ଆମ ଜିଲା ଖବର

ଦର୍ଶକଙ୍କ ହୃଦୟ ଜିତିଲେ ସୌରଭ-ସତ୍ୟଜିତ

ଦାରିଙ୍ଗବାଡି, ୧୨।୧ (ଅରୁଣ ସାହୁ )-ଦାରିଙ୍ଗବାଡି ଶୀତ ମହୋତ୍ସବରେ ବିଶିଷ୍ଠ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ମହୋତ୍ସବରେ ବିଶିଷ୍ଠ କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ମଞ୍ଚରେ ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିଲେ। ତାଙ୍କ ଭଜନରେ ଦର୍ଶକଙ୍କ…

ସତ୍ୟଜିତଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ: ଶୀତ ମହୋତ୍ସବର ପ୍ରଥମ ଦିନରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି,୧୨।୧(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଶୀତ ମହୋତ୍ସବର ପ୍ରଥମ ଦିନରେ ରାଜ୍ୟର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ମଞ୍ଚ ଦୁଲୁକିଛି। ପ୍ରକାଶ ଯେ, ତିନିଦିନିଆ ଶୀତ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସଂଗୀତରେ ଦର୍ଶକ,…

ଗର୍ବ ନ ଆଣି ମନରେ କୃତଜ୍ଞତା ଆଣନ୍ତୁ : ତଥାଗତ

ଢେଙ୍କାନାଳ,୧୨ା୧ (ରତନ ନାୟାର):ଆମେ ଗର୍ବ ନ ଆଣି ମନରେ କୃତଜ୍ଞତା ଆଣିବା ଉଚିତ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ଢେଙ୍କାନାଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବଜରଙ୍ଗ କ୍ଲବର ବାର୍ଷିକ ଉତ୍ସବ ‘ଆଗ୍ନେୟ-୨୦୨୫’ର ଦ୍ୱିତୀୟ ସନ୍ଧ୍ୟା…

ଚେନ୍ନାଇରେ ୨ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ବଲାଙ୍ଗୀର, ୧୨ା୧(ବୀରେନ୍ଦ୍ର କୁମାର ଝାଙ୍କର):ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି ତାହାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ଦେଖିବାକୁ ମିଳିଛି। ସାଧାରଣତଃ ସେମାନଙ୍କୁ ଶ୍ରମ ତୁଳନାରେ ପାରିଶ୍ରମିକ ମିଳି ନ ଥାଏ। ଏହାର ପ୍ରତିବାଦ କଲେ ସେମାନେ ପଣବନ୍ଦୀ,…

ଦୁଇ ନାବାଳକ ଜୀବନ୍ତ ଦଗ୍ଧ

ବୌଦ୍ଧ,୧୧।୧: ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବଲାକିରା ଗାଁରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୋଇଁବା ବେଳେ ୨ଜଣ ନାବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୨ ନାବାଳକ ସମ୍ପର୍କରେ ମାମୁ ଓ ଭଣଜା ହୋଇଥିବା ସୂଚନା ମିଳିଛି।…

ଧନୁଯାତ୍ରା ମହୋତ୍ସବର ନବମ ଦିନ: ବେନିଭାଇଙ୍କୁ ମେଲାଣୀ, ଭାବବିହ୍ବଳ ହେଲେ ଗୋପପୁରବାସୀ

ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ଥିଲା ନବମ ଦିବସ। ଗୋପପୁରରୁ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ଧରି ଅକ୍ରୂର ମଥୁରାନଗରୀ ଅଭିମୁଖେ ବାହାରିଥିଲେ। ସେତେବେଳେ ବେନିଭାଇଙ୍କୁ ମେଲାଣି ସମୟରେ ଗୋପପୁରବାସୀ ଭାବବିହ୍ବଳ ହୋଇ ପଡିଥିବା ବେଳେ…

ଲିଙ୍କ ଉପରେ କ୍ଲିକ୍‌ କରିବା ପରେ ଆକାଉଣ୍ଟରୁ ଚାଲିଗଲା ୫୦ ହଜାର

ଗୋପାଳପୁର,୧୧ା୧(ନବୀନ ରାଜ ଆଚାରୀ): କିଛି ମାସ ହେଲା ରାଜ୍ୟରେ ସାଇବ ଠକେଇ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଗୋପାଳପୁର ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଗୋପାଳପୁରରେ ରହୁଥିବା ମୁରଲୀଧର ଗୌଡ଼ ମୋବାଇଲରେ ଏସ୍‌ବିଆଇ କେୱାଇସି…

ଥମୁନି ଦାଦନ ଦୁଃଖ: ଆନ୍ଧ୍ରପ୍ରଦେଶରରେ ଓଡ଼ିଶା ଦାଦନ ଶ୍ରମିକଙ୍କ ମୃତ୍ୟୁ

କୁନ୍ଦୁରା,୧୧।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ କେରମେଟି ପଞ୍ଚାୟତ ସଦରର ଶୁକଦେବ ଦୁରୁଆ(୨୩)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି। ସେ ୩ ମାସ ହେଲା ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟ୍ଟନମ୍‌ ଅଞ୍ଚଳରେ ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ। ଶୁକ୍ରବାର କାର୍ଯ୍ୟ କ୍ଷେତ୍ରରେ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଉଦ୍‌ଘାଟିତ ବିଭିନ୍ନ ଷ୍ଟଲ ଦେଖିଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି, ୧୧ା୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଏହାକୁ ଉଦ୍‌ଘାଟନ…

ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ: ସୋସିଆଲ ମିଡିଆରୁ ଜଣାପଡ଼ିଲା ପରିଚୟ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ନିକଟସ୍ଥ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ଯାତ୍ରୀ ବିଶ୍ରାମାଗାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଶନିବାର ସକାଳେ ପୋଲିସ ଉଦ୍ଧାର କରିଛି। ମୃତକଜଣକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ରଘୁନାଥ…

ଥରୁଛି ଜି. ଉଦୟଗିରି: ସବୁଠାରୁ ଥଣ୍ଡା ସହର ଚିହ୍ନଟ

ଜି.ଉଦୟଗିରି, ୧୧ା୧(ଶିଶିର ପଟ୍ଟନାୟକ): କନ୍ଧମାଳନ୍‌ ଜିଲା ଜି.ଉଦୟଗିରି ସହରରେ ଚଳିତ ମାସ ୧ ତାରିଖରୁ ଶୀତ ଲହର ଜାରି ରହିଛି। ଶନିବାର ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଗତ କିଛି ଦିନ ଧରି ରାଜ୍ୟର ସବୁଠାରୁ ଥଣ୍ଡା…

ହସେଇଲେ ବିଧାୟକ ତାରାପ୍ରସାଦ ବାହିନୀପତି

କୋକସରା,୧୧ା୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ସ୍ତରୀୟ କଳାହାଣ୍ଡି ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ବ୍ଲକ୍‌ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ଶେଷ ସାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?