୩ ଅନୁସୂଚିତ ଜନଜାତି ଡାକ୍ତରୀ ଛାତ୍ରୀଛାତ୍ର ସରକାରୀ ସହାୟତା ପାଇଁ କଲେ ଆବେଦନ, ବିନା କୋଚିଂରେ…
ଦାରିଙ୍ଗବାଡ଼ି,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ୩ ଛାତ୍ରୀଛାତ୍ର ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଡ଼ାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଲୀନ୍ସା ପ୍ରଧାନ, ସିଆଙ୍ଗବାଲି ପଞ୍ଚାୟତ ସବେରଙ୍ଗା ଗ୍ରାମର କଳାକାର ପ୍ରଧାନ…
‘ସୁଭଦ୍ରା’ରେ ଆତ୍ମନିର୍ଭରଶୀଳ ହେବେ ମହିଳା
କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଓ ଏନ୍ଏସିର ମିଳିତ ଉଦ୍ୟମରେ ସୁଭଦ୍ରା ଯୋଜନା ପାଇଁ ପ୍ରଶାସନ ପକ୍ଷରୁ ଏକ ବିଶାଳ ପଦଯାତ୍ରା ସଚେତନ ପାଇଁ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ…
ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…
ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି ରହିଛି l ତେବେ ଲଗାଣ ବର୍ଷା ହେବା ଫଳରେ ଦୁଇଜଣଙ୍କ ଘର ଭାଙ୍ଗିଛି l…
‘ସୁଭଦ୍ରା ଯୋଜନାରେ ମହିଳାମାନେ ଠକାମିର ଶିକାର ନ ହୁଅନ୍ତୁ’
କେନ୍ଦୁଝର,୧୫।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ବାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତି ଲାଭ କରୁଛି । ଅନ୍ୟପକ୍ଷେ କେନ୍ଦୁଝର ଜିଲାରେ ଏହି…
ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା
କର୍ଲାମୁଣ୍ଡା,୧୫ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପ୍ରଶାସନ ତଥା ମିଶନ ଶକ୍ତି ପକ୍ଷରୁ ସୁଭଦ୍ରା ଯୋଜନାର ସଚେତନ ପାଇଁ ବିଶାଳ ଶୋଭାଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଡିଓ ମଣ୍ଟୁ ଖମାରୀ, ସିଡିପିଓ କଳ୍ପଳତା ତ୍ରିପାଠୀ, ମିଶନ…
ବଢୁଛି ଜଳକା, ବନ୍ୟା ଆଶଙ୍କା
ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟା…
ବେଦାନ୍ତ କମ୍ପାନୀ ରେଡମଡ ପ୍ରୋସେସ ୱାଟର ବନ୍ଧ ଭାଙ୍ଗି ଘାଇ ସୃଷ୍ଟି , ନଦୀପାଣିରେ ଭାସୁଛି ଦୂଷିତ କେମିକାଲ
ଭବାନୀପାଟଣା/ଲାଞ୍ଜିଗଡ,୧୫।୯( ଉତ୍ତମ କୁମାର ଦାଶ/ରମେଶ ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀର ରେଡମଡ ପ୍ରୋସେସ ୱାଟର ବନ୍ଧ ଶନିବାର ବିଳମ୍ବିତ ରାତିରେ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ଧରେ ଥିବା ଦୂଷିତ କେମିକାଲ ଯୁକ୍ତ ପାଣି ଲାଞ୍ଜିଗଡ଼…
‘ଶେଷ ହିତାଧିକାରୀ ଅନ୍ତର୍ଭୁକ୍ତ ଯାଏ ସୁଭଦ୍ରା ପଞ୍ଜୀକରଣ ଚାଲିବ’
କଟକ,୧୫ା୯(କାର୍ତ୍ତିକ ସାହୁ): ପରିବାରର ସମସ୍ତ ଯୋଗ୍ୟ ମହିଳା ସଦସ୍ୟଙ୍କୁ ସୁଭଦ୍ରା ଯୋଜନାର ସୁଫଳ ମିଳିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୭ରେ ଓଡ଼ିଶା ଗସ୍ତରେ ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆକାଶବାଣୀ କଟକ…
ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..
ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ ଜାତୀୟ ରାଜପଥରେ ବୁଲେଟ ଦୁର୍ଘଟଣାରେ ଦୁଇ ଓ ବାରିପଦା-ଲୁଲୁଂଗ ରାସ୍ତାର ରଙ୍ଗାମାଟିଆ ସ୍ଥିତ ଖସାଡିହା…
ଫାଉଡ଼ା ଧରି କାମ କଲେ ଜିଲାପାଳ
ନୂଆପଡ଼ା,୧୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସମରସିଂ ଓ ସିଲଭା ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ରେ ହେଉଥିବା ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଯାଇ ଖୋଦ ଜିଲାପାଳ ଶ୍ରମଦାନ କରିଛନ୍ତି। ଏହି ସମୟରେ ଉପସ୍ଥିତ ଥିବା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ…
କାଠ ଫାଳିଆରେ ପିଟି ମା’ଙ୍କୁ ହତ୍ୟା
ଯୋଡ଼ା,୧୪ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ସନ୍ଧ୍ୟା ୭ଟାରେ ସାହିର ଜନୈକ ବ୍ୟକ୍ତି ନିଜ ମା’ ଓ ଭଉଣୀଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏଥିରେ ମା’ଙ୍କ…
ରାସ୍ତା, ନେଟ୍ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର
ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ୬ଟି ରଥ ପ୍ରତ୍ୟେକ ବ୍ଲକ୍ ଭ୍ରମଣ କରୁଛି ।…

