ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନିତ ହେଲା ନିଷ୍ଠା ପରିବାର
ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଗତ ଜାନୁୟାରୀ ୧ତାରିଖରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫୧ଦିନ ଧରି ରେଡ୍ଡ୍ରପ ଅଲଟ୍ରା ମାରାଥନ ଅଭିଯାନରେ ରକ୍ତଦାନ ଶିବିର କରି ଇତିହାସ ରଚିଛି। କ୍ରମାଗତ ୫୧ଦିନ…
ଏସ୍ପିଙ୍କ ବାସଭବନ ଆଗରେ ବୃଦ୍ଧଙ୍କୁ ହତ୍ୟା
ନୂଆପଡ଼ା,୨ା୩(ମକାରୁ ବେମାଲ): ନୂଆପଡ଼ା ସଦର ମହକୁମାସ୍ଥିତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ବାସଭବନ ସମ୍ମୁଖରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ବିଜ୍ଞାପିତ ଅଞ୍ଚଳ ୧୨ ନମ୍ବର ୱାର୍ଡ ସିରତୋଲର ସୁକଲାଲ ସାହୁ (୮୦)। ହତ୍ୟାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର…
ବିବାହ କାର୍ଯ୍ୟରେ ଯୋଗଦେବାକୁ ବାଇକ୍ରେ ଯାଉଥିଲେ: ଧକ୍କାଦେଲା ଅଟୋ, ଆଉ ତା’ପରେ…
କୋକସରା,୨ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେର ଆମପାଣି ଥାନା ଭୁର୍ଷାଗୁଡାରୁ କୁଳେରଗୁଡା ରାସ୍ତା ମଝିରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ…
ଜୀରାନଦୀ ଗୋଲ ଟେବୁଲ ବୈଠକ: ନଦୀକୁ ପ୍ରଦୂଷଣ, ଶୋଷଣ ଓ ଅତିକ୍ରମଣରୁ ମୁକ୍ତ କରିବାକୁ ଆହ୍ବାନ
ବରଗଡ଼,୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରାନଦୀ ଅସ୍ତିତ୍ୱ ହଜାଇ ବସିଛି। ଜମି ଓ ବାଲି ମାଫିଆମାନେ ଏହି ନଦୀକୁ ମାଡି ବସିଛନ୍ତି। ଫଳରେ ନଦୀ ସଂକୁଚିତ ହୋଇ ପଡୁଛି। ସେହିପରି ସହରରେ ରହିଥିବା ନର୍ଦ୍ଦମା ପାଣି ସିଧାସଳଖ…
ସୋମବାର ଏଲ୍ଆଇ, ଫରେଷ୍ଟର ଶାରୀରିକ ଚୟନ ପରୀକ୍ଷା
ଛତ୍ରପୁର,୨ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ଠାରେ ଓଡିଶା ସବ୍ଓଡ଼ିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଲାଇଭଷ୍ଟକ ଇନ୍ସପେକ୍ଟର(ଏଲ୍ଆଇ), ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଚାକିରି ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ଶାରୀରିକ ଚୟନ ପରୀକ୍ଷା ଅନୁଷ୍ଠିତ ହେବ। ସୋମବାରଠାରୁ ୫…
ବାସିଫୁଲ ଦେଇଛି ପରିଚୟ: ସୁଗନ୍ଧିତ ଅଗରବତୀ ଏବଂ ଅବିର ତିଆରି କରି…
ସମ୍ବଲପୁର,୨ା୩(ଭବାନୀ ଶଙ୍କର ଭୋଇ): ବାସିଫୁଲ ଦେଇଛି ପରିଚୟ। ବିଭିନ୍ନ ମନ୍ଦିରରୁ ବାସିଫୁଲ ସଂଗ୍ରହ କରି ସୁଗନ୍ଧିତ ଅଗରବତୀ ଏବଂ ଅବିର ତିଆରି କରୁଥିବା ସମ୍ବଲପୁରର ପୁନମ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ସଦସ୍ୟା ସର୍ବଭାରତୀୟ ପ୍ରଦର୍ଶନୀରେ ଭାଗନେବା ପାଇଁ ମନୋନୀତ ହୋଇ…
ଜୁଆଙ୍ଗଙ୍କ ଦୁର୍ଦ୍ଦଶା ଉପରେ ସବିଶେଷ ରିପୋର୍ଟ ମାଗିଲେ NHRC
କେନ୍ଦୁଝର,୨ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ (NHRC) ଏକ ମାମଲାର ବିଚାର କରି ପୁରାତନ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦୁଝର ଜିଲାପାଳଙ୍କ ଠାରୁ ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡ଼ିଛନ୍ତି। ଏ ନେଇ କମିଶନଙ୍କ ପର୍ଯ୍ୟବେକ୍ଷଣ…
ସ୍ବଚ୍ଛ ସମ୍ବଲପୁର ଏବେ ବି ବଡ଼ ଆହ୍ବାନ
ସମ୍ବଲପୁର,୨।୩(ଭବାନୀଶଙ୍କର ଭୋଇ): ସମ୍ବଲପୁର ମହାନଗର ନିଗମର ସ୍ବଚ୍ଛ ସମ୍ବଲପୁର ସ୍ଲୋଗାନ ସତ୍ତ୍ବେ ସହରରେ ସ୍ବଚ୍ଛତା ସବୁବେଳେ ଚିନ୍ତାର କାରଣ ପାଲଟିଛି। ମହାନଗର ନିଗମ ପକ୍ଷରୁ ଆବର୍ଜନ ପରିଚାଳନା ପାଇଁ ଅନେକ ବ୍ୟବସ୍ଥା ରହିଛି। ତଥାପି ମଧ୍ୟ ସ୍ବଚ୍ଛତା ନେଇ ଲୋକମାନଙ୍କ ଆପତ୍ତିି…
କେନ୍ଦୁଝର ପାଟଣାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨ା୩: କେନ୍ଦୁଝର ପାଟଣାରେ ହେବ ବହୁ ପ୍ରତିକ୍ଷିତ ମେଗା ଷ୍ଟିଲ୍ ପ୍ଲାଣ୍ଟ। ରବିବାର ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ଏନେଇ JSW ଓ…
ରାଜ୍ୟରେ ପାରଦ ଉପର ମୁହାଁ: ୩୫ ଟପିଲା ଭୁବନେଶ୍ବର
ଭୁବନେଶ୍ୱର,୨ା୩: ରାଜ୍ୟରେ ଦିନକୁ ଦିନ ପାରଦ ଉପର ମୁହାଁ ହେବାରେ ଲାଗିଛି। ରବିବାର ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୫.୬ ଡିଗ୍ରୀରେ ପହଞ୍ଚିଛି। ମାର୍ଚ୍ଚ ଆରମ୍ଭରୁ ତାତି ବଢିବା ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷେ…
ପୃଥକ ଦୁର୍ଘଟଣାରେ ୬ ମୃତ: ମେଳା ଦେଖି ଫେରିବା ବେଳେ ତିନି ବନ୍ଧୁଙ୍କ ମୃତ୍ୟୁ
କୁଆଁରମୁଣ୍ଡା(ମହେନ୍ଦ୍ର କୁମାର ସାହୁ)/କରଞ୍ଜିଆ,୨।୩: ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ଅଜଣା ଗାଡ଼ି ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଜଲଙ୍ଗବିରା ଗ୍ରାମ ଘାସିଟୋଲାର ଦିଲ୍ଲୀପ…
ଦିନିକିଆ ଛତ୍ରପୁର ଗସ୍ତରେ ଉପମୁଖ୍ୟମନ୍ତ୍ରୀ
ଛତ୍ରପୁର,୨ା୩ (ଦିଲ୍ଲୀପ ସାମଲ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରବିବାର ଗଞ୍ଜାମ ଜିଲାକୁ ଦିନିକିଆ ଗସ୍ତରେ ଆସିଥିବାବେଳେ ଛତ୍ରପୁର ସ୍ଥିତ ସର୍କିଟ ହାଉସ୍ଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…

