ଆମ ଜିଲା ଖବର

ବରଗଡ଼ ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ଦିନକ ପୂର୍ବରୁ ଆସିଥିଲେ

ବରଗଡ଼, ୨୯। ୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ କଏଦୀଭାବେ ରହିଥିବା ଜଣେ ଯୁବକଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଝାରବନ୍ଧ ଥାନା ଜାମପାଲି ଗ୍ରାମର ନୃପତ୍‌ ସାହୁ(୨୬)। ସେ ପୋକ୍ସୋ ଆକ୍ଟରେ ଗିରଫ ହୋଇ ସୋମବାର…

ଫୁଟ୍‌ବଲ୍‌ ଖେଳିଲା ବଣୁଆ ଦନ୍ତା; କିକ୍‌ ମାରିଲା, ପିଲାଙ୍କ ଭଳି ପଡ଼ିଆରେ ଧାଇଁଲା…

କେନ୍ଦୁଝର,୨୯।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ପିଲାଙ୍କ ସହ ଫୁଟ୍‌ବଲ୍‌ ଖେଳିଲା ଦନ୍ତା। ଏଭଳି କିଛି ଦୃଶ୍ୟ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବି ପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ପିଲା ମାନେ ଫୁଟବଲ ଖେଳୁଥିବା ବେଳେ ହଠାତ୍‌ ଏକ ବଣୁଆ…

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ୱାର୍ଡ ସଭ୍ୟ

ଭବାନୀପାଟଣା, ୨୯।୧୦( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଗୋବର୍ଦ୍ଧନପୁର ପଞ୍ଚାୟତ ସରପଞ୍ଚ ବୈଦେହୀ ମାଝୀଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ସ୍ଥାନୀୟ ୱାର୍ଡ ସଭ୍ୟା-ସଭ୍ୟ। ସରପଞ୍ଚ ପଞ୍ଚାୟତ ଆଇନର ଖୋଲାଖୋଲି ଉଲ୍ଲଂଘନ କରିବା ସହିତ ବିଭିନ୍ନ ଆର୍ଥିକ…

ମହାବାତ୍ୟାରେ ଭାସି ଯାଇଥିଲେ ସ୍ତ୍ରୀ-୪ ସନ୍ତାନ: ତଥାପି ହାରିନାହାନ୍ତି ଶଙ୍କର ନନା

ପାରାଦୀପ,୨୯।୧୦(ଶରତ ରାଉତ):ଓଡ଼ିଶାର ସବୁଠାରୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟାକୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏହି ୨୫ ବର୍ଷ ମଧ୍ୟରେ ଉପକୂଳ ଓଡ଼ିଶାରେ ୧୧ ଥର ବାତ୍ୟା ହେଲାଣି। ସେଗୁଡିକ ହେଲା ୨୦୧୩ରେ ଫାଇଲିନ୍‌, ୨୦୧୪ ହୁଡ୍‌ହୁଡ୍‌, ୨୦୧୬ ତିତ୍‌ଲି,…

୩୩ ଘଣ୍ଟା ପରେ ମୃତଦେହକୁ ମିଳିଲା ଶ୍ମଶାନ

ପାପଡାହାଣ୍ଡି,୨୯।୧୦(ସ୍ବପ୍ନଜିତ ପଟ୍ଟନାୟକ):ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ସଦର ମହକୁମାଠାରେ ଧର୍ମ ପରିବର୍ତ୍ତନ ଯୋଗୁ ଗ୍ରାମର ଡମୁଯାନୀଙ୍କ ସୋମବାର ମୃତ୍ୟୁ ପରେ ଶ୍ମଶାନ ମିଳି ନ ଥିଲା। ଦୀର୍ଘ ୩୩ ଘଣ୍ଟା ପରେ ମଙ୍ଗଳବାର ଗ୍ରାମ ନିକଟରେ ତାଙ୍କ ସତ୍କାର…

ଭ୍ରମରବାଡିରେ ଶ୍ରୀ ଅନ୍ନ ଯୋଜନା: ଖୋଲିଲା ଖାଦ୍ୟରଆସର

ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ପ୍ରସାର ସହ ଲୋକଙ୍କ ସ୍ବାସ୍ଥ୍ୟର ଉନ୍ନତି ପାଇଁ ସରକାର ଓଡ଼ିଶା ମିଲେଟ ମିଶନ ଆରମ୍ଭ କରିଥିଲେ। ଯାହାକି ଏବେ ଶ୍ରୀ ଅନ୍ନ ଯୋଜନା ଭାବେ ପରିଚିତ। ଏହାର ବ୍ୟାପକ ପ୍ରଚାର ପ୍ରସାର କରିବା ସହ…

ବଲାଙ୍ଗୀର ଡବଲ ମର୍ଡର ଘଟଣା: ରକ୍ତ ଭିଜା ଲୁଗା, ମୋବାଇଲ ଜବତ କଲା ପୋଲିସ

ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ପୁଇଁତଲା ଥାନା ଅଧୀନରେ ତଣ୍ଡାମୁଣ୍ଡା ପତ୍ରା ଜଙ୍ଗଲରେ ଡବଲ ମର୍ଡର ଘଟଣାରେ ବଲାଙ୍ଗୀର ପୋଲିସ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ପ୍ରାରମ୍ଭରୁ ପୋଲିସ ଡ୍ରଗ୍ସ କାରବାରରୁ ଏହି ଡବଲ ମର୍ଡର ସଂଘଟିତ ହୋଇଥିବା କହିଛି। ଇତିମଧ୍ୟରେ…

ଧନତେରସରେ ସୁନା ଦୋକାନୀଙ୍କୁ ଜିଏସ୍‌ଟି ମାଡ଼: ଜଣେ ବ୍ୟବସାୟୀଙ୍କ ତିତିତିନିଟା ଦେକାନରେ ପଶିଲା ସିଟି/ଜିଏସ୍‌ଟି ଟିମ୍‌

ସମ୍ବଲପୁର,୨୯।୧୦: ସମ୍ବଲପୁର ମାରଓ୍ବାଡି ବଜାରରେ ତୁଲଶ୍ୟାନ୍‌ ଜୁଏଲାରୀ ଦୋକାନରେ ମଙ୍ଗଳବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଧନତେରସ ଚାଲିଥିବା ବେଳେ ଏବେ ସୁନା ଦୋକାନରେ ଭିଡ ଦେଖିବାକୁ ଲାଗୁଛି। ଲୋକେ ଘରକୁ ସୁନା କିଣି ନେଉଥିବା ବେଳେ ସୁନା ଦୋକାନରେ ପସିଛନ୍ତି ସିଟି…

ଧନତେରସରେ ସୁନା ଦୋକାନୀଙ୍କୁ ଝଟକା: ବସୁନ୍ଧରା ଜୁଏଲେରୀରେ ଜିଏସ୍‌ଟି ଚଢ଼ାଉ

ଭବାନୀପାଟଣା,୩୦।୧୦(ଉତ୍ତମ କୁମାର ଦାଶ): ଆଜି ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। ଏନେଇ ସୁନା ଗହଣା କିଣିବାକୁ ଜୁଏଲେରୀ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳିସ୍ଥିତିରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ବସୁନ୍ଧରା ଜୁଏଲେରୀରେ…

ବୁଧବାର ବନକ ଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୯ା୧୦: ଆସନ୍ତାକାଲି ବୁଧବାର କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପୁଣି ଓଡ଼ିଶା ଆସିବ ୫ ବାଘୁଣୀ

ଭୁବନେଶ୍ୱର,୨୯।୧୦: ରାଜ୍ୟରେ ବାଘ ବଂଶ ବିସ୍ତାର ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ କିଛିଦିନ ତଳେ ମହାରାଷ୍ଟ୍ରରୁ ଏକ ମହାବଳ ବାଘୁଣୀ ଆଣି ମୟୁରଭଞ୍ଜର ଶିମିଳିପାଳରେ ଛଡ଼ାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ବାଘୁଣୀଙ୍କୁ ଅଣାଯାଇଛି। ଏଭଳି ସ୍ଥିତିରେ…

ବିବାହକୁ ପୁରିନି ୭ ମାସ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ,୨୯ା୧୦(ରତନ ନାୟାର): ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?