ଆମ ଜିଲା ଖବର

ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୟାଗଡ଼,୧୦ା୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବମନ୍ଦିର ନିକଟସ୍ଥ ଏକ ବନ୍ଦ ଘରୁ ଦୁଇ ନାବାଳକ ଭାଇଙ୍କ ମୃତଦେହ ଜବତ ହୋଇଛି। ଫତେଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା…

ମାମୁଘରକୁ ଆସି ଚାଲିଗଲା ଭଣଜାର ଜୀବନ

ତିହିଡ଼ି,୧୦ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ବାଡ଼କ ପଞ୍ଚାୟତ ଅଧୀନ ଅଣ୍ଡରାଇ ଗ୍ରାମର ଏକ ପୋଖରୀରେ ପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ସ୍ବରାଜ (୪) ଏବଂ ସେ କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମର ନାରାୟଣ…

ରେଳରୋକୋ ପାଇଁ ଷ୍ଟେଶନ ଆସିପାରିଲେନି ଚାଷୀ, ଶେଷରେ ରାସ୍ତାରେ ବସିଲେ

ବରଗଡ଼,୧୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ସକାଳ ୯ଟାରୁ ବରଗଡ଼ ରୋଡ୍‌…

ରାତିରେ ଶୋଇଥିଲେ ପରିବାର ଲୋକେ, ହଠାତ୍‌ ଜୋର ଶବ୍ଦ କରି ଫାଟିଲା ଗ୍ୟାସ୍‌ ଟାଙ୍କି, ଆଉ ତା’ ପରେ…

କେନ୍ଦୁଝର,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ପାତ୍ର ସାହିରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ପରିବାର ଲୋକେ ଶୋଇଥିବାବେଳେ ରୋଷେଇ ଘରେ ଥିବା ଗ୍ୟାସ୍‌ ଟାଙ୍କିଟି ହଠାତ୍‌ ଫାଟି…

ଚାଷୀଙ୍କ ରେଳରୋକୋ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ: ଚାରିଆଡ଼େ ଘେରିଛନ୍ତି ପୋଲିସ-ଆରପିଏଫ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ସକାଳ ୯ଟାରୁ ବରଗଡ଼…

ଭାରତୀୟ ଆର୍ମି ଲେଫ୍ଟନେଣ୍ଟ ଟ୍ରେନିଂ ସାରି ଫେରିଲେ ଶୁଭାଶିଷ : ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

କୋରାପୁଟ,୧୦ା୩(ଅମିତାଭ ବେହେରା): ଏନସିସିରେ ଉଲେଖନୀୟ ପ୍ରଦର୍ଶନ କରି ଗତ ୨୦୨୪ ମସିହାରେ ରାଜ୍ୟରେ ଏକ ମାତ୍ର କ୍ୟାଡେଟ ଭାରତୀୟ ଆର୍ମି ଲେଫ୍ଟମେଣ୍ଟ ଭାବେ ନିଯୁକ୍ତି ପାଇଥିବା କୋରାପୁଟର ପୁଅ ଶୁଭାଶିଷ ରଥଙ୍କୁ ରବିବାର କୋରାପୁଟ ଏନସିସି ପକ୍ଷରୁ ବିପୁଳ ସ୍ବାଗତ ସମ୍ଭର୍ଦ୍ଧନା…

୪ ବର୍ଷର ଝିଅକୁ ବଞ୍ଚାଇବା ଲାଗି କିଡନୀ ଦେବାକୁ ପ୍ରସ୍ତୁତ ମା’: ଅର୍ଥ ସାଜିଛି ବାଧକ

ଛତ୍ରପୁର,୧୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଜଣେ ମା’ ନିଜ ୪ ବର୍ଷର କନ୍ୟା ସନ୍ତାନକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ସାଙ୍ଗକୁ ନିଜ କିଡନୀ ଦେବାକୁ ମନସ୍ଥ କରିଛନ୍ତି। କିନ୍ତୁ କିଡନୀ ପ୍ରତିରୋପଣ…

ଔଷଧ ଦୋକାନ ଉପରକୁ ବୋମା ମାଡ଼; ଅଳ୍ପକେ ବର୍ତ୍ତିଲେ ଦୋକାନୀ

ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମ ମୁଖ୍ୟରାସ୍ତା କଡ଼ରେ ଥିବା ପ୍ରହ୍ଲାଦ ଡାକୁଆଙ୍କ ଔଷଧ ଦୋକାନ ଉପରକୁ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୮ଟାରେ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। ଏକ ବାଇକରେ ୨ ଦୁର୍ବୃତ୍ତ ଆସି…

ଦିଗପହଣ୍ଡି ପାଇଁ ଏମ.ପି ପ୍ରତିନିଧି ହେଲେ ହରିବନ୍ଧୁ

ଦିଗପହଣ୍ଡି,୧୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀଙ୍କୁ ଦିଗପହଣ୍ଡି ବ୍ଲକ ପାଇଁ ବ୍ରହ୍ମପୁର ଏମ.ପିଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏମ.ପି ଡା. ପ୍ରଦୀପ କୁମାର ପାଣିଗ୍ରାହୀ ଏ…

ଜଙ୍ଗଲ ନିଆଁ ପାଇଁ ବିପଦରେ ବନ୍ୟପ୍ରାଣୀ

ଭଞ୍ଜନଗର,୧୦ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ରବିବାର ମଧ୍ୟାହ୍ନରେ ଆସିଥିବା ସାଟେଲାଇଟ୍‌ ତଥ୍ୟରୁ କେନ୍ଦ୍ରୀୟ ବନାଞ୍ଚଳର ୨ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। କିନ୍ତୁ ଧରିତ୍ରୀ ପ୍ରତିନିଧି ରବିବାର ଗାଲେରି ଓ ମୁଜାଗଡ଼ ରେଞ୍ଜ ଅଞ୍ଚଳ…

୨ ଦିନ ହେଲା ଜଳୁଛି ଜଙ୍ଗଲ:ବଢୁଛି ନିଆଁର ପ୍ରକୋପ

ବଣାଇଁ,୧୦ା୩(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ ଏବଂ ରାଉରକେଲା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ୨ ଦିନ ହେଲା ନିଆଁ ଲାଗିଛି। ବନବିଭାଗ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ବିଫଳ ହୋଇଛନ୍ତି। ରବିବାର ନିଆଁର ପ୍ରକୋପ ବଢ଼ିଯାଇଛି। ବଣାଇଁ…

ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଆଜି ରେଳରୋକୋ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?