୍ତାରେ ଗୋଟିଏ ପରିବାରର ୩ ଜୀବନ ଯାଇଛି। ଋଣ ଭାରାକ୍ରାନ୍ତ ଏକ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିବା…
ସୁରକ୍ଷା ବଦଳରେ ବିପଦକୁ ଆମନ୍ତ୍ରଣ
ପଟ୍ଟାମୁଣ୍ଡାଇ,୧୫ା୭ (କଳ୍ପତରୁ ନାୟକ): ବାତ୍ୟା ଓ ବନ୍ୟା ସମୟରେ ବାସହୀନ, ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ରାଜ୍ୟ ସରକାର ପଞ୍ଚାୟତଗୁଡ଼ିକରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ। ହେଲେ ରକ୍ଷଣାବେକ୍ଷଣ ଅଭାବ ଓ ନିମ୍ନମାନର କାମ ଯୋଗୁ ନିର୍ମାଣ…
୨ ବର୍ଷରେ ଷ୍ଟ୍ରିଟ୍ ଲାଇଟ୍ ଜଳିଛି ୬ ମାସ
ରାଜକନିକା, ୧୫ା୭(ସଞ୍ଜୟ କୁମାର ଦାଶ): ଗ୍ରାମାଞ୍ଚଳରେ ସହରାଞ୍ଚଳର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଗମନାଗମନକୁ ସୁଗମ୍ୟ କରିବା ଦିଗରେ ୱାର୍ଡରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସମସ୍ତ ପଥପାର୍ଶ୍ୱ ଆଲୋକୀକରଣ (ଷ୍ଟ୍ରିଟ ଲାଇଟ) ବ୍ୟବସ୍ଥା କରାଉଛନ୍ତି। ଏହି ଷ୍ଟ୍ରିଟ୍ ଲାଇଟ୍ଗୁଡିକ ଦିନରେ…
କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା
ଧର୍ମଶାଳା,୧୫ା୭(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ବ୍ଲକ୍ କୁମାରୀ ପଞ୍ଚାୟତ ଅଧୀନ ବୌଦ୍ଧ କୀର୍ତ୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ରେ ଥିବା ଅତିଥିଶାଳା ଏବେ କାମରେ ଲାଗୁନାହିଁ। ଏହା ଭୂତକୋଠିରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ନିକଟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଛି। ଏହା ଏକ…
ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ
ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପରିଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯାଇଛି। ପୂର୍ବରୁ ଶେଷ ଥର ପାଇଁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ୧୯୮୫ ଜୁଲାଇ ୧୪ ତାରିଖରେ ଖୋଲାଯାଇଥିବା ପୁରୀ ଶ୍ରୀ ଜଗନ୍ନାଥ…
ରତ୍ନଭଣ୍ଡାର ଚାବିକୁ ନେଇ ହଟିନି ଦ୍ୱନ୍ଦ୍ୱ
ପୁରୀ,୧୫ା୭(ଅଜିତ ମହାନ୍ତି): ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରେ ପୂର୍ବରୁ ରହିଥିବା ୩ଟି ଚାବିକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧିକୃତ ବ୍ୟକ୍ତିଙ୍କୁ ପ୍ରଦାନ କରିଥିଲେ। ତେବେ ସେହି ୩ ଚାବିରେ ରତ୍ନଭଣ୍ଡାର ତାଲା ଖୋଲି ନ…
ତ୍ରିଶା ନର୍ସିଂହୋମ୍ ଅଗ୍ନିକାଣ୍ଡ: ମୃତ ଶିଶୁକନ୍ୟାର ବାପା ଆଣିଲେ ଗୁରୁତର ଅଭିଯୋଗ
କଟକ,୧୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ପୁରୀଘାଟସ୍ଥିତ ଘରୋଇ ନର୍ସିଂହୋମ୍ ତ୍ରିଶା ହସ୍ପିଟାଲରେ ଶନିବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନିଆଁ ଲାଗିବା ପରେ ଏଠାରେ ଚିକିତ୍ସିତ ହେଉଥିବା ୪୫ ଶିଶୁ ଓ ବୟସ୍କ ରୋଗୀଙ୍କୁ ଏସ୍ସିବି ମେଡିକାଲ,…
ଆଜି ବାହୁଡ଼ିବେ ମହାବାହୁ
ପୁରୀ,୧୫ା୭(ଅଜିତ୍ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ରଥାରୂଢ଼ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଦାରୁବିଗ୍ରହମାନେ…
ବିଦ୍ୟୁତ୍ ତାରରେ ଛନ୍ଦିହୋଇ ଭାଲୁ ମୃତ
କବିସୂର୍ଯ୍ୟନଗର, ୧୪ା୭ (କୃପାସିନ୍ଧୁ ସ୍ବାଇଁ): ଶିକାରୀ ବିଛାଇ ଥିବା ବିଦ୍ୟୁତ ତାରରେ ଛନ୍ଦି ହୋଇ ଏକ ଭାଲୁର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ତଥା ପୋଲସରା ବନାଞ୍ଚଳ ଅଧୀନରେ ଥିବା ନାଚୁଣିବାଡି ଗ୍ରାମ କନ୍ଧୁଣିଦେବୀ ନିକଟସ୍ଥ ଏକ ଚାଷ…
ଧାର ଟଙ୍କା ମାଗିବାରୁ ଛୁରାରେ ଆକ୍ରମଣ
ଭବାନୀପାଟଣା,୧୪।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ରାଜ ମୋଟେର ଛକ ନିକଟରେ ରବିବାର ଧାର ଟଙ୍କା ମାଗିବାକୁ ନେଇ ୩ ଯୁବକଙ୍କୁ ଛୁରା ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ୩ ଯୁବକଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।…
ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ
ଛତ୍ରପୁର, ୧୪ା୭ (ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକ ନିକଟ ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ବାଇକ ଆରୋହୀ ଜଣକ ହେଲେ ନୂଆ ନଗରଡିହ…
୧୫ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ: ୪୦ ଲକ୍ଷ ଟଙ୍କାର ସୁନା ଗହଣା କଲେ ଲୁଟ୍
ଟେନ୍ସା,୧୪ା୭(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ସାନଇନ୍ଦୁପୁର ରୁଙ୍ଗଟା କଲୋନୀରେ ଶୁକ୍ରବାର ବିଳମ୍ବିତ ରାତିରେ ୧୫ଟି ଘରୁ ଚୋରି ହୋଇଛି। ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୫ରୁ ୧୦ ଲକ୍ଷ ଟଙ୍କା ଦୁର୍ବୃତ୍ତ ନେଇଯାଇଥିବା ଜଣାପଡିଛି। କୋଇଡ଼ା…

