ଗାଁ ଭିତରକୁ ପଶି ଆସୁଛନ୍ତି ଭାଲୁ, ବନ ବିଭାଗ ସବୁ ଜାଣି ଅଜଣା
କୋକସରା,୧୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅଧୀନ ଶିଉନି ଗାଁରେ ଏକ ଭାଲୁ ପଶି ଜନବସତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି। ଭାଲୁଟି ଗାଁ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ପ୍ରତିଦିନ ଚାଲି ଆସି କେତେବେଳେ…
ପୀଡ଼ିତାଙ୍କ ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ, ଅଭିଯୁକ୍ତଙ୍କୁ ଗିରଫ ନ କଲେ ଆନ୍ଦୋଳନ ଚେତାବନୀ
ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ) – ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଥିବା ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲାକୁ ନେଇ ଆନ୍ଦୋଳନ ତେଜିବାରେ ଲାଗିଛି। ଶୁକ୍ରବାର ବରଗଡ଼ ଜିଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରଙ୍କୁ ଭେଟିଛନ୍ତି।…
ପୁରୁଷୋତ୍ତମପୁର ପଞ୍ଚାୟତସମିତି ବୈଠକ: ଉଠିଲା ଐତିହାସିକ ଜଉଗଡ଼ର ସୁରକ୍ଷା ପ୍ରସଙ୍ଗ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଏମ୍ପିଙ୍କ ଘୋଷଣା
ପୁରୁଷୋତ୍ତମପୁର, ୧୭।୧(ସୀମାଞ୍ଚଳ ମିଶ୍ର): ଦୀର୍ଘ ଏକ ବର୍ଷ ପରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ବିଡିଓ ମନୋଜକୁମାର ନାୟକଙ୍କ ସଂଯୋଜନାରେ ବୈଠକ ବସିଥିବା ବେଳେ ଅଧ୍ୟକ୍ଷା ପିଙ୍କି ବେହେରା ପୌରହିତ୍ୟ କରିଥିଲେ। ସେହିଭଳି ମୁଖ୍ୟ…
ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ
ବଲାଙ୍ଗୀର,୧୭।୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ପାଶର୍ବରେ ଥିବା ରତାଖଣ୍ଡି ଜଙ୍ଗଲରୁ ଶୁକ୍ରବାର ଜଣେ ଯୁବକଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ…
ଶ୍ରୀମନ୍ଦିରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆସିଲା ବଡ଼ ନିୟମ, ନ ମାନିଲେ…
ପୁରୀ,୧୭ା୧: ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଲାଗୁ ହେବା ନେଇ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଡ୍ୟୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ ତଥା…
‘୩୦ ହଜାର ଟନ୍ ଧାନ କିଣି ୮ ହଜାର କୋଟି ଟଙ୍କା ଚାଷୀଙ୍କୁ ଦେଲେଣି ସରକାର’
ଭୁବନେଶ୍ୱର,୧୭।୧: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୩୦ ହଜାର ଟନ୍ ଧାନ କିଣି ସାରିଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ପ୍ରକାଶ କରିଛନ୍ତି। ଚାଷୀଙ୍କୁ ଏହି ବାବଦକୁ ୮ ହଜାର…
ଭାଗ ଜମି ବିକ୍ରି ବନ୍ଦ, ସରଳୀକରଣ ନିୟମ ପ୍ରଣୟନ ଲାଗି ମନ୍ତ୍ରୀଙ୍କୁ ଦାବିପତ୍ର
ଛତ୍ରପୁର,୧୭ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ୨୦୨୨ ମେ ୧ଠାରୁ ଭାଗ ଜମି ବିକ୍ରୟ କରିବା ବନ୍ଦ ହୋଇଯାଇଛି। ଏହି ସମସ୍ୟା ସମାଧାନ ନେଇ ଶୁକ୍ରବାର ଗଞ୍ଜାମ ଜିଲା ଛତ୍ରପୁର ଗସ୍ତ ସମୟରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ…
ଦୁଇ ଦିନ ବ୍ୟବଧାନ ପରେ ପୁଣି ଫେରିଲା ଶୀତ, ଥରୁଛି ଜି. ଉଦୟଗିରି
ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ): ଦୁଇ ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ରାଜ୍ୟର ସବୁଠାରୁ ଶୀତଳ ସହର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି। ଗୁରୁବାର ୭.୨ ଡିଗ୍ରୀ ରହିଥିଲା। ହାଡ଼ ଭଙ୍ଗା ଶୀତ ସାଙ୍ଗକୁ କୋହଲା…
ସ୍ବାମୀ-ଝିଅଙ୍କ ଆଖି ସାମ୍ନାରେ ମହିଳାଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ଜୀବନ
ଦିଗପହଣ୍ଡି,୧୭ା୧(ଅଶେଷ ନାଥ ମିଶ୍ର): ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ଖେମୁଣ୍ଡି କଲେଜ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ୍ (ନଂ.ଓଡ଼ି ୦୭ ବି-୬୩୫୪) ମାଡ଼ିଯିବାରୁ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ରାଣୀ ପାତ୍ର ନାମ୍ନୀ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି।…
ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢିବ ଶୀତ
ଭୁବନେଶ୍ୱର,୧୭।୧: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ୧୮ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ଅନୁଭୁତ ହେବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିଲେ ମଧ୍ୟ କେତେକ ଜିଲାରେ ତାପମାତ୍ରା କମିବାର ସମ୍ଭାବନା ରହିଛି।…
ମାଟିରେ ମିଶିଲା ବୈକୁଣ୍ଠ ଆଶ୍ରମ
ଭୁବନେଶ୍ୱର,୧୭ା୧: ଭରତପୁର ଥାନା ଅଧୀନ ଘାଟିକିଆ ମୌଜାରେ ସରକାରୀ ଜମି ଉପରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମକୁ ଶୁକ୍ରବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବୁଲ୍ଡୋଜର ଲଗାଇ ଭାଙ୍ଗି ଦିଅଯାଇଛି। ନିର୍ଦ୍ଧାରିତ ସମୟ ୧୨ଟାରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ…
ଖୁସି ଖବର: ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ
ବାରଙ୍ଗ/ତ୍ରିଶୂଳିଆ, ୧୭।୧ (ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା): ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ଆସିଛି ଏକ ଖୁସି ଖବର। ପ୍ରାଣୀଉଦ୍ୟାନର ୬୨ ନମ୍ବର ଖୁଆଡ଼ରେ ରହୁଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି। ମା’ ଓ ଛୁଆ ସୁସ୍ଥ ଥିବାବେଳେ ଜଳାଶୟରେ ବିଚରଣ କରୁଥିବା ଜଣାପଡ଼ିଛି।…

