ଆମ ଜିଲା ଖବର

ରାଶନ କାର୍ଡକୁ ନେଇ ପୁଣି ବଡ଼ ଖବର, ଯୋଗାଣ ମନ୍ତ୍ରୀ କହିଲେ…

ଛତ୍ରପୁର ୨୨।୨(ସନ୍ତୋଷ ପାଢ଼ୀ ): ଗଂଜାମ ଜିଲା ଛତ୍ରପୂର ସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଧାନ କିଣା ଓ ରାଶନ କାର୍ଡ ପାଇଁ ଇ-କେୱାସିନ୍ତ୍‌ର ଅଗ୍ରଗତି, ଶୀତଳ…

ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ବିଦ୍ୟାଳୟ: କୃତି ପ୍ରତିଯୋଗୀଙ୍କୁ ପୁରସ୍କାର

ନୂଆପଡ଼ା,୨୨।୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୁରୁମପୁରି ପଞ୍ଚାୟତ ଦଲଦଲି ଉଚ୍ଚ ପ୍ରଥାମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରେମଲାଲ ସତ୍‌ନାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଧାକାନ୍ତ ତାଣ୍ଡି ମୁଖ୍ୟ ଅତିଥି, ଆଞ୍ଚଳିକ ସାଧନ…

ମିଳିମିଶି ଟଙ୍କା ଆତ୍ମସାତ କରିଥିଲେ ସରପଞ୍ଚଙ୍କ ୨ ପୁଅ, ଏବେ ବନ୍ଧା ହୋଇ..

ନୂଆପଡ଼ା, ୨୨।୨(ମକାରୁ ବେମାଲ): ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ୨ ଭାଇ ଗିରଫ। ଏହି ଘଟଣାରେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଓ ତାଙ୍କ ଭାଇ ଉତ୍ତମ ବରାଳ ଗିରଫ ହୋଇଛନ୍ତି। ୭ ଲକ୍ଷ ୨୦…

ଅମଳ ପରେ ପ୍ରଥମ ଫସଲକୁ ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଲେ ଚାଷୀ

କେନ୍ଦୁଝର,୨୨।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରୋତ୍ସାହନରେ ଜୈବିକ ପଦ୍ଧତିରେ ହରିଚନ୍ଦନପୁର ବ୍ଲକରେ ହୋଇଛି ଷ୍ଟ୍ରବେରୀ ଚାଷ। ଶନିବାର ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ କାର୍ଯ୍ୟାଳୟକୁ…

ବନ୍ଧ ବାନ୍ଧି ଅଟକାଯାଉଛି  ରୁଷିକଲ୍ୟା ଜଳ:  ତଳ ମୁଣ୍ଡରେ ପାଣି ପାଇଁ ଡହଳବିକଳ ଲୋକେ 

ପୁରୁଷୋତ୍ତମପୁର,୨୨।୨ (ସିମାଞ୍ଚଳ ମିଶ୍ର): ଫେବୃଆରୀ ନ ସରୁଣୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରୁଷିକଲ୍ୟା ନଦୀର ଭୀମପୁର ଓ କନକା ଅଞ୍ଚଳରୁ ଖୋଳା ଚାଲିଛି ବାଲି। ବର୍ତ୍ତମାନ ନଦୀରେ ପାଣି…

ବଡ଼ ଯା’ liver ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ…

ସମ୍ବଲପୁର,୨୨ା୨(ପ୍ରମୋଦ ବହିଦାର): ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲା…

ଦୁଇ ATM ଭାଙ୍ଗିଲେ ଦୁର୍ବୃତ୍ତ: ସାଇରନ ବାଜିବାରୁ…

ସାବରଙ୍ଗ,୨୨ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଲେଜ ରୋଡ୍‌ରେ ଥିବା ଦୁଇଟି ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏଠାରେ ଥିବା ଏଚ୍‌ଡିଏଫ୍‌ସିର ଏଟିଏମ୍‌ ଓ ସିନେମା ହଲ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଶୁକ୍ରବାର ବିଳମ୍ବିତ…

ଧାନ ଉଠାଣ ବିଳମ୍ବ ନେଇ ରାସ୍ତାରେ ବସିଲେ ଚାଷୀ, ଯାନବାହନ ଚଳାଚଳ ବ୍ୟାହତ

ନୀଳଗିରି,୨୨ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ବ୍ଲକ ମାଟିଆଳି ବହୁମୁଖୀ ସମବାୟ ସମିତି ଲିଃ ଅନ୍ତର୍ଗତ ଛତ୍ରପୁର ଶାଖାରେ ଧାନକିଣାରେ ପ୍ରିୟାପ୍ରୀତି ପୋଷଣ ସହ ସିରିଏଲରେ ଆଗ ପଛ କରିବା, ନିଧାର୍ଯ୍ୟ ସମୟରେ ଧାନ ନେଉ ନ ଥିବା ଭଳି…

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର

ସାବରଙ୍ଗ,୨୨।୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ବଡ଼ହାବେଳୀ ସାହିଠାରେ ଶନିବାର ସକାଳ ୧୧ଟାବେଳେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଆହତ ଟ୍ରକ ଚାଳକ ହେଲେ କେନ୍ଦୁଝର ଜିଲା ଆନନ୍ଦପୁରର ଗଣେଶ୍ୱର ଆପଟ ଓ…

ରାସ୍ତାକଡ଼ ଦୋକାନୀଙ୍କଠାରୁ ଜରିମାନା କଟିଲା ପୋଲିସ

ଭଦ୍ରକ,୨୨।୨(ସନାତନ ରାଉତ): ଭଦ୍ରକ ସହର ମୁଖ୍ୟ ରାସ୍ତାପାର୍ଶ୍ୱରୁ ଉଠା ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପରେ ଏବେ ପୁଣି ରାସ୍ତା ପାର୍ଶ୍ୱ କବ୍ଜା କରିଥିଲେ ଉଠା ଦୋକାନୀ ଓ ଟ୍ରଲି ବ୍ୟବସାୟୀ l ଶନିବାର ସକାଳୁ ଟାଉନ ପୋଲିସ ପୌରପାଳିକା…

ଦରମା ନ ପାଇ ମୂଲ ଲାଗିବାକୁ ଛୁଟି ମାଗିଥିଲେ ଶିକ୍ଷକ, ଖବର ପ୍ରସାରଣ ପରେ ମିଳିଲା ଦରମା

ବଲାଙ୍ଗୀର,୨୨ା୨(ବୀରେନ୍ଦ୍ର କୁମାର ଝାଙ୍କର): ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଖବର ପ୍ରସାରଣ ପରେ…

ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି ଆନ୍ଧ୍ର : ସମସ୍ୟାର ଶୀଘ୍ର ସମାଧାନ ପ୍ରତିଶ୍ରୁତି ଦେଲା ପ୍ରଶାସନ

ପଟ୍ଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନ କୋଟିଆ ପଞ୍ଚାୟତକୁ କିଛି ଦିନ ହେବ ଆନ୍ଧ୍ରର ସିପିଆଇଏମ୍‌ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି। ଓଡ଼ିଶା ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସୀମାନ୍ତବାସୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?