ବରଗଡ଼ ଧନୁଯାତ୍ରା ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ: ମୁଖ୍ୟମନ୍ତ୍ରୀ
ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ମଥୁରାନଗରୀ ବରଗଡ଼ର ମାଟି ଐତିହ୍ୟ ସମ୍ପନ୍ନ। ଏଠାକାର କଳା, ସାହିତ୍ୟ, ସଂସ୍କୃତି ରାଜ୍ୟକୁ ଗୌରବାନ୍ବିତ କରିଛି। ଏ ମାଟିର ଲୋକନାଟକ ଧନୁଯାତ୍ରା ସମଗ୍ର ବିଶ୍ୱରେ ପରିଚିତ ଏବଂ ଆମ ଓଡ଼ିଆ ଅସ୍ମିତାର ବଳିଷ୍ଠ ପରିଚୟ ବୋଲି ରବିବାର ବରଗଡ଼…
ହାତୀ ହାବୁଡରେ ପଡ଼ିଗଲେ ବାପ-ଝିଅ: ଆଉ ତା’ପରେ…
ଭଞ୍ଜନଗର,୧୨ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ରେଞ୍ଜରେ ରବିବାର ହାତୀ ଆକ୍ରମଣରେ ବାପ, ଝିଅ ଆହତ ହୋଇଛନ୍ତି। ସେମାନେ ହେଲେ ସରପଡ଼ା ଗ୍ରାମର ତ୍ରିଲୋଚନ ମନ୍ତ୍ରୀ ଓ ତାଙ୍କ ଝିଅ ଖୁସି ମନ୍ତ୍ରୀ(୮)। ଉଭୟେ…
ଶୀତ ମହୋତ୍ସବର ଦ୍ୱିତୀୟ ଦିନ: ଦର୍ଶକଙ୍କ ମନ ମୋହିଲା ଗୋଟିପୁଅ, ଓଡ଼ିଶୀ, ଖଞ୍ଜଣୀ ନୃତ୍ୟ
ଦାରିଙ୍ଗବାଡ଼ି,୧୨।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ବିଡିଓ ତଥା ଶୀତ ମହୋତ୍ସବ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା କର୍ଯ୍ୟ ନିର୍ବାହୀ…
ଖଳାରେ ଥିବା ଧାନକୁ ନିଆଁ ଲଗାଇ ପୋଡ଼ି ଦେଲେ: ଥାନାରେ ପହଞ୍ଚିଲା ମାମଲା…
ହିଞ୍ଜିଳିକାଟୁ,୧୨ା୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମରେ ଧାନ ଫସଲରେ ନିଆଁ ଲଗାଇ ପୋଡି ଦେଇଥିବା ରବିବାର ହିଞ୍ଜିଳି ଥାନାରେ ଏକ ଅଭିଯୋଗ ହୋଇଛି। ଜମି ମାଲିକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଏମ୍. ଦିଲୀପ କୁମାର ଥାନାରେ…
ମଣ୍ଡିରେ ଧାନ ବିକ୍ରିର ଦୀର୍ଘ ଦିନ ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ
କର୍ଲାମୁଣ୍ଡା:୧୨।୧(ପ୍ରଦୀପ କୁମାର ସାହୁ): ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ମଣ୍ଡିରେ ଧାନ ବିକିବାର ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବାର ନିୟମ ରହିଥିଲେ ହେ ଚାଷୀ ପ୍ରାପ୍ୟ ପାଇପାରୁ ନ ଥିବା ରବିବାର ଅଭିଯୋଗ ହୋଇଛି। ଏହି ଅଭିଯୋଗ…
ବନ ବିଭାଗ ଉପରେ ମାଛ ମାଫିଆଙ୍କ ଆକ୍ରମଣ: ଫାୟାରିଂ କରି ୮ ଜଣଙ୍କୁ ଛଡ଼ାଇ ନେଲେ
କେନ୍ଦ୍ରାପଡା,୧୨।୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ ଟି…
ଦେଢ଼ ଶହ ଫୁଟ ଉଚ୍ଚ ଟାୱାରରୁ ଖସିପଡ଼ି ଚାଳିଗଲା ଯୁବକଙ୍କ ଜୀବନ
ପାଟଣାଗଡ଼,୧୨।୧: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ନୁନହାଡ଼ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଦେଢ଼ ଶହ ଫୁଟ ଉଚ୍ଚ ଏକ ଟେଲିଫୋନ ଟାୱାରରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ବେଲପଡ଼ା ଥାନା ନୁନହାଡ଼…
ପୁଣି ବିଜେଡି ଛାଡ଼ି ଭାଜପାରେ ଯୋଗଦେଲେ ବହୁ ନେତାକର୍ମୀ
ଛତ୍ରପୁର,୧୨।୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ଶିଖରପଲ୍ଲୀଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଆୟୋଜନ ହୋଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ, ବିଜୁ ଜନତା ଦଳର…
ମୟୂରଭଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ଦମ୍ପତିଙ୍କ ଜୀବନ
କରଞ୍ଜିଆ,୧୨।୧: ମୟୂରଭଞ୍ଜ ଜିଲା କେନ୍ଦୁମୁଣ୍ଡି ଜଙ୍ଗଲ ନିକଟ ୫୩ନମ୍ବର ରାଜ୍ୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୁକୁଡ଼ା ବୋଝେଇ ଭ୍ୟାନ୍ ଧକ୍କାରେ ସ୍ତ୍ରୀ-ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ପୋଲିସ ପହଞ୍ଚି ଲୋକଙ୍କୁ…
ଜଳଯୋଗାଣ ବନ୍ଦ, ପିଏଚ୍ଡି ଅଫିସ ଘେରାଉ କଲେ ସହରବାସୀ
କେସିଙ୍ଗା,୧୨ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ତ୍ରିମୂର୍ତ୍ତି ଛକ ନିକଟରେ ଜାତୀୟ ରାଜପଥ ମଧ୍ୟ ଭାଗରେ ମୁଖ୍ୟ ପାଇପ୍ ଲାଇନ ଶନିବାରଠାରୁ ଫାଟି ଯିବାରୁ ସହରକୁ ପାନୀୟ ଯୋଗାଣରେ ବିଳମ୍ବ ହେତୁ ପଡ଼ାବାସୀ ସ୍ଥାନୀୟ ପି.ଏଚ୍.ଡ଼ି.ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଘେରାଉ…
ଗଣତନ୍ତ୍ର ଦିବସ ପୂର୍ବରୁ ବିବାଦୀୟ କନିକା ବାଲିଦ୍ୱୀପରେ ଉଡ଼ିଲା ତ୍ରିରଙ୍ଗା
ଚାନ୍ଦବାଲି,୧୨ା୧(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଅବହେଳାରୁ ଅବହେଳିତ ହୋଇ ପଡ଼ିଥିବା କନିକା ବାଲିଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପବିତ୍ର ୭୬ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦ୍ୱୀପରେ ଏହି ପତାକା ଉତ୍ତୋଳନ…
ଖୁବ୍ଶୀଘ୍ର ଦାରିଙ୍ଗବାଡ଼ିରେ ଖୋଲିବ କୃଷି ବଜାର, ପ୍ରକଳ୍ପ ବୁଲି ଦେଖିଲେ ପ୍ରଶାସକ
ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବସ୍ଷ୍ଟାଣ୍ଡ ନିକଟରେ ଖୁବ୍ଶୀଘ୍ର ଖୋଲିବ କୃଷି ବଜାର। ଏଥିପାଇଁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ୬୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କୃଷି ବଜାର (ମଲ୍ ) ଯେଉଁଠି କନ୍ଧମାଳର ବିଶ୍ୱ…

