ପ୍ରସିଦ୍ଧ ହୁମା ପଞ୍ଚୁଦୋଳ ଯାତ୍ରା ଆରମ୍ଭ
ଗଞ୍ଜାମ,୨୦।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟ ପଡିଆଠାରେ ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଗୁରୁବାର ଆରମ୍ଭ ହୋଇଛି l ପୂର୍ବାହ୍ନରେ ପଞ୍ଚୁ ଦୋଳ ଯାତ୍ରାକୁ ୧୩ ଠାକୁର ନିଜ ନିଜର ସାହି ଗ୍ରାମ ବିରାଟ ଶୋଭାଯାତ୍ରାରେ ପରିକ୍ରମା ସାରି ହୁମାସ୍ଥିତ…
ଗ୍ରାମୀଣ ଉଦ୍ୟାନ ଯୋଜନା ବାଟବଣା: ଭିଜିଲାନ୍ସ ତଦନ୍ତ ଦାବି କଲେ ଅଞ୍ଚଳବାସୀ
ଥୁଆମୂଳ ରାମପୁର,୨୦ା୩ (ଦୁର୍ଗା କୀର୍ତ୍ତି): ସରକାର ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ଆମୋଦପ୍ରମୋଦ ପାଇଁ ବ୍ଲକ ତଥା ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ଗ୍ରାମୀଣ ଉଦ୍ୟାନ ନାମରେ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତରେ ଏହି ଯୋଜନା ବାଟବଣା…
ଚୋରା ମଦ କାରବାରବେଳେ ଦୁଇ ଯୁବକଙ୍କୁ ବାନ୍ଧିଲା ପୋଲିସ: ବିପୁଳ ବିଦେଶୀ ମଦ ଜବତ
ପୁରୁଷୋତ୍ତମପୁର,୨୦।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସମା ଗ୍ରାମରେ ଦୀର୍ଘ ଦିନ ଧରି ଚୋରାରେ ମଦକାରବାର କରୁଥିବା ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫକରି ଗୁରବାର କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର…
ପୁଣି ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗ ଉଠାଇଲା କଂଗ୍ରେସ: ମାଣ୍ଡିପଙ୍କାରେ ଜାତୀୟ କଂଗ୍ରେସ କମିଟି ସମ୍ପାଦିକା
ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ବହୁ ଚର୍ଚ୍ଚିତ ଆମ୍ବ ଟାକୁଆ ଖାଇ ଗତ ନଭେମ୍ବର ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଏଥିରେ ଗୁରୁତର ହୋଇଥିଲେ।…
କୂଅରେ ପଡିଗଲେ ମହିଳା: ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଛତ୍ରପୁର,୨୦।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ତାକରିଆ ବ୍ରହ୍ମପୁର ଗାଁରେ ଗୁରୁବାର ସକାଳେ ଜଣେ ମହିଳା ଅସାବଧାନତା କାରଣରୁ କୂଅ ମଧ୍ୟକୁ ପଡିଯାଇଥିଲେ। ସେ ହେଲେ ଗୌରୀ ବେହେରା (୫୫) ଏସମ୍ପର୍କରେ ଖବର ପାଇ ଛତ୍ରପୁର ଅଗ୍ନିଶମ କେନ୍ଦ୍ରର ଏକ…
ହାତପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୪୦ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ
ବାଲିଗୁଡ଼ା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ନାମ…
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କୋରାପୁଟ ଜିଲା ଭାଜପା ନେତୃବୃନ୍ଦ
କୋରାପୁଟ,୨୦।୩(ଅମିତାଭ ବେହେରା): ଗୁରୁବାର କୋରାପୁଟ ଭାଜପା ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧୬ ଦଫା ଅନୁରୋଧ ପତ୍ର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, କୋରାପୁଟ ଜିଲା ପ୍ରଭାରୀ ଗୋକୁଳାନନ୍ଦ ମଲ୍ଲିକ,କୋରାପୁଟ ବିଧାୟକ ରଘୁରାମ…
ନବକଳେବର ରୋଡରେ ବଡ଼ ଧରଣର ରେଡ
ପୁରୀ,୨୦।୧: ପୁରୀ ନବକଳେବର ରୋଡରେ ଗୁରୁବାର ଏକ ବଡ଼ ଧରଣର ରେଡ୍ ହୋଇଛି। ଏକ ପୂଜା ସାମଗ୍ରୀ ଗୋଦାମରେ ପୋଲିସର ଏକ ଟିମ୍ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ କରିଛି। ଏପରିକି ପୋଲିସ…
କୋରାପୁଟ ସୌନ୍ଦର୍ଯ୍ୟ ଦେଖି ବିମୁଗ୍ଧ ହେଲେ ପ୍ରିୟଙ୍କା ଚୋପ୍ରା: କହିଲେ ଏମିତି କଥା…
ଭୁବନେଶ୍ୱର,୨୦।୩: କୋରାପୁଟ ତଳମାଳିରେ ଚାଲିଥିବା ଫିଲ୍ମ SSMB 29 ର ଶୁଟିଂ ସାରି ପ୍ରିୟଙ୍କା ଚୋପ୍ରା ଆମେରିକା ଫେରିଯାଇଛନ୍ତି। ୧୫ ଦିନ ରହଣି ପରେ ଫେରିବା ପୂର୍ବରୁ ପ୍ରିୟଙ୍କା ସାଙ୍ଗରେ ନେଇଯାଇଛନ୍ତି କୋରାପୁଟ ପିଜୁଳି। ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର…
ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି: ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ
ଛତ୍ରପୁର,୨୦।୩(ଦିଲ୍ଲୀପ ସାମଲ): ନିର୍ବାଚନ କମିଶନ ପକ୍ଷରୁ ନିଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗୁରୁତ୍ୱ ଦେଇଛନ୍ତି, ତେଣୁ ଜିଲ୍ଲା ର୍ନିବାଚନ କାର୍ଯ୍ୟାଳୟ ଗୁଡିକ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ନିଭୁଲ ଭୋଟର ତାଲିକା ପ୍ରସ୍ତୁତି ଚଳାଇ ଥିବାବେଳେ ଜିଲାସ୍ତରରେ ଏହାର ବାରମ୍ବାର…
ବସ୍ଷ୍ଟାଣ୍ଡରେ ଶୋଇଥିଲେ, ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍
ଭଞ୍ଜନଗର,୨୦।୩(ବାବୁଲା ପ୍ରଧାନ)- ବସ୍ଷ୍ଟାଣ୍ଡରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଦର…
କନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣି
କଟକ,୨୦।୩: ବିଭିନ୍ନ ବାଟାଲିଆନରେ କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାରେ ଗୁରୁବାର ହାଇକୋର୍ଟ ଡିଭିଜନ ବେଞ୍ଚରେ ଶୁଣାଣି ଅସମାପ୍ତ ରହିଛି। ମାର୍ଚ୍ଚ ୨୪ ଅର୍ଥାତ୍ ଆସନ୍ତା ସୋମବାର ଚୂଡାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ…

