ଆମ ଜିଲା ଖବର

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିଲେ ୨୨ ମାଓବାଦୀ

ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇ ପୃଥକ୍‌ ସ୍ଥାନରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ଗାଙ୍ଗୋଲ ଅଞ୍ଚଳରେ ୧୮ ମାଓବାଦୀ…

ମଦ ବ୍ୟବସାୟୀଙ୍କ ଘରେ IT ରେଡ୍‌

ଅନୁଗୋଳ,୨୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କରଡ଼ାଗାଡ଼ିଆଠାରେ ଥିବା ଦେଶୀଭାଟିର ମୁଖ୍ୟ ଗୋଦାମ ଉପରେ ଆୟକର ବିଭାଗର ୯ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ଆଜି ସକାଳୁ ଚାଲିଛି ଚଢ଼ାଉ।…

ମା’ ହେଲେ କଲେଜ ଛାତ୍ରୀ, ଶୌଚାଳୟରେ ଜନ୍ମ କଲେ ମଲା ଛୁଆ

ନୟାଗଡ଼, ୨୦।୩(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଛାତ୍ରୀ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ(ହଷ୍ଟେଲ)ରେ ରହୁଥିବା ବେଳେ ଘର କନ୍ଧମାଳ ଜିଲା…

ଲାଖ ବିନ୍ଧା ପ୍ରତିଯୋଗିତାରେ ଭାଗ ନେଲେ ୩୫ ପ୍ରତିଯୋଗୀ

ପାଟଣା,୨୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆଠାରେ ବୁଧବାର ଅପରାହ୍ନରେ ଶ୍ରୀ ବନମାଳୀ ପୂଜ୍ୟ, ପୂଜା ଅନୁଷ୍ଠାନ ତରଫରୁ ଲାଖ ବିନ୍ଧା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ସନାତନ ମୁଦି ପ୍ରଥମ ସ୍ଥାନ ଗ୍ରହଣ କରିଥିବାବେଳେ ଖଗେଶ୍ବର ମାଝୀ ଦ୍ୱିତୀୟ…

ଜଙ୍ଗଲରେ ମାଓବାଦୀଙ୍କ ବଡ଼ ବେସ୍‌ କ୍ୟାମ୍ପ ଠାବ, ଗୁଳି ଚଳାଇଲା ପୋଲିସ

ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍‌କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍‌ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍‌ କ୍ୟାମ୍ପ ଥିଲା…

ଅସ୍ଥାୟୀ କୋଠାରେ ୧୫ ବର୍ଷ ଧରି ଚାଲିଛି କେନ୍ଦ୍ରୀୟ ବିଦ୍ୟାଳୟ, ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ଲକ୍ଷ୍ୟ

ଭଞ୍ଜନଗର,୨୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିସହ ଗୁରୁବାର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ…

୧୧ ବର୍ଷ ପରେ ମା’ ପିତାମ୍ବରୀଙ୍କ ଯାତ୍ରା, ବିରାଟ ପଟୁଆରରେ ଗାଁ ପରିକ୍ରମା

ଦିଗପହଣ୍ଡି,୨୦ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟପଦ୍ମନାଭପୁର ଲାଡ଼ି ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ପିତାମ୍ବରୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ନିମନ୍ତେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଦୀର୍ଘ ୧୧ ବର୍ଷ ପରେ…

ନିଆଁ ଲାଗି ଜଳିଗଲା ୩ ଦୋକାନ, ସବୁ ପୋଡ଼ି ଛାରଖାର

ଭବାନୀପାଟଣା,୨୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡ଼ାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ପ୍ରଥମେ ଗଦି ଦୋକାନରୁ ଲାଗି…

୫ ଦିନ ଅନ୍ଧାରରେ ୩ ଗାଁ, ପ୍ରତିବାଦରେ ରାସ୍ତାରେ ବସିଲେ ଗ୍ରାମବାସୀ

ପରଜଙ୍ଗ,୨୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଜାମୁନାଳି ଗାଁ ନିକଟରେ ବିଦ୍ୟୁତ୍‌ ସମସ୍ୟାକୁ ନେଇ ଗୁରୁବାର ସକାଳୁ ରାସ୍ତାରୋକୋ କରିଥିଲେ ଶତାଧିକ ମହିଳା ଓ ପୁରୁଷ। ପ୍ରାୟ ୫ଦିନ ହେବ ୧୧କେଭି ବିଦ୍ୟୁତ୍‌ ଖୁଣ୍ଟି…

ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ

ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ବୃହତ ବହୁମୁଖୀ ସମବାୟ ସମିତି ଲିଃ ସମ୍ମୁଖରେ ଗୁରୁବାର ସକାଳୁ ସମିତିର ବୋର୍ଡ ସଦସ୍ୟମାନେ ଆମରଣ ଅନଶନରେ ବସିଛନ୍ତି। ଉକ୍ତ ସମବାୟ ସମିତି ଅଧୀନରେ ରହିଥିବା ୧୨ଟି ବିକ୍ରୟ କେନ୍ଦ୍ର ରହିଛି। ଏହି…

ଅନ୍‌ଲାଇନରେ ଓଏସ୍‌ଆର୍‌ଟିସି ଟିକେଟ ମୂଲ୍ୟ ଫେରସ୍ତ ଉଦ୍ୟମ କରି ଲକ୍ଷେ ହରାଇଲେ

ବ୍ରହ୍ମପୁର,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ): ଅନଲାଇନରେ ଓଏସଆରଟିସି କଷ୍ଟମର କେୟାର ନମ୍ବର ସଂଗ୍ରହ କରି ଯୋଗାଯୋଗ ବେଳେ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବତୀ। ଓଏସଆରଟିସି ବସର ଟିକଟ ମୂଲ୍ୟ ଫେରସ୍ତ ପାଇବାକୁ ଉଦ୍ୟମ କରି ବ୍ରହ୍ମପୁରରେ ରହୁଥିବା କଟକର ଜଣେ ଯୁବତୀ…

ୱାଲଟିୟର ଡିଆରଏମ୍‌ଙ୍କ ପାରଳାଖେମୁଣ୍ଡି ଗସ୍ତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଚ୍ଛା): ୱାଲଟିୟର ଡିଆରଏମ ବୁଧବାର ପାରଳାଖେମୁଣ୍ଡି ଗସ୍ତରେ ଆସି ପାରଳାଖେମୁଣ୍ଡି ରେଳ ଷ୍ଟେଶନର ସମୀକ୍ଷା କରିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ରେଳ ଷ୍ଟେଶନକୁ ଏକ ଅତ୍ୟାଧୁନିକ ଷ୍ଟେଶନ କରିବା ସହ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?