ସରକାରୀ ଡାକ୍ତରଖାନାରୁ ଦୁଇ ଶିଶୁଙ୍କୁ ଅପହରଣ ବେଳେ ଧରାପଡ଼ିଲେ ମହିଳା
ବାରିପଦା,୯।୩: ମୟୂରଭଞ୍ଜ ଜିଲାର ବାରିପଦାରେ ଥିବା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍ଏଚ୍) ରୁ ଜଣେ ମହିଳା ଦୁଇ ଶିଶୁ ଶିଶୁଙ୍କୁ ଅପହରଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତ ମହିଳା ଜଣକ ମୟୂରଭଞ୍ଜ ଜିଲାର ରସଗୋବିନ୍ଦପୁର ପୋଲିସ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ସନ୍ଧ୍ୟାରାଣୀ…
ବାଣ ସହ ୫ ବୋମା ଜବତ
ଜଗତସିଂହପୁର,୯।୩ ସଦର ଥାନା ବଡ଼ ଦେଢ଼ିଲୋରେ ବିପୁଳ ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ବେପାରୀଙ୍କୁ ପୋଲିସ ଗିରଫ କରିଛି। ବାରୁଦ, ବାଣ ତିଆରୀ ସାମଗ୍ରୀ ସହ ୫ଟି ବୋମା ଜବତ କରିଛି।
ଡହଡହ ନିଆଁରେ ଚାଲିଲେ ମାନସିକଧାରୀ
ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): କଥାରେ ଅଛି, ବାର ମାସରେ ତେର ଯାତ୍ରା। ଏଥିମଧ୍ୟରୁ ଗଞ୍ଜାମର ଝାମୁଯାତ୍ରା ଅନ୍ୟତମ। ପ୍ରତିବର୍ଷ ଦୋଳ ଯାତ୍ରା ପୂର୍ବରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଇଲେମା ମନ୍ଦିରରେ ଏହି ଝାମୁଯାତ୍ରା…
ସାହିତ୍ୟକୁ ବଞ୍ଚାଇବା ପାଇଁ ସାହିତି୍ୟକଙ୍କ ପ୍ରଚେଷ୍ଟା
ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଓମ୍ ସଙ୍ଗୀତ ଏକାଡେମୀ କାର୍ଯ୍ୟାଳୟ ପରିସରରେ ଏକ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବୟିତ୍ରୀ, କବି ଯୋଗଦେଇ କବିତା ପାଠ କରିଥିଲେ। ସଂସଦର…
ମଞ୍ଚ ନାଟକକୁ ବଞ୍ଚାଇବା ପାଇଁ ପ୍ରୟାସ : ୧୪ରେ ହେବ
ଭଞ୍ଜନଗର,୯।୩(ବାବୁଲା ପ୍ରଧାନ): ଆଧୁନିକ ଯୁଗରେ ମଞ୍ଚ ନାଟକ ଧୀରେଧୀରେ ଲୋପ ପାଇବାକୁ ବସିଛି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଥିବା ତୋଫାନ କଳା ସଂସଦ ପରିବାର ପକ୍ଷରୁ ପୁଣି ମଞ୍ଚ ନାଟକକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ…
ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଉଛି ଗଞ୍ଜାମ, ଭାଙ୍ଗିରୁଜି ଗଲାଣି ମହାପୁରୁଷଙ୍କ ପ୍ରତିମୂର୍ତ୍ତି
ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗ ଦୁଇ ବର୍ଷ ତଳେ ଏନ୍ଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କରାଯାଇଛି। ସେଥିଲାଗି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ…
ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ସୁଦର୍ଶନ ବେହେରା
ପୁରୁଷୋତ୍ତମପୁର,୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଓ ତହସିଲ କାର୍ଯ୍ୟାଳୟ ଲାଗି ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ରୂପେ ସୁଦର୍ଶନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଚିଠି ନଂ ୨୦୨୫୧୯ ପ୍ରକାରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ…
ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍ରେ କାଟି ଉଦ୍ଧାର କଲେ ଡାକ୍ତର
ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା ପଶିଯିବା ଭଳି ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଶୁକ୍ରବାର ସା ସମୟରେ ଘର…
କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ
ଦାରିଙ୍ଗବାଡି, ୯।୩ (ଅରୁଣ ସାହୁ ): କର୍ନାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ ସାଙ୍ଗରେ ଥିବା ୩ ପୁରୁଷ ପର୍ଯ୍ୟଟକଙ୍କୁ ମାଡ଼ମାରି ନିକଟରେ ରହିଥିବା କେନାଲ ରେ ଫିଙ୍ଗିଦେବା…
ବିପ୍ଲବରେ ପରିଣତ ହୋଇଛି ସୁଭଦ୍ରା ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ
ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଶନିବାର ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଆମ୍ବପୁଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଏଥିରେ ସେ ରାଜ୍ୟର ୧କୋଟି ୬୪ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ବରଗଡ଼…
ମହିଳାମାନେ ସ୍ବାବଲମ୍ବୀ ହେଲେ ଦେଶ ସମୃଦ୍ଧ ହେବ
ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବରଗଡ଼ ରାଣାପ୍ରତାପ ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସଂସଦର ସଭାନେତ୍ରୀ ଧରିତ୍ରୀ ରାଉତ୍ ଏଥିରେ ଅଧ୍ୟକ୍ଷତା କରିଥିଲେ।…
ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ, ନାମ ସଙ୍କୀର୍ତ୍ତନରେ ମଗ୍ନ ହେଲେ ପୂର୍ବତନ ମନ୍ତ୍ରୀ
ରାଇକିଆ,୯।୩(ପ୍ରଦୀପ ବେହେରା): ରାଇକିଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବର ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଶନିବାର ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ ଦେବ ସ୍ନାନ, ଘୃତ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବନ ଦୁର୍ଗା…

