ଆମ ଜିଲା ଖବର

ଦମ୍ପତି ଆତ୍ମହତ୍ୟା ଘଟଣା: ଅନାଥ ଭାଇ-ଭଉଣୀଙ୍କୁ ସରକାରୀ ସହାୟତା ଦାବି

ପୁରୁଷୋତ୍ତମପୁର,୨୧।୧୦(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କେ.ଏନ.ପୁର ପଞ୍ଚାୟତର ଖାଜିପଲ୍ଲୀ ଗ୍ରାମରେ ରବିବାର ଏକ ଦମ୍ପତି ସନ୍ତୋଷ ସାହୁ(୪୦) ଓ ସସ୍ମୀତା ସାହୁ ( ୩୩) ଆତ୍ମହତ୍ୟା କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ସୋମବାର ପତ୍ନୀପତିଙ୍କ ଜୁଇ ଗାଁ…

ନାବାଳିକାଙ୍କୁ ଅପହରଣ-ବଳାତ୍କାର ମାମଲା: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୧।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ସହିଦ ମଲ୍ଲିକଙ୍କୁ ସୋମବାର ଗିରଫ କରି ସନ୍ଧ୍ୟାରେ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୧୦/୨୪ ଅନୁଯାୟୀ ଜାମିନ…

ଏହି ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା

ଛତ୍ରପୁର, ୨୧।୧୦(ସନ୍ତୋଷ ପାଢ଼ୀ): ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ଗଞ୍ଜାମ ଜ଼ିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି। ୨୬ ପର୍ଯ୍ୟନ୍ତ ଗଞ୍ଜାମ ଜ଼ିଲାର ସମସ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ମନା କରାଯାଇଛି। ଏନେଇ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା ନିର୍ଦ୍ଦେଶନାମା…

ମଝି ସମୁଦ୍ରରେ ୧୧ ଡଙ୍ଗା: ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର,୨୧।୧୦: ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଅପରାହ୍ନରେ ସମୀକ୍ଷା କରିଛନ୍ତି। ବୈଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ…

ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଆଣିଲେ ଓ୍ବାର୍ଡ ମେମ୍ବର

ପୁରୁଷୋତ୍ତମପୁର,୨୧।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅଧୀନ ଗାଙ୍ଗଦହଣୀ ପଞ୍ଚାୟତରେ ବ୍ୟାପକ ଅନିୟନିତତା ସାଙ୍ଗକୁ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ୱାର୍ଡସଭ୍ୟଙ୍କ ସହ ଜନସାଧାରଣ ସୋମବାର ବ୍ଲକ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। ଏପରିକି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ…

ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

ଦାରିଙ୍ଗବାଡି, ୨୧।୧୦ (ଅରୁଣ ସାହୁ)-ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତତି ବୈଠକ ସୋମବାର ଅପରାହ୍ନରେ ଦାରିଙ୍ଗବାଡି ବ୍ଲକ ସଭାଗୃହଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ତହସିଲଦାର ଶରତ ଶବର ପରିଚାଳନା କରି କହିଥିଲେ ଯେ…

ନିଆରା ଢଙ୍ଗରେ ପର୍ବପର୍ବାଣୀ ପାଳନ କରନ୍ତି ପ୍ରଭାକର

ବାଲିଗୁଡା, ୨୧।୧୦(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ମା’ଦୁର୍ଗା ଓ ଲଷ୍ମୀଙ୍କ ପୂଜାର୍ଚ୍ଚନା କରିଛନ୍ତି l ବାସଭବନରେ ବାସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା କରିବା ସହିତ…

ଆଜି କାର୍ତ୍ତିକ ପ୍ରଥମ ସୋମବାର: ବୁଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ଼

ବୁଗୁଡ଼ା,୨୧।୧୦(କାଳିଚରଣ ଦାଶ): ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏନେଇ ଚଳଚଞ୍ଚଳ ହୋଇ ପଡିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ପ୍ରାତହଃରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ବୁଦ୍ଧଖୋଲରେ ବିରାଜମାନ ପଞ୍ଚ ମହାଦେବଙ୍କୁ ଦର୍ଶନ ଆଶିର୍ବାଦ ଭିକ୍ଷା…

 କାର୍ତ୍ତିକ ପ୍ରଥମ ସୋମବାର: ସ୍ବପ୍ନେଶ୍ବର ମହାଦେବ ମନ୍ଦିରରେ ୧୦୮ ରୁଦ୍ରାଭିଷେକ

ପୁରୁଷୋତ୍ତମପୁର,୨୧।୧୦(ସିମାଞ୍ଚଳ ମିଶ୍ର): ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଏହି ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ପ୍ରତଷ୍ଠିତ ସ୍ବପ୍ନେଶ୍ବର ମହାଦେବ ମନ୍ଦିର ପରିଶରରେ ଶନିଦେବ ଓ ଲକ୍ଷ୍ମୀନାରାୟଣଙ୍କ ବିଗ୍ରହ ସ୍ଥାପନା ସାଙ୍ଗକୁ ୧୦୮ ରୁଦ୍ରାଭିଷେକ ସହ ୧୦୮ ଶିବ…

ଲକ୍ଷ୍ମୀ ବସରେ ଅସମ୍ଭାଳ ଭିଡ଼: ଓହଳିକି ଯାଉଛନ୍ତି ଯାତ୍ରୀ

ଦାରିଙ୍ଗବାଡ଼ି,୨୧।୧୦(ଅରୁଣ ସାହୁ ): ଦୁର୍ଗମ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ବ୍ଲକ ଠାରୁ ପଞ୍ଚାୟଯାଏ ଲକ୍ଷ୍ମୀ ବସ୍‌ ଯୋଗାଇ ଦିଆଯାଇଛି। ତେବେ ଏହା ପର୍ଯ୍ୟାପ୍ତ ହେଉ ନ ଥିବା କୁହାଯାଉଛି। ବସ୍‌ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା…

ପୂଜାଛୁଟି ପରେ  ଗାଡ଼ିରେ ସାଙ୍ଗକୁ ବସାଇ ସ୍କୁଲ ଯାଉଥିଲେ ନାବାଳକ: ପିଟିଦେଲା ବୋଲେରୋ

ତୁମୁଡିବନ୍ଧ,୨୧।୧୦(ଦୀପକ କୁମାର ପରା ସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧର ବାହାଲପଦା ଛକଠାରେ ସମୋବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବାଇକ୍‌ ମୁହାଁ ମୁହିଁ ହେବା ଫଳରେ ୨ଜଣ ବାଇକ୍‌ ଅରୋହି ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ବାତ୍ୟା ପାଇଁ ପ୍ରସ୍ତୁତି: ମତ୍ସ୍ୟଜୀବୀଙ୍କ ଜାଲ, ଡଙ୍ଗାକୁ ସୁରକ୍ଷିତ ରଖିବାକୁ….

ଛତ୍ରପୁର,୨୧।୧୦(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି l ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି l ସାଗରମିତ୍ରମାନେ ଗାଁକୁ ଗାଁ ବୁଲି ମତ୍ସ୍ୟଜୀବୀମାନଙ୍କୁ ସଚେତନତା କରିବା ସହ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?