ପରୀକ୍ଷା ଦେଇ ଫେରୁଥିଲେ ମହିଳା: ପିସ୍ତଲ ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ସୁନାଚେନ୍
ପାଟଣା,୧୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପଶି ପାଟଣା ରାସ୍ତାର ହନୁମାନ ଛକ ନିକଟରେ ଶନିବାର ରାତିରେ ଲୁଟ୍ ହୋଇଛି। ୨ ଦୁର୍ବୃତ୍ତ ଏକ ପଲସର ବାଇକ୍ରେ ଦମ୍ପତିଙ୍କୁ ପିଛାକରି ଥିଲେ। ପରେ ବାଇକ୍ ସମ୍ମୁଖକୁ ଆସି ପିସ୍ତଲ ଦେଖାଇ ମହିଳାଙ୍କ ସୁନା…
ଏଣିକି ଶ୍ରୀମନ୍ଦିରରେ ମିଳିବ ମାଗଣା ଅବଢ଼ା : ଜାଣନ୍ତୁ କ’ଣ କହିଲେ ଆଇନମନ୍ତ୍ରୀ…
ପୁରୀ,୧୮।୮: ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏ ନେଇ ବୟାନ ରଖିଛନ୍ତି। ଭକ୍ତଙ୍କୁ ମାଗଣା ଅବଢ଼ା ଦେବାକୁ ବ୍ୟବସ୍ଥା କରାଯାଉଛି। ପ୍ରତିଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି, ସମସ୍ତଙ୍କୁ…
ଟ୍ରେନ୍ରେ କଟି ଚାଲିଗଲା ହାତୀଛୁଆର ଜୀବନ, ଜଗି ବସିଛି ମା’
ଟେନ୍ସା,୧୮ା୮(ସମୀର କୁମାର ପାଢ଼ୀ): ଟ୍ରେନ୍ରେ କଟି ଏକ ହାତୀଛୁଆର ଜୀବନ ଚାଲିଯାଇଛି। ମାଆ ସାମ୍ନାରେ ଛଟପଟ ହୋଇ ବିଚରା ଛୁଆହାତୀଟି ମରିଯିବାରୁ ମା’ର ମନ ବୁଝୁନାହିଁ। ସେ ତା’ ଛୁଆର ପାଖ ଛାଡ଼ି ଯାଉନାହିଁ। ଖାଲି ଏତିକି ନୁହେଁ ପାଟି ସିନା…
ରନ୍ଧା ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଛି ମଲାମୂଷା, ଭାଇରାଲ ହେଉଛି ଭିଡିଓ
ଥୁଆମୂଳ ରାମପୁର,୧୮ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଏବେ ଦେଶୀ ହାତ ରନ୍ଧା ମଦ କାରବାର ବଢ଼ିବାରେ ଲାଗିଛି। ତେବେ ଏହି ଦେଶୀ ହାତରନ୍ଧା ମଦ ରାନ୍ଧିବାକୁ ହେଲେ କେଉଁ ପ୍ରକାରର କୌଶଳ ଅବଳମ୍ବନ କରାଯାଉଛି ତାହା ଜାଣିବା ମଧ୍ୟ…
ଗିରଫ ହେଲେ ଆସିଷ୍ଟାଣ୍ଟ କମିଶନର ବିନୟ ତ୍ରିପାଠୀ
ଯାଜପୁର,୧୮ା୮: ଯାଜପୁର ସିଟି ଏବଂ ଜିଏସ୍ଟିର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସରକାରୀ ଟିକସ ହେର୍ଫେର୍ ଅଭିଯୋଗରେ ଶନିବାର ରେଡ୍ କରାଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ବିନୟଙ୍କ…
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା
ପୁରୀ,୧୮ା୮: ପୁରୀ ଜିଲା କୃଷ୍ଣପ୍ରସାଦ ନିକଟ ମଝି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଫସିଯାଇଛି। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମହିଁସା ନିକଟରେ ଅଟକି ରହିଛି। ଉକ୍ତ ଡଙ୍ଗାରେ ୪୦ରୁ ଉଦ୍ଧର୍ବ ଯାତ୍ରୀ ଥିବା ବେଳେ ପ୍ରାୟ ୨୦ଟି ବାଇକ୍…
ବାଇକ୍ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ
ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫)।…
ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ
ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି। ଶତାଧିକ ବଲିଉଡ୍ ଫିଲ୍ମ ସମେତ ଓଡ଼ିଆ…
ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋରେ ବାଲେଶ୍ୱର ଚାମ୍ପିୟନ
କେନ୍ଦୁଝର, ୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ମାଇନିଂ ରୋଡସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲ ପରିସରରେ ସିଆଇଏସ୍ସିଇ ତରଫରୁ ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋ ପ୍ରତିଯୋଗିତା ଶନିବାର ଉଦ୍ଯାପିତ ହୋଇଛି। ୭ ଜୋନ୍ର ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ।…
ସିଂହଦ୍ୱାର ସମ୍ମୁଖରେ ଭାସିଲା ପେଯ ନଳା ପାଣି
ପୁରୀ,୧୮ା୮(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶନିବାର ସକାଳ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପେଯ ନଳା ପାଣି ଭାସିଥିଲା, ଯାହାକୁ ନେଇ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ…
‘ସାଙ୍ଗମାନେ କେବେବି ଅନଲାଇନ୍ ଗେମ ଖେଳିବନି’, ଶେଷ ମେସେଜ୍ ଦେଇ ଜୀବନ ହାରିଲେ ଯୁବକ
ବାଲେଶ୍ୱର(ବାଞ୍ଛାନିଧି ଦେ)/ରେମୁଣା (ରବୀନ୍ଦ୍ର ମହାକୁଡ଼), ୧୮।୮: ସାଙ୍ଗମାନେ କେବେବି ଗେମ ଖେଳିବନି, ଜମା ବି ସେ ଭୁଲ୍ କରିବନି। ମୁଁ ଜାଣି ନ ଥିଲି ଗେମ ଖେଳି ଚକ୍ରବ୍ୟୁହରେ ପଡ଼ିଯିବି ବୋଲି। ଗେମ ହେଉଛି ମାୟାବିନୀ। ଟିକେ ଟିକେ ଖୁସି ଦେଇ…
ମୋବାଇଲରେ ଘୂରିଲା ଓଟିଇଟି ଉତ୍ତର
ରାୟଗଡ଼ା,୧୮ା୮(ଆଶିଷ ରଞ୍ଜନ ପଣ୍ଡା): ଓଡ଼ିଶା ଟିଚର୍ସ ଇଲିଜିବିଲିଟ୍ ଟେଷ୍ଟ (ଓଟିଇଟି) ପରୀକ୍ଷା ରାୟଗଡ଼ା ଜିଲାର ବିଭିନ୍ନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଆରମ୍ଭ ପୂର୍ବରୁ ଆସିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ସହ ଏହାର ଜେରକ୍ସ…

